Latest Odisha News

BREAKING NEWS

Browsing Category

ଅପରାଧ

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…

ରାଜଧାନୀରୁ ଜବତ ହେଲା ୭୦ ଗ୍ରାମର ବ୍ରାଉନ ସୁଗାର, ୨ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଶୁକ୍ରବାର ଦିନ ପୋଲିସ ମଞ୍ଚେଶ୍ୱର ଅଞ୍ଚଳରୁ ୫୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହାର ଆନୂମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର…

ସାରଥୀ ବାବାଙ୍କ ଶୁଣାଣି ମେ ୧୭କୁ ଘୁଞ୍ଚାଇଦେଲେ ଅଦାଲତ

କଟକ: ଏସସି/ଏସଟି ସ୍ପେଶାଲ୍ ଅଦାଲତ ଶୁକ୍ରବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିଚାର ମାମଲା ମେ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବାବା ସାରଥୀଙ୍କ ରୋଜାଲିନ୍ ମଲ୍ଲିକ ମାମଲାର ଶୁଣାଣିକୁ ଏହି ଅଦାଲତ ଆଜି ଘୁଞ୍ଚାଇଦେବା ନେଇ ଆଜି ଜଣାପଡ଼ିଛି । ଏହି ମାମଲାରେ…

ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶୁକ୍ରବାର ଦିନ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।…

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ…

୨୩ ବର୍ଷ ପରେ ଫେରାର ଦୁଷ୍କର୍ମ ଅଭିଯୁକ୍ତ କଟକରୁ ଗିରଫ

କଟକ : କଟକ ଦରଘା ବଜାର ଅଞ୍ଚଳରୁ ପୋଲିସ ଦୀର୍ଘ ୨୩ ବର୍ଷ ପରେ ଜଣେ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ୟାକୁବ ଖାନ୍ (୪୬) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ କେନ୍ଦ୍ରାପଡାରେ ରହୁଥିବାବେଳେ ୧୯୯୬ ମସିହାରେ ଜଣେ…

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍…

କଟକ: ପେଟ୍ରୋଲ ପମ୍ପରୁ ଜବତ ହେଲା ୭ ଲକ୍ଷ ୪୦ ହଜାର ଟଙ୍କା

କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଖଇରାପୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡର଼୍ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୭ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି । କୌଣସି ସୂତ୍ରରୁ ଖବରପାଇ, ଫ୍ଲାଇଂ ସ୍କ୍ୱାଡର଼୍ ପେଟ୍ରୋଲ ପମ୍ପର ଅଫିସ ଉପରେ ଚଢଉ କରିଥିଲେ, ତେବେ ଏହି…

ଟିଡ଼ିପି ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଓବାଦୀ କୋରାପୁଟରୁ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଦୁଆ ଅଞ୍ଚଳରେ ପୋଲିସ ଚଢଉ କରି ‘ନନ୍ଦପୁର ଏରିଆ କମିଟି’ର ସଦସ୍ୟ ରହିଥିବା ମାଓବାଦୀକୁ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଦୁର୍ଦ୍ଧାନ୍ତ ମାଓବାଦୀ ଜଣକ ପଦୁଆ ଥାନା ଅନ୍ତର୍ଗତ ତଳ କଣ୍ଡାପାଲ୍ଲୀର ବାସିନ୍ଦା ଜୟରାମ ଖିଲା ବୋଲି…