Latest Odisha News

BREAKING NEWS

Browsing Category

ଅପରାଧ

କଟକରେ ଡବଲ ମର୍ଡର; ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

କଟକ: କଟକରେ ଡବଲ ମର୍ଡର। ଟଙ୍କା ପାଇଁ ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ। ଘର ଭିତରେ ଛୁରୀରେ ଉଭୟଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଶୁକ୍ରବାର ଦିନ କଟକର ଦରଘା ବଜାର ଥାନା ଅନ୍ତର୍ଗତ ପୁରୁଣା ଜେଲ କଲୋନିର ଏକ ଘର ଭିତରେ ନିଜ ବାପା ଏବଂ ମାଆଙ୍କୁ ଛୁରି ଭୁସି…

ପୁରୀ ପୋଲିସକୁ ବଡ଼ ସଫଳତା, ୧୦ ଡକାୟତ ଗିରଫ 

ପୁରୀ: ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗର ୧୦ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ ବିଭିନ୍ନ…

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ; ଆଉ ୪ ଜଣଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା କମ୍ପ୍ଲେକ୍ସ ବାହାରେ ନଭେମ୍ବର ୧୦ ତାରିଖରେ ହୋଇଥିବା ଆଇଇଡି ବିସ୍ଫୋରଣର ତଦନ୍ତ ଜୋରଦାର ଚାଲିଛି। ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଗୋଟିଏ ପରେ ଗୋଟିଏ ଗିରଫ କରାଯାଉଛି। ଏନଆଇଏ ବିସ୍ଫୋରଣ ମାମଲାରେ ଆଉ…

ଭାରତ ଆସିଲା ଗ୍ୟାଙ୍ଗଷ୍ଟାର ଅନମୋଲ୍ ବିଷ୍ଣୋଇ 

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ତାଙ୍କୁ ବୁଧବାର ଦିଲ୍ଲୀର ଆଇଜିଆଇ ବିମାନବନ୍ଦରକୁ ଅଣାଯାଇଥିଲା। ଅବତରଣ କରିବା ମାତ୍ରେ ଏନଆଇଏ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ପଟିଆଲା ହାଉସ କୋର୍ଟରେ ଏନଆଇଏ…

ବାବା ସିଦ୍ଦିକି ହତ୍ୟା ମାମଲା: ଆମେରିକାରୁ ଭାରତ ଆସିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ 

ନୂଆଦିଲ୍ଲୀ: ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କୁ ଆମେରିକାରୁ ଭାରତ ଅଣାଯିବା ନେଇ ସୂଚନା ମିଳିଛି। ତେବେ ସେ ବୁଧବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀରେ ପହଞ୍ଚିବ। ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ…

ବଲାଙ୍ଗିରରେ ମାନବ ଚାଲାଣ ରାକେଟ; ୧୦ ଉଦ୍ଧାର, ୨ ଅଟକ

ବଲାଙ୍ଗିର: ମାନବ ଚାଲାଣ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି ପୋଲିସ। ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳରେ ଦୁଇ ଶିଶୁ ସମେତ ଦଶ ଜଣଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ବିଜୟୱାଡାରେ ଶ୍ରମିକ ଭାବରେ ନିୟୋଜିତ କରିବାକୁ ନିଆଯାଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖପ୍ରାଖୋଲ ପୋଲିସ ଏହି…

ବାଂଲାଦେଶୀ ନାବାଳିକାଙ୍କୁ ଚାଲାଣ ଅଭିଯୋଗରେ ୧୦ ଜଣଙ୍କ ବିରୋଧରେ ଏନଆଇଏର ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶାରେ ଜଣେ ବାଂଲାଦେଶୀ ନାବାଳିକାଙ୍କୁ ଚାଲାଣ କରିବା ଘଟଣାର ତଦନ୍ତ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ୧୦ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି। ଗତ ବର୍ଷ ନଭେମ୍ବର ୯ ରାତିରେ କଟକର ଲିଙ୍କ ରୋଡ୍ ଅଞ୍ଚଳରେ ବୁଲୁଥିବା ୧୭ ବର୍ଷୀୟା ଯୁବତୀଙ୍କୁ ମଧୁପାଟଣା ପୋଲିସ…

ବିକ୍ରମ ଭଟ୍ଟଙ୍କ ବିରୋଧରେ ମାମଲା, ଅଭିଯୋଗକୁ ଖଣ୍ଡନ କଲେ…

ମୁମ୍ବାଇ: ଇନ୍ଦିରା ଆଇଭିଏଫର ପ୍ରତିଷ୍ଠାତା ଡକ୍ଟର ଅଜୟ ମୁର୍ଡିଆ ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କ ସମେତ ଆଠ ଜଣଙ୍କ ନାମରେ ରାଜସ୍ଥାନର ଉଦୟପୁରର ଭୂପାଳପୁରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ୩୦…

ଏକ ଘରୋଇ ମେସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ନିକଟସ୍ଥ ଏକ ଘରୋଇ ମେସରୁ ମଙ୍ଗଳବାର ଦିନ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଓମ୍ ପ୍ରକାଶ ଆଚାର୍ଯ୍ୟ ବୋଲି ଜଣାପଡ଼ିଛି। ସେ ଜଗତସିଂପୁରର SVM ସ୍ୱୟଂଶାସିତ କଲେଜର ଯୁକ୍ତ ୩ର ଇତିହାସ ଅନର୍ସର ଛାତ୍ର…

ନିଖୋଜର ୧୫ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର

କଟକ: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି। ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ ଆଘାତ…