Latest Odisha News

BREAKING NEWS

Browsing Category

ଅପରାଧ

ଫାଶୀ ଖୁଣ୍ଟରେ ୪ ଜଣ ଦୋଷୀଙ୍କୁ ଝୁଲାଇବାକୁ ମୁଁ ପ୍ରସ୍ତୁତ; କହିଲେ ଜହ୍ଲାଦ ପବନ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପୂର୍ବରୁ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିିତ କରାଯିବ । ସେହିଦିନ ସକାଳ ୭ଟା ସମୟରେ ଦିଲ୍ଲୀର ତିିହାର ଜେଲ ପରିସରରେ ଥିବା ଫାଶିଖୁଣ୍ଟରେ ଝୁଲାଇ…

ଖୁବଶୀଘ୍ର ଜେଲରେ ଲାଗିବ ମୋବାଇଲ୍ ଡିଟେକ୍ଟର

କଟକ: ଦୁର୍ଦ୍ଦାନ୍ତ ଅପରାଧି ମହମ୍ମଦ ସକିଲ୍ ଓ ତା’ର ଦୁଇ ଗର୍ଲଫ୍ରେଣ୍ଡ ଗିରଫ ହୋଇ ବର୍ତ୍ତମାନ ଚୌଦ୍ୱାର ଜେଲରେ ସଜ୍ଜା କାଟୁଥିବାବେଳେ ଓଡିଶା ପୋଲିସ ଖୁବଶୀଘ୍ର ରାଜ୍ୟର ବିଭିନ୍ନ ଜେଲରେ ମୋବାଇଲ୍ ଡିଟେକ୍ଟର ଲଗାଇବା ନେଇ ନିଷ୍ପତ୍ତି ନେଇଛି। ଜେଲ୍, ଡିଜି ସନ୍ତୋଷ ଉପାଧ୍ୟାୟ ମଙ୍ଗଳବାର…

କୋରାପୁଟ ଗସ୍ତରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ

ଜୟପୁର: କୋରାପୁଟ ଜିଲ୍ଲା ହରଡାଗୁଡା ଗସ୍ତରେ ଯାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଏମ୍ ଭେଙ୍କଟ ରାଓ ନିଖୋଜ ହେବା ଘଟଣାରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବୋରିଗୁମ୍ମା ବ୍ଲକର ଆରଡବ୍ଲ୍ୟୁଏସଏସ୍ ଅଧିକାରୀଙ୍କ ଏକ ୫ ଜଣିଆ ଟିମ୍ ଗୋଟିଏ ନଳକୂପ…

ଜିଏସଟି ଠକେଇ ଅଭିଯୋଗରେ ମୈଥନ ଇସ୍ପାତର ୨ ଅଧିକାରୀ ଗିରଫ

ଯାଜପୁର: ପାଖାପାଖି ୨୩ କୋଟି ଟଙ୍କାର୍ ଜିଏସଟି ଠକେଇ ଅଭିଯୋଗରେ ସୋମବାର ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ମୈଥନ ଇସ୍ପାତର ଦୁଇ ଅଧିକାରୀ ଗିରଫ ହୋଇଛନ୍ତି ! ଜିଏସଟି ଗୁଇନ୍ଦାର ଭୁବନେଶ୍ୱର ଜୋନାଲ ୟୁନିଟ ଏହି ଦୁଇ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମାନେ…

ନବରଙ୍ଗପୁରରୁ ଉଦ୍ଧାର ହେଲା ଟିଫିନ୍ ବୋମା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଉଦ୍ଧାର ହୋଇଥିବା ୨ଟି ଟିଫିନ୍ ବୋମାକୁ ସୋମବାର ଦିନ ନିଷ୍କ୍ରୟକାରୀ କରିବା ପାଇଁ ବୋମା ସ୍କ୍ୱାଡ୍ ଟିମ୍ ପ୍ରୟାସ କରୁଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ରାଇଘର ବ୍ଲକ୍ ଅନ୍ତର୍ଗତ ସରଗୁଲି ଗ୍ରାମର ରାସ୍ତାକଡରେ ଜଣେ ଯୁବକ ବୋମା ପଡିଥିବା ଦେଖିଥିଲେ ।…

କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମର ଶୀକାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ହୋଇଥିବାର ସୂଚନା ମିଳିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଟିର ମାଆ ଝୁମ୍ପୁରା ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସମ୍ପର୍କରେ…

ଜଗତସିଂହପୁରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଯୁବକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭଳ ଗ୍ରାମରେ କୌଣସି କାରଣବଶତଃ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ପରେ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ବାଲିକୁଦା ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି ।…

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଅ।।ଗାଁ ଥାନା ଅନ୍ତର୍ଗତ ବୁରଡାମାହା ଗ୍ରାମ ନିକଟରେ ଗୁରୁବାର ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ମୃତ ଯୁବକଙ୍କ ନାମ ଜ୍ଞାନରଞ୍ଜନ ଦିଗଲ ବୋଲି…

ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା…

ଫ୍ୟାନରେ ଝୁଲି ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା; ପୁରୁଷବନ୍ଧୁ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଗୁରୁବାର ଦିନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତା ଛାତ୍ରୀ ଜଣକ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର…