Latest Odisha News

BREAKING NEWS

Browsing Category

ଅପରାଧ

ସମ୍ବଲପୁରରେ ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର; ସ୍ୱାମୀ ଗିରଫ

ସମ୍ବଲପୁର: ନିଖୋଜ ହେବାର ଦୀର୍ଘ ୧୭ ଦିନ ପରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଆମ୍ବୁରି ଗ୍ରାମରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜିଲ୍ଲା ମାଜିଷ୍ଟେ୍ରଟଙ୍କ ସମ୍ମୁଖରେ ଫୋରେନସିକ ଟିମର ବିଶେଷଜ୍ଞମାନେ ଶବଟି ନିଖୋଜ ମହିଳାଙ୍କର ବୋଲି ପ୍ରକାଶ କରିଛନ୍ତି । ମୃତଦେହଟି ଆରତୀ ଦେବୀ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଜାନୁଆରୀ ୨୦ରେ ଦୋଷୀ ପବନର ଆବେଦନ ଉପରେ ଶୁଣାଣି

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୦ରେ ଜଣାପଡିବ ନିର୍ଭୟା ଦୋଷୀ ପବନ ଗୁପ୍ତା ନାବାଳକ ନା ନାହିଁ । ଏନେଇ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବ । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ନେଇ ସଦ୍ୟତମ ଡେଥ ୱାରେଂଟ ବାହାରିବା ପରେ ଦୋଷୀ ପବନ କୁମାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ତାକୁ…

ସହକର୍ମୀଙ୍କ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲେ ସିଆଇଏସଏଫ୍ କନଷ୍ଟେବଳ

ପାରାଦୀପ: ପାରାଦୀପ ଆଇ.ଓ.ସି.ଏଲ ର ସି.ଆଇ.ଏସ.ଏଫ ଟାଉନସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ପୋଲିସ ବାବୁ ହୋଇ ମଧ୍ୟ ସେ ନିଜର ଅନ୍ୟଜଣେ ସହକର୍ମୀଙ୍କ ନାବାଳିକା ଝିଅକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ସି.ଆଇ.ଏସ.ଏଫ ଯବାନ ହେଲେ ହେଡ…

ମତେ ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ: ନିର୍ଭୟାଙ୍କ ମାଆ

ନୂଆଦିଲ୍ଳୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଲେ ନିର୍ଭୟାଙ୍କ ମା ଆଶା ଦେବୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ କ୍ଷମା କରିବାକୁ ଉପଦେଶ ଦେଇଥିଲେ ଆଇନଜୀବୀ ଇନ୍ଦିରା । ଏହାକୁ ନେଇ ନିର୍ଭର‌୍ୟାଙ୍କ ମା’ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ…

ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି: ଅଭିଯାନ ଆରମ୍ଭ କଲେ ମଧ୍ୟପ୍ରଦେଶ ସରକାର

ଭୁବନେଶ୍ୱର: ପ୍ରଭାବ ପକାଇଲା ଫିଲ୍ମ ‘ଛପାକ୍‌’ । ବ୍ୟାନ୍ ହୋଇପାରେ ଏସିଡ୍ ବିକ୍ରି । ମଧ୍ୟପ୍ରଦେଶ ସରକାର ଏନେଇ ଅଭିଯାନ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣ ଉପରେ ତିଆରି ଫିଲ୍ମ ‘ଛପାକ୍‌’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ମଧ୍ୟପ୍ରଦେଶ ସରକାର ଏସିଡ୍ ଖୋଲାଖୋଲି ବିକ୍ରି ବ୍ୟାନ୍ କରିବା…

ଫାଶୀରେ ବିଳମ୍ବ ହେଲେ ଦିଲ୍ଲୀ ସରକାର ଦାୟୀ: ନିର୍ଭୟାଙ୍କ ବାପା-ମା’

ନୂଆଦିଲ୍ଲୀ: ଫାଶୀରେ ବିଳମ୍ବ ହେଲେ ଦାୟୀ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । "ମୋ ଝିଅକୁ ଦିଲ୍ଲୀ ସରକାର ଫେରାଇ ଆଣିପାରିବେ ନାହିଁ । ଦୀର୍ଘ ୭ ବର୍ଷ ହେଲା ଆମେ ନ୍ୟାୟକୁ ଅପେକ୍ଷା କରି ରହୁଛି । କିନ୍ତୁ ଏଯାଏଁ ନ୍ୟାୟ ମଳିନାହିଁ" । କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ମୁକେଶର ରାଜକ୍ଷମା ଖାରଜ

ନୂଆଦିଲ୍ଳୀ: ଖାରଜ ହେଲା ଦୋଷୀ ମୁକେଶର ରାଜକ୍ଷମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି । ଏନେଇ ରାଷ୍ଟ୍ରପତି ଭବନର କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ମିଳିଛି । ଏହାପରେ ୪ ଦୋଷୀଙ୍କ ଫାଶୀ ପାଇବା…

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ବତନ ବିଧାୟକ ଅନାମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ୱାବଧାନରେ ଏହି ଚଢାଉ କାର୍ଯ୍ୟ…

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ୫ ଗିରଫ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା । ଜାନୁଆରୀ ୨୬ରେ ଜମ୍ମୁ-କଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିବା ଷଡଯନ୍ତ୍ରକୁ ପୋଲିସ ପଣ୍ଡ କରିଛି । ଏହି ଘଟଣାରେ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀକୁ ପୋଲିସ ଗିରଫ କରିଛିିି । ଶ୍ରୀନଗରର ହଜରତବଲ…

ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ !

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ଲାଗିଲା ରୋକ । ଡେଥୱାରେଂଟ ଉପରେ ରୋକ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ଡେଥୱାରେଂଟ ରଦ୍ଦ କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲା । ଗୁରୁବାର…