Latest Odisha News

BREAKING NEWS

Browsing Category

ଅପରାଧ

ଏସ୍‌ପିଙ୍କ ନାଁରେ ଫେସବୁକ୍ ଫେକ୍ ଆଇଡି କରି ନାବାଳକ ଗିରଫ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ରେ ଜାଲ ଆଇଡି ଖୋଲି ବନ୍ଧାହେଲେ ନାବାଳକ । ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର…

ଆମ୍ବ ପାଇଁ ପତ୍ନୀଙ୍କୁ ହତ୍ୟା !

ଭଦ୍ରକ: ଆମ୍ବ ଖାଇବାକୁ ନଦେବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ଜଲମଣ୍ଡୁଆ ଗ୍ରାମର। ଅଭିଯୁକ୍ତ ଜଣକ କାର୍ତ୍ତିକ ଜେନା ଏବଂ ମୃତକଙ୍କ ନାମ ସସ୍ମିତା ବୋଲି ଜଣାପଡିଛି। ଧାମନଗର ପୋଲିସର…

ଜାମିନ ଲାଗି ଓଡ଼ିଶା ହାଇକୋର୍ଟଙ୍କ ଅଭିନବ ସର୍ତ୍ତ; ୧୦୦ଟି ଗଛ ଲଗାଇବେ ଅଭିଯୁକ୍ତ

କଟକ: ଏକ ଅପହରଣ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ତିନି ମାସ ମଧ୍ୟରେ ୧୦୦ଟି ଗଛ ଲଗାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ସୁଭ୍ରାଂଶୁ ପ୍ରଧାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସମୟରେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହି ଏହି ନିର୍ଦ୍ଦେଶ ଦେଇଛନ୍ତି।…

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ପଂଜାବ ନ୍ୟାସନାଳ ବ୍ୟାଙ୍କରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି । ଗ୍ଲୋବାଲ ଟ୍ରେଡିଂ ସେଲ୍ୟୁସନ ଲିମିଟେଡ଼ ନାମରେ ବ୍ୟାଙ୍କ ରୁ ୩୨କୋଟି ଟଙ୍କା ଚଂଚକତା…

ରାତ୍ରଭୋଜନରୁ ବାହାରିଲା ବେଙ୍ଗ; ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ

କେନ୍ଦ୍ରାପଡା: ଅନ୍ତେବାସୀଙ୍କ ପାଇଁ ରନ୍ଧା ହୋଇଥିବା ରାତ୍ରଭୋଜନରୁ ଏକ ମୃତ ବେଙ୍ଗ ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି)ରେ ଉତ୍ତେଜନା ଦେଖାଦେଇଛି । ଗତ ଶନିବାର ରାତିରେ ମହାକାଳପଡା ବ୍ଲକର ବାଡିହା ସ୍ଥିତ ଟିଏମସିରେ ଏହି ଘଟଣା ଘଟିଥିବା ସୂଚନା…

ନବରଙ୍ଗପୁରରୁ ଜବତ ହେଲା ୯୫ ଟି ବିରଳ କଇଁଛ

ନବରଙ୍ଗପୁର: ଓଡିଶାରେ ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ବନ ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରବିବାର ରାତିରେ ନବରଙ୍ଗପୁର ଜିଲ୍ଲାର ମୈଦାଲପୁର ଜଙ୍ଗଲ ଅଧିକାରୀମାନେ ୯୫ ଟି ବିରଳ କଇଁଛ ଜବତ କରିଛନ୍ତି। ସୂଚନାନୁସାରେ, ଏକ ବାଇକ୍ ଯୋଗେ ଜଣେ ବ୍ୟକ୍ତି ଏହି କଇଁଛମାନଙ୍କୁ ଏକ…

ଗ୍ରୁପ ଟଙ୍କାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ

ଗଞ୍ଜାମ: ମହିଳା ଏସ୍‌ଏଚ୍‌ଜି ଗ୍ରୁପ ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ସୂଚନା ଯୋଗ୍ୟ ଯେ, ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ…

ରଜରେ ଫୁଟିଲା ଗୁଳି, ଯୁବକ ମୃତ

ଖୋର୍ଦ୍ଧା: ରଜରେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଏହି ଗୁଳିକାଣ୍ଡ ଘଟିଛି । ମୃତକ ଜଣକ ହେଲେ ଲାଲ ପ୍ରଧାନ । ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ପୋଲିସ…

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି । ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ…

ନୟାଗଡରୁ ଜବତ ହେଲା ୨ କଲରାପତରିଆ ବାଘ ଛାଲ, ମାଷ୍ଟରମାଇଣ୍ଡ ଅଟକ

ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁରରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଶନିବାର ଦିନ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ପୋଚିଂ(ଶୀକାର) ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚାନ୍ଦପୁର ନିକଟ ଜାମୁବନ୍ଧ ଗାଁର ଲକ୍ଷ୍ମୀଧର ନାୟକ ବୋଲି…