Latest Odisha News

BREAKING NEWS

Browsing Category

ଅପରାଧ

ଦିନ ଦ୍ୱିପ୍ରହରରେ ଗାଡି କାଚ ଭାଙ୍ଗି ଲୁଟି ନେଲେ ୪ ଲକ୍ଷ

କଟକ: କଟକର ମହାନଦୀ ବିହାରରେ ଗତ ଶୁକ୍ରବାର ଦିନ କିଛି ଦୁବୃର୍ତ୍ତ ଦିନ ଦ୍ୱିପ୍ରହରରେ କାର କାଚ ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ଲୁଟର ଶିକାର ହୋଇଥିବା ଯୁବକ ଜଣକ କହ୍ନେଇପୁର ଅଞ୍ଚଳର ପ୍ରଶାନ୍ତ ସେନାପତି ବୋଲି ଜଣାପଡିଛି । ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ମଧ୍ୟ…

କଦଳୀ କାନ୍ଧି ଭିତରେ ଚୋରା ଚାଲାଣ; ୨.୪୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: କଦଳୀ କାନ୍ଧି ଭିତରେ ୨.୪୫ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍ ବୁଧବାର ଦିନ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଦ୍ୱାରା ଧରାପଡିଛି । ବିଶାଖାପାଟଣାରୁ ଭୁବନେଶ୍ୱରକୁ ଟ୍ରକ ଯୋଗେ ଆସୁଥିବା ଗଞ୍ଜେଇ ବିଶାଖାପାଟଣାର ଏନଏଡି ଜଙ୍କସନରେ ଧରାପଡିଛି ।…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର…

୨୦୧୬ ଡବଲ ମର୍ଡର ମାମଲାରେ ନୂଆ ମୋଡ; ହାଇପ୍ରୋଫାଇଲ ଲିଙ୍କ ଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲିର ହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଏକ ରହସ୍ୟ ଉନ୍ମୋଚିତ ହୋଇଛି । ପୋଲିସର କହିବାନୁସାରେ, ହତ୍ୟା ହେବାର କିଛି ଦିନ ପୂର୍ବରୁ କଳ୍ପନା ଦାସ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ…

ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କି: କଟକ ଜିଲ୍ଲାର ଏକ ବିଦ୍ୟାଳୟର ଜନୈକ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥିଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସେ ତୁଳସୀପୁରର ରଗଣୀ ସାହିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ…

ଛତ୍ରପୁର: ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ ଘରୁ ମିଳିଲା ୩ଜଣଙ୍କ ମୃତଦେହ । ଗଞ୍ଜାମ ଜିଲ୍ଳାର ଛତ୍ରପୁର ନିକଟ ପାଲିଆ ଅଂଚଳରେ ଜଣେ ଦମ୍ପତି ଓ ତାଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବୃନ୍ଦାବନ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି…

୨୦୧୬ ଡବଲ୍ ମର୍ଡ଼ର ପ୍ରସଙ୍ଗ: ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଡ଼ିଶା ମାନବାଧିକାର କମିଶନଙ୍କୁ ଆବେଦନ କଲେ

ଭୁବନେଶ୍ୱର: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ୨୦୧୬ ମେ ୭ ତାରିଖ ଦିନ ହମିରପୁରର ନିଘଞ୍ଚ ଜଙ୍ଗଲରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫକୁ ତାଙ୍କ ମୂକ ଓ ବଧିର ଝିଅ ଶୁଭସ୍ମିତା ବିରୋଧ କରିଛନ୍ତି । ଏସମ୍ପର୍କରେ ସେ ଓଡ଼ିଶା…

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଏସଏଫ ଯବାନ ଗିରଫ

ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି । ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର…

ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ: ନିକଟ ଅତୀତରେ ବ୍ରହ୍ମପୁରରେ ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଆତ୍ମହତ୍ୟା ଘଟଣାରେ ଓଡିଶା ପୋଲିସ ଡିଜି ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି (ଆଧୁନିକିକରଣ) ରେଖା ଲୋହାନୀଙ୍କୁ ଏହି ଘଟଣାରେ ଯାଞ୍ଚ କରିବା ଲାଗି ଡିଜିପି କହିଛନ୍ତି । ଏହାବ୍ୟତିତ…

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ…