Latest Odisha News

BREAKING NEWS

Browsing Category

ଅପରାଧ

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ପୁଣି ଜଣେ ଗିରଫ

ଅନୁଗୁଳ: ଅନୁଗୁଳରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ବିଜୟ କୁମାର ସୋନି ବୋଲି ଜଣାପଡିଛି। ପୋଲିସର ସୂଚନାନୁଯାୟୀ ଅଭିଯୁକ୍ତ ଜଣକ ତାଙ୍କ…

ନିର୍ଭୟା ମାମଲା: ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ଚାଲ । ଅଟକିବନି ‘ଡେଥ ୱାରେଂଟ’ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ କାଲି ହେବ ଶେଷ ସୂର୍ଯ୍ୟୋଦୟ । ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲିବେ ୪ ସଇତାନ । ଫାଶୀ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନକୁ ଗୁରୁବାର ଦିଲ୍ଲୀ ପଟିଆଲା ହାଉସ…

୨ କୋଟି ୭୦ ଲକ୍ଷର ଧଳାଜହର ଜବତ, ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ବଡ ସଫଳତା । ବାଲେଶ୍ୱର ନୀଳଗିରିରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍‌ଟିଏଫ୍ । ଏଥିସହ ଏହି ଧଳାଜହରର କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ, ଗତକାଲି…

କରୋନା ଆତଙ୍କ: ଫେସବୁକରେ ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ

ଅନୁଗୁଳ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏବେ ଓଡ଼ିଶାରେ ଏହି ଘାତକ କୋଭିଡ୍‌-୧୯ଭାଇରସକୁ ରୋକିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । କରୋନା ଭୂତାଣୁ ନେଇ ଗୁଜବ ଅପପ୍ରଚାର ନକରିବା ନେଇ ସରକାର ପୂର୍ବରୁ…

ବାଙ୍କୀ ଡବଲ୍ ମର୍ଡ଼ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଙ୍କୀ ଖଜୁରୀପଦା ନୁଆଗାଁ ଡବଲ୍ ମର୍ଡ଼ର ଘଟଣାରେ ପୋଲିସକୁ ଆଜି ବଡ଼ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଭଗବାନ ପ୍ରଧାନ ଗିରଫ ହେବାପରେ ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧିପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ,…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ କରୋନା ଭାଇରସ ଅପପ୍ରଚାର କରି କେନ୍ଦ୍ରାପଡ଼ାରେ ଜଣେ ସାମ୍ବାଦିକଙ୍କ ସମେତ ୪ ଗିରଫ

କେନ୍ଦ୍ରାପଡ଼ା: କରୋନା ଭାଇରସ ସାରା ବିଶ୍ୱକୁ ଆତଙ୍କିତ କରିରଖିଛି | ଏଥିରେ ଦୈନିକ ସାରା ବିଶ୍ୱରେ ବହୁ ଲୋକ ଆକ୍ରାନ୍ତ ହୋଇଚାଲୁଥିବାବେଳେ ଭାରତ ବି ଏଥିରୁ ବାଦ ପଡିନି | ଆମ ରାଜ୍ୟରେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଥିବା ବେଳେ…

କରୋନାଭାଇରସ ସମ୍ପର୍କୀତ ଗୁଜବ ପ୍ରଚାର କରି ନିଲମ୍ବିତ ହେଲେ ଶିକ୍ଷକ

ଭବାନୀପାଟଣା: କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ । ସମ୍ପୃକ୍ତ ଶିକ୍ଷକଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ଯିଏକି…

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଓଡିଶାରେ ପୁଣି ଜଣେ ଗିରଫ

ଭବାନୀପାଟଣା: ସୋସିଆଲ ମିଡିଆରେ କରୋନାଭାଇରସକୁ ନେଇ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ପୋଲିସର ସୂଚନାନୁଯାୟୀ, ନିକଟରେ ବେଙ୍ଗାଲୁରୁରୁ ଫେରି…

ଭଦ୍ରକରୁ ଉଦ୍ଧାର ହେଲେ ୨୭ ଶିଶୁ ଶ୍ରମିକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଜିତାନଗା ଅଞ୍ଚଳରୁ ପୋଲିସ ସହାୟତାରେ ପ୍ରାୟ ୨୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ କେହି ଜଣେ ଦଲାଲ୍ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ନେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚଢାଉ…

କରୋନାଭାଇରସ: ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଜଣେ ଗିରଫ

ରାୟଗଡା: ରାୟଗଡାରେ କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ଫେସବୁକରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଅମ୍ବାଡୋଲା ନିବାସୀ ସତ୍ୟନାରାୟଣ ସାମଲ ଓରଫ ଦିପୁ (୩୨) ଜଣାପଡିଛି। “କେରଳରୁ କୋଭିଡ…