Latest Odisha News

BREAKING NEWS

Browsing Category

ଅପରାଧ

ଖୋଲୁଛି ଆଦିତ୍ୟଙ୍କ ମୃତ୍ୟୁ ମିଷ୍ଟ୍ରି: ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ପିପୁଲ ଫର ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସମ୍ନାକୁ ଆସୁଛି ନୂଆ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ଏକ ହତ୍ୟା କି ଆତ୍ମହତ୍ୟା ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ଆଦିତ୍ୟଙ୍କ…

କାନପୁର ଏନକାଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେ ଗିରଫ

ମଧ୍ୟପ୍ରଦେଶ: ପୋଲିସ ସହ ଲୁଚକାଳି ଖେଳ ସରିଲା । ଧରାଦେଲା କାନପୁର ଏନକାଉଣ୍ଟରର ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଆଜି ତାକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଛି । କାନପୁରରେ ୮ ଜଣ ପୋଲିସକୁ ହତ୍ୟା କରିବା ପରଠୁ ଫେରାର ଥିଲା । ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର…

ଏନକାଉଣ୍ଟରରେ ଗଡ଼ିଲା ବିକାଶ ଦୁବେର ଆଉ ଦୁଇ ସହଯୋଗୀଙ୍କ ମୁଣ୍ଡ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟର ମାମଲାକୁ ନେଇ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ଅଭିଯାନ ଜୋରଦାର ଚାଲିଥିବା ବେଳେ ତାର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି । ଆଜି ଗୁଳି ଖାଇଛନ୍ତି ଆଉ ଦୁଇ ସହଯୋଗୀ । ସେମାନେ ହେଲେ ପ୍ରଭାତ…

ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ନିଆଳିରୁ । ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର…

ମୋଷ୍ଟୱାଣ୍ଟେଡ ବ୍ରାଉନସୁଗାର ମାଫିଆ ଗିରଫ, ୩ କେଜି ୬୦୨ ଗ୍ରାମ ଧଳାଜହର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ ସଫଳତା । ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ତା’ନିକଟରୁ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ…

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା ।…

ରେଳ ଧାରଣାରୁ ମିଳିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ: କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ଦେହାନ୍ତ । ବୁଧବାର ସକାଳୁ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରୁ ଆଦିତ୍ୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଜି.ଆର.ପି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ। ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ମାହିର୍ ଥିଲେ ଆଦିତ୍ୟ । ସୋସିଆଲ୍…

ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ରାଏବଗା ପଞ୍ଚାୟତର ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ଗିରଫ କରିଛି। ସମ୍ପୃକ୍ତ ଡାକ୍ତର ଦେବାଶିଷ ଘୋଷ ଗତ ଜୁନ୍ ୧୫ରେ ବୀରମିତ୍ରପୁର ଗୋଷ୍ଠୀ…

କନ୍ଧମାଳରେ ଏନକାଉଣ୍ଟର; ମାଓବାଦୀ ମୃତ

ଫୁଲବାଣୀ: ଗତ ଦୁଇ ଦିନ ତଳେ ଚାରିଜଣ ମାଓବାଦୀ ଏନକାଉଣ୍ଟରରେ ମୃତ୍ୟୁବରଣ କରିବା ପରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାର ସିର୍ଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଅନ୍ୟ ଏକ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଉକ୍ତ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ…

ଭିଜିଲାନ୍ସ ଜାଲରେ ଦେବଗଡ ପୌର ନିର୍ବାହୀ ଅଧିକାରୀ

ଦେବଗଡ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଦେବଗଡ଼ ମୁନସିପାଲିଟିର ନିର୍ବାହୀ ଅଧିକାରୀ କୁଞ୍ଜ ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଉପରେ ହୋଇଛି ଭିଜିଲାନ୍ସ ଚଢାଉ। ସୂଚନାନୁସାରେ, ଭିଜିଲାନ୍ସର ୪ ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ନିର୍ବାହୀ…