Latest Odisha News

BREAKING NEWS

Browsing Category

ଅପରାଧ

ଲାଞ୍ଚ ନେବାବେଳେ ଧରାପଡିଲେ ମହିଳା ସରପଞ୍ଚ

କୋରାପୁଟ: ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ମହିଳା ସରପଞ୍ଚ ରଇଲା ମାଝି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୟପୁର ଭିଜିଲାନ୍ସ ତାଙ୍କୁ ଧରିଛି । ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର…

ଉଲିବୁର ଖଣି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ: ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଛି ଜାମିନ । ଦୀପକଙ୍କୁ ସର୍ତ୍ତମୂଳକ ଭାବେ ଏକ ମାସ ପାଇଁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ଏକ କୋଟି ଟଙ୍କାର ଅର୍ଥରାଶି ଜମା ସହ ଦୁଇ କୋଟି ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ…

ପୋଲିସକୁ ବଡ଼ ସଫଳତା: ଗିରଫ ହେଲା ଏପ୍ରିଲ ୪ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ

ବୁଗୁଡା: ବୁଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏପ୍ରିଲ ୪ ତାରିଖ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଆସାମୀକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ସୂଚନାନୁସାରେ, ବୁଗୁଡା ଜଗତପାଟଣା ଗ୍ରାମର ମୁନା ଓରଫ ଅର୍ଜୁନ କର( ୩୨)ଙ୍କୁ ପୋଲିସ ଗିରଫ କରିଛି । ଏହାସହ ତାଠାରୁ ଏକ ପିସ୍ତଲ, ଏକ…

ଦ୍ଵିତୀୟ ବିବାହର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗୋଡେଇ ଗୋଡେଇ ମାରିଲା ସ୍ୱାମୀ

ବୁଗୁଡା: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କଲେ ସ୍ବାମୀ । ଏହାର ପ୍ରତିବାଦ କରିବାରୁ ପ୍ରଥମ ସ୍ତ୍ରୀକୁ ରାସ୍ତାରେ ଗଡେଇ ତଡେଇ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଲତାକରଡା ଗାଁ ରେ । ରବିନ୍ଦ୍ର ନାୟକଙ୍କ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ; ନେଉଥିଲେ ଲାଞ୍ଚ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାର ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନାନୁଯାୟୀ, ପି ରାଜା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଥାନାକୁ ଆସିଥିବା ଏକ ମାମଲାର ସମାଧାନ କରିବା ଲାଗି ଏହି ପୋଲିସ…

ମାଲକାନଗିରି ସୀମାନ୍ତରେ ନକ୍ସଲ ଉତ୍ପାତ; ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲ ଉତ୍ପାତ କରିଥିବା ସୂଚନା ମିଳିଛି। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ସୁକମା ଜିଲ୍ଲାର କୁକନର ଥାନା ଅନ୍ତର୍ଗତ କୋତଣାଗର ଅଞ୍ଚଳରେ…

ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଯୁବକ !

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଆଜି ସକାଳୁ ସକାଳୁ ଘଟିଛି ଏକ ଅଭାବନୀୟ ଘଟଣା ।ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଯୁବକ…

ପାରୋଲରେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍ !

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଶ୍ରାଦ୍ଧକାର୍ଯ୍ୟ ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍…

ମାଲକାନଗିରି ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାରଙ୍କୁ ଭେଟିଛିି ରାଜ୍ୟ ବିଜେପି । ଘଟଣାକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଘଟଣାରେ ମାନବାଧିକାର କମିଶନ…

ପୋଲସରାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ…