Latest Odisha News

BREAKING NEWS

Browsing Category

ଅପରାଧ

ବିଲେଇ ମାରି ବନ୍ଧା ହେଲେ ଯୁବକ !

ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହୁଅନ୍ତୁ କିମ୍ବା ଜୀବଜନ୍ତୁ । ବୁଧବାର ଭୁବନେଶ୍ୱର ୟୁନିଟ -୪ରେ ଗୋଟିଏ ପୋଷା ବିଲେଇକୁ କେହି ଗୁଳି କରି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇ ତଦନ୍ତ କରିବା ପରେ ବିଲେଇକୁ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ବାରିପଦା: ବାରିପଦାର ଆଇଟିଡିଏ ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ କାର୍ଯ୍ୟାଳୟରେ ଚଢାଉ…

ବିନା ହେଲମେଟରେ ଗାଡି ଚାଳନା; ତଣ୍ଡ ଗଣିଲେ ଏହି ଓଡିଆ ଅଭିନେତା

ଭୁବନେଶ୍ୱର: ନୂଆ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଗତ ବୁଧବାର ଦିନ ବିନା ହେଲମେଟରେ ଗାଡି ଚଳାଇ ପ୍ରାୟ ୧୦୦୦ଟଙ୍କା ଜୋରିମାନା ଭରିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଓରଫ୍ ତନ୍ମୟ ମହାନ୍ତି । ସେ ହେଲମେଟ୍ ନପିନ୍ଧି ଏକୁଟିଆ ବାଇକ୍ ଚଳାଉଥିବା ବେଳେ କଳିଙ୍ଗ ନଗରରେ ଥିବା…

ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ; ଦୁଷ୍କର୍ମକାରୀ ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନକୁ ବୁଧବାର ଦିନ ସୁପ୍ରିକକୋର୍ଟ ଖାରଜ କରିଦେଇଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି…

ଭିଜିଲାନ୍ସ ଜାଲରେ ଫସିଲେ ବିଡିଏ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସେକ୍ସନ ଅଧିକାରୀ ବିଭୁତି ଭୂଷଣ ରାୟଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଉଭୟ ଘର ଓ…

ହତ୍ୟା ଅପରାଧୀକୁ କୋର୍ଟରୁମରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ

ଅଦାଲତ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ଅପରାଧୀକୁ କିଛି ଅଜଣା ଦୁର୍ବୃତ୍ତଗୁଳିକରି ହତ୍ୟା କରିଛନ୍ତି । ଏହି ଅଭାବନୀୟ ଘଟଣାଟି ସମଗ୍ର ଉତ୍ତରପ୍ରଦେଶ ବିଜନୌରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । Bijnor: Four unidentified miscreants fired bullets at two persons in district…

ଖୋର୍ଦ୍ଧା କ୍ଲିନିକର ଗୁଳିକାଣ୍ଡ ପଛରେ ସୁପାରି କିଲରର ହାତ: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ ଘରୋଇ କ୍ଲିନିକ୍ ଉପରେ ହୋଇଥିବା ଗୁଳିମାଡ ଘଟଣା ପଛରେ ସୁପାରି କିଲରର ହାତଥିବା ନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ଦାବି କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ତଳେ ଖୋର୍ଦ୍ଧାରେ ଥିବା ଏହି କ୍ଲିନିକରେ ଜଣେ ଡାକ୍ତର ଓ ଔଷଧ ଦୋକାନୀ…

ଯାଜପୁରରେ ନକଲି ଅଟା କାରଖାନା ଠାବ; ବିପୁଳ ପରିମାଣର ଅଟା ଜବତ

ଯାଜପୁର: ଯାଜପୁର ଟାଉନ ଅଞ୍ଚଳରେ ସୋମବାର ଦିନ ସ୍ଥାନୀୟ ପୋଲିସ ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରିଛି । ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ମିଶ୍ରିତ ଅଟା ଜବତ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଯାଜପୁର ଟାଉନ ଦେବୀ ଦ୍ବାର ଅଞ୍ଚଳର କେଶବ ଚନ୍ଦ୍ର ପାଣି…

ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣା; ଆହତ ଔଷଧ ଦୋକାନୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ କ୍ଲିନିକ୍ ଉପରେ ଗତକାଲି ହୋଇଥିବା ଗୁଳିମାଡ ଘଟଣାରେ ଚିକିତ୍ସାରତ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଛି । ମୃତ ଔଷଧ ଦୋକାନୀଙ୍କ ନାମ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରେ ଥିବା ଏହି…

୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଉଦ୍ଧାର, ଗିରଫ ହେଲେ ୨ ଶିକାରୀ

ଟାଙ୍ଗୀ: ଅବାଧ ପକ୍ଷୀ ଶିକାର ନେଇ ଅଭିଯୋଗ ହେବାପରେ ବନବିଭାଗ ପକ୍ଷରୁ ଚିଲିକା ଅଞ୍ଚଳରେ ଚଢାଉ କରାଯାଇ ପ୍ରାୟ ୫୭ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରାଯାଇଥିଲା । ଏହି ଘଟଣାରେ ବିଭାଗ ପକ୍ଷରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି । ଏଯାବତ୍ ଗିରଫ ଶିକାରୀମାନଙ୍କର ପରିଚୟ ମିଳିପାରିନାହିଁ ।…