Latest Odisha News

BREAKING NEWS

Browsing Category

ଅପରାଧ

କୃଷ୍ଣସାର ମୃଗ ଶିକାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ

ଯୋଦ୍ଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ହାଜର ହେବାନେଇ ଆଦେଶ ଜାରି କରିଥିଲେ କୋର୍ଟ । ମାତ୍ର କୋର୍ଟର ନୋଟିସକୁ ବେଖାତିର କରିଛନ୍ତି ସଲମାନ । ଆଜି ଏହି ମାମଲାର ଶୁଣାଣି ଥିବାବେଳେ ସଲୁ କିନ୍ତୁ କୋର୍ଟରେ…

କଳାହାଣ୍ଡି ଗଣଦୁଷ୍କର୍ମ ଘଟଣା: ଚାଞ୍ଚଲ୍ୟକର ବୟାନ ଦେଲେ ପୀଡ଼ିତା

ଭବାନୀପାଟଣା/ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ଏକ ଜଙ୍ଗଲ ମଧ୍ୟରେ ଜଣେ କଲେଜ ଛାତ୍ରୀ ସହ ହୋଇଥିବା ଗଣଦୁଷ୍କର୍ମ ଏବେ ନୂଆମୋଡ଼ ନେଇଛି । ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପୀଡ଼ିତା । ସେ କହିଛନ୍ତି ଯେ, ତାଙ୍କୁ ଗାଁ ଯାଏଁ ନିଜ ବାଇକରେ ଲିଫ୍ଟ ଦେଇ ଆଣିଥିବା ଜଣେ ବସ ଚାଳକ…

ଦଲାଲଙ୍କ କବଳରୁ ମୁକ୍ତ ହେଉଛି ହସ୍ପିଟାଲ୍ ପରିସର; ୧୦ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: ହସ୍ପିଟାଲ୍ ପରିସରକୁ ଦଲାଲଙ୍କ କବଳରୁ ମୁକ୍ତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଆଜି ମଧ୍ୟ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲଙ୍କୁ ଗିରଫ କରିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ ପରିସରରୁ ପୋଲିସ ଶୁକ୍ରବାର ଦିନ ଜଣେ ମହିଳାଙ୍କ…

ଭଦ୍ରକ ହସ୍ପିଟାଲ୍ ପରିସରରୁ ଗିରଫ ହେଲେ ୪ ଦଲାଲ୍, ରୋଗୀଙ୍କୁ ଭୁଲାଇ ନେଉଥିଲେ ପ୍ରାଇଭେଟ୍ କ୍ଲିନିକ୍

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ୍ଡା ନିର୍ଦ୍ଦେଶ ଯୋଗୁଁ ଏବେ ମେଡ଼ିକାଲ ପରିସରକୁ ଦଲାଲ ମୁକ୍ତ କରାଯାଉଛି । ମେଡ଼ିକାଲ୍ ପରିସରରେ ଏହି ଦଲାଲମାନେ ଗାଁ ଗହଳରୁ ଆସିଥିବା ନିରୀହ ରୋଗୀମାନଙ୍କୁ ଭୁଲାଇ ସ୍ଥାନୀୟ କ୍ଲିନିକକୁ ଚିକିତ୍ସା ଲାଗି ଯେନତେନ ପ୍ରକାରେ ପ୍ରବର୍ତ୍ତାଇ…

ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ମାଡ଼ ମାରୁଛି ଶ୍ୱଶୁର, ଭିଡିଓ ଭାଇରାଲ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ଦିନ ଦି-ପହରରେ ବୋହୂର ଚୁଟି ଘୋଷାଡି ଗାଁ ଦାଣ୍ଡରେ ମାଡ଼ ମାରୁଛି ଶ୍ୱଶୁର । ଏଭଳି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକର ଧନେଶ୍ୱର ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ଧନେଶ୍ୱର…

ଜବତ ହେଲା ୨ କ୍ୱିଣ୍ଟାଲ ଗଞ୍ଜେଇ; ଜଣେ ଗିରଫ

କଟକ: କଟକ ଶିଖରପୁର ଛକରୁ ବୁଧବାର ଦିନ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ,ବୁଧବାର ଦିନ ରାସ୍ତାରେ ଯାଉଥିବା ଏକ ଗାଡି ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡିଟିକୁ ଅଟକାଇ…

ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବ ଏସଟିଏଫ୍

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ଡ୍ରଗ୍ କାରବାର ସମ୍ପର୍କରେ ଛାନଭିନ୍ନ କରିବା ସହିତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରୁଛି । ଗଣମାଧ୍ୟମକୁ ସୂଚନା ଦେଇ ଏସଟିଏଫ୍ ଏସପି ରାହୁଲ୍ ପି ଆର୍ କହିଛନ୍ତି,…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ଜଣେ ନାବାଳକ ସମେତ ୭ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ବୁଧବାର ଦିନ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଗିରଫ ୭ ଜଣ ମଧ୍ୟରୁ ୪ ଜଣ ଉକ୍ତ ୨୨…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପ୍ଟେମ୍ବର ୧୪ ତାରିଖରେ କଲେଜ ଛାତ୍ରୀଙ୍କୁ ଘଞ୍ଚ ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତମାନେ ଅଶ୍ଳୀଳ…

ଦେବଗଡ଼ରୁ ଜବତ ହେଲା କଲରାପତରିଆ ବାଘଛାଲ, ୬ ଗିରଫ

ଦେବଗଡ: କଲରାପତରିଆ ବାଘଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦେବଗଡ଼ ଛତାବାର ଘାଟ ନିକଟରୁ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତିଳେଇ ବଣି ଅଞ୍ଚଳର ଦେବେନ୍ଦ୍ର ରାଣାଛୁରିଆ (୩୬) ହୋଇଥିବାବେଳେ…