Latest Odisha News

BREAKING NEWS

Browsing Category

ଅପରାଧ

ରାଉରକେଲାରୁ ଉଦ୍ଧାର ହେଲେ ବିହାରର ୧୧ ଶିଶୁ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଜିଆରପି ଓ ଚାଇଲ୍ଡ ଲାଇନ୍ ଅଧିକାରୀ ଗୁରୁବାର ସକାଳେ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ପାଖାପାଖି ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ଝିଅ ଥିବା ବେଳେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଥିବା ନେଇ ସୁତ୍ରରୁ…

ରାଜଧାନୀରେ ଲୁଟେରାଙ୍କ ରାଜ୍, କାରରୁ ଲୁଟିଲେ ଟଙ୍କା ଓ ଅଳଙ୍କାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କିଛି ଦୁବୃର୍ତ୍ତ ବୁଧବାର ଦିନ ଏକ କାର୍ ମଧ୍ୟରୁ ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ନିମାପଡା ଅଞ୍ଚଳରୁ ଜଣେ ଇଞ୍ଜିନିୟର୍ ଭୁବନେଶ୍ୱର ସ୍ଥିତ ପାସପୋର୍ଟ ଅଫିସକୁ ଆସିଥିଲେ । ପରେ ପାସପୋର୍ଟ…

ନୀଳଗିରି ଜେଲରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଜେଲରେ ବୁଧବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପାଗୁଲୁ ଖଣ୍ଡେଇ ଏବଂ ତା’ ଘର ନୀଳଗିରି ଅଞ୍ଚଳର ନୂଆସାହି ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ପାଗୁଲୁ ଅବକାରୀ ମାମଲାରେ ଗିରଫ ହୋଇଥିଲା ।…

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨…

ରାଜଧାନୀରେ ଧରାପଡିଲେ ୩ ଅପରାଧୀ

ଭୁବନେଶ୍ୱର : ରାଜଧାନୀର ଶିଶୁ ଭବନ ଛକରେ ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଟିମ୍ ୩ ଜଣ ଅପରାଧିଙ୍କୁ କାବୁ କରିଛି । ଶିଶୁ ଭବନ ଛକରେ କିଛି ଅସାମାଜିକ ବ୍ୟକ୍ତି ଏକ ବାଇକରେ ଯାଉଥିବାନେଇ ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ପରେ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଓ…

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ…

ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ଜଣେ ବରିଷ୍ଠ ନାଗରିକ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ କେତେକ ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ପାରାଦ୍ୱୀପ ଡ଼କ୍ ଓ କନଷ୍ଟ୍ରକସନ ସଂସ୍ଥାର ଶ୍ରମିକ ସଂଗଠନ ନେତା ଯତିକାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା…

ଦୁର୍ଦ୍ଦାନ୍ତ ପଥର ମାଫିଆ ଖୋର୍ଦ୍ଧାରେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ଟିମ୍ ରବିବାର ଦିନ ଜଣେ କୁଖ୍ୟାତ ପଥର ମାଫିଆକୁ ଗିରଫ କରିବା ପରେ ଆଜି ସଦର ପୋଲିସକୁ ହସ୍ତାନ୍ତର କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଧର୍ମେନ୍ଦ୍ର ମାନସିଂହ ଓରଫ୍ ନିତୁ ବୋଲି…

ରାୟଗଡାରେ କୁଖ୍ୟାତ ମାଓବାଦୀ ଗିରଫ

ରାୟଗଡ଼ା : ରାୟଗଡ଼ାର ନିୟମଗିରି ପାହାଡରୁ ରବିବାର ଦିନ ଏକ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଗିରଫ ମାଓବାଦୀ ଜଣକ ସିକୁନୁ ସିକ୍କା (୩୧) ଏବଂ ତାଙ୍କ ଘର ସ୍ଥାନୀୟ ମାୟାବାଲି ଗ୍ରାମ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣସିଂହ ପୋଲିସ ଉକ୍ତ…

ରାଜଧାନୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର: ରାଜଧାନୀର ବୋମିଖାଲ ଅଞ୍ଚଳର ଏକ ବିଲଡିଂ ତଳୁ ଠାବ ହୋଇଛି ଏକ ମୃତଦେହ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମିଳିଥିବା ସୂଚନା ଅନୁସାରେ ମୃତ…