Latest Odisha News

BREAKING NEWS

Browsing Category

ଅପରାଧ

ପୁଣି ଅନ୍‌ଲାଇନ ମଦ ଠକେଇ: ୮୦ ହଜାର ଗାଏବ

ଭୁବନେଶ୍ୱର: ରାଜଧାନୀରେ ପୁଣି ଅନଲାଇନ ଠକେଇ। ଅନଲାଇନରେ ମଦ ବୁକିଂ ସମୟରେ ୮୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ। ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ମଦ ବୁକିଂ କରି ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ସଫ୍ଟୱେର ଇଞ୍ଜିନିୟର। ମଦ ବୁକିଂ ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦…

ଛେଳି ବେପାରୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୧୧ ଗିରଫ

ଗଂଜାମ : ଧରାକୋଟ ଥାନା ବାଦଗଡ ଗାଁରୁ ଛେଳି ବ୍ୟବସାୟୀଙ୍କଠାରୁ ୧୬ଲକ୍ଷ ୮୦ହଜାର ଲୁଟ୍ ଘଟଣାରେ ପର୍ଦ୍ଦାଫାଶ ହୋଇଛି । ଘଟଣାରେ ସଂପୃକ୍ତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥି ସହ ୪ଟି ବାଇକ, ୮ଟି ମୋବାଇଲ, ଖଣ୍ଡା, ବନ୍ଧୁକ ଓ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଛି । ଏଥି ସହ ପୋଲିସ…

ମହିଳାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ବାବୁଙ୍କ ସମେତ ୩ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ସୋମବାର ରାତିରେ ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଗିରଫ ହୋଇଥିବା ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ କନଷ୍ଟେବଳ ଓ ଅନ୍ୟ ୨ ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ମହିଳା ଜଣଙ୍କ…

ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡାରେ ସୋମବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଡୋଶୀଙ୍କ ସହାୟତାରେ ପୋଲିସ ଜଣେ ମହିଳା, ତାଙ୍କ ପୁଅ ଏବଂ ତିନି…

ପାଣି ଟାଙ୍କିରେ ବୁଡ଼ିଯାଇ ୯ ମାସର ଶିଶୁ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗ୍ରାମର ଏକ ଘରର ଛାତ ଉପରେ ଥିବା ପାଣି ଟାଙ୍କି ଭିତରେ ଏକ ଶିଶୁ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଶିଶୁର ମା ମିତାରାଣୀ ଅଭିଯୋଗ କରିଛନ୍ତି ଯେ ସେ ବାସନ ମାଜିବାକୁ ବାହାରକୁ…

ଯାଜପୁର ପିଇଓ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

କଟକ: ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ୨୦୧୯ ମସିହା ଅକ୍ଟୋବର…

ଧଳା ଜହର ଜାଲରେ ରାଜଧାନୀ: ଜବତ ହେଲା ୧ କୋଟି ମୂଲ୍ୟର ବ୍ରାଉନସୁଗାର !

ଭୁବନେଶ୍ୱର: ଧଳା ଜହର ଜାଲରେ ରାଜଧାନୀ ଭୁବନେଶ୍ବର । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ପାଖାପାଖି ୧ କେଜି ଓଜନର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ…

ଗଞ୍ଜାମରୁ ବେଆଇନ୍ କରତ କଳ ଯନ୍ତ୍ରାଂଶ ସହ ୪ ଲକ୍ଷ ମୂଲ୍ୟର କାଠ ଗଣ୍ଡି ଜବତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରି ଗ୍ରାମ ଉପକଣ୍ଠରେ ବେଆଇନ୍ ଭାବେ ଚାଲିଥିବା ଏକ କରତ କଳ ଉପରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇ ବେଆଇନ କରତ କଳର ସମସ୍ତ ଯନ୍ତ୍ରାଂଶ,…

କ୍ବାରେନଣ୍ଟାଇନ ସେଣ୍ଟର ନିକଟରୁ ପ୍ରବାସୀଙ୍କ ମୃତଦେହ ଠାବ

କଟକ: କଟକ ଜିଲ୍ଲାର ବଡମ୍ବା ଥାନା ଅନ୍ତର୍ଗତ ଏକ କ୍ବାରେନଣ୍ଟାଇନ କେନ୍ଦ୍ର ବାହାରେ ସୋମବାର ଦିନ ଜଣେ ପ୍ରବାସୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କୃଷ୍ଣଚନ୍ଦ୍ରପୁରର ବ୍ରଜବନ୍ଧୁ ରାଣା ବୋଲି ଜଣାପଡିଛି। ସୂଚନାନୁସାରେ, ଗତ ମେ ୨୬ରେ ମୁମ୍ବାଇରୁ ଫେରିବା ପରେ ତାଙ୍କୁ…

‘ଟ୍ରୁ କଲର’ ବ୍ୟବହାରକାରୀ ସାବଧାନ; ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ !

ଭୁବନେଶ୍ୱର: ଆପଣଙ୍କ ଫୋନରେ ରହିଛିକି 'ଟ୍ରୁ କଲର' ଆପ ? ଯଦି ହଁ, ତେବେ ହୋଇ ଯାଆନ୍ତୁ ସତର୍କ । ଜୀବନକୁ ସରଳ ଓ ସୁବିଧାଜନକ କରିବା ପାଇଁ ଆମେ ମୋବାଇଲରେ ଅନେକ ପ୍ରକାର ଆପ ଇନଷ୍ଟଲ କରିଥାଉ । ଆପ୍ ଟିଏ ଇନଷ୍ଟଲ କରିବା ସମୟରେ ଏହାର ଟର୍ମ ଓ କଣ୍ଡିସନ ସମ୍ପର୍କରେ ପ୍ରୟତଃ କେହି…