Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ନିକଟସ୍ଥ ବରବାରି ବସ୍ତିରେ ଚଢାଉ କରି ପୋଲିସ ପ୍ରାୟ ୩୮ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲାର ପ୍ରଫୁଲ୍ଲ ଜେନା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ୍ଲର ଘରେ…

ବିଟକଏନ୍ ଠକେଇ ମାମଲାରେ ଜଣେ ଗିରଫ

ଖୋର୍ଦ୍ଧା: ବିଟକଏନ୍ ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଶିଶିଭୂଷଣ ମିଶ୍ର ଏବଂ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ୱାର୍ଡର କର୍ମଚାରୀ ଭାବେ କାର୍ଯ୍ୟ…

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଖାରବେଳ ନଗର ପୋଲିସ ସ୍ଥାନୀୟ ଅଞ୍ଚଳରରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି । ନବଳିକାଟିକୁ ଜଣେ ଯୁବକ ଅପହରଣ କରିଥିବା ଅଭଯୋଗ ହୋଇଥିଲା । ଅଭିଯୁକ୍ତ ଜଣଙ୍କର ନାମ ସ୍ୱନୋଜ ବାରିକ ଓ ସେ କଟକର ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ହୋଇଥିବା…

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଯୁବକଙ୍କ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠସ୍ଥ ଗୋପାଳପୁର ଛକ ନିକଟରେ ରବିବାର ରାତିରେ ଏକ ନାବାଳିକା ଓ ପରିବାର ବର୍ଗଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ମାଡପିଟ୍ କରିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସମ୍ପୃକ୍ତ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ…

ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧୀନସ୍ଥ ପାଞ୍ଚଗାଁରେ ରବିବାର ଦିନ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଛନ୍ତି କିଛି ଦୁର୍ବୁତ୍ତ । ଆହତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ମୁକ୍ତରାଜ ଗୁରୁ ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା…

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୩ ଅଟକ

ରାଉରକେଲା: ରାଉରକେଲାର ସେକ୍ଟର-୭ ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ରବିବାର ଦିନ ୩ ଜଣଙ୍କୁ ଗିରଫ କରିଛି । ପିଡିତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଗତ ସେପ୍ଟେମ୍ବର ୨୨ ତାରିଖରେ…

ମାଲକାନଗିରିରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ରାତିରେ ପୋଲିସ ନିକଟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ମାଡକାମୀ ଦୁଲା ବୋଲି ଜଣାପଡିଛି । ସେ ଆନ୍ଧ୍ର-ଓଡିଶା ସୀମା ସମିତିର ଏକ କ୍ୟାଡର ମାଓବାଦୀ ଥିଲା । କୋରାପୁଟର…

କୋଏଲ୍ ନଦୀରୁ ଉଦ୍ଧାର ହେଲା ନିଖୋଜ ଛାତ୍ରର ମୃତଦେହ

ରାଉରକେଲା: ରାଉରକେଲାସ୍ଥିତ ପ୍ରଧାନପାଲ୍ଲୀ ନିକଟ କୋଏଲ୍ ନଦୀରୁ ନିଖୋଜ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଶନିବାର ଦିନ ପୋଲିସ ଉଦ୍ଧାର କରିଛି । ମୃତ ଛାତ୍ରଙ୍କ ନାମ ନିଲେଶ ଦାସ । ଗତ ୨୬ ତାରିଖରେ ନିଲେଶ ଝିରପାଣି ବ୍ରିଜରୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଥିଲା । ଏହାବ୍ୟତିତ…

କେନ୍ଦ୍ରାପଡା: ପୋଲିସ ଗୁଳିରେ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ହୃଷିକେଶ ମଲ୍ଲିକ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ନକଲି ବନ୍ଧୁକ, ୩ଟି ଧାରୁଆ ଅସ୍ତ୍ର ଓ ଗୋଟିଏ ବାଇକ ଜବତ…

କଳାହାଣ୍ଡି ଦୁଷ୍କର୍ମ ଘଟଣା: ପୀଡିତାଙ୍କ ବୟାନ ରେକର୍ଡ କରିବ ପୋଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗି ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ପୀଡିତା ଦେଇଥିବା ବୟାନକୁ ପୋଲିସ ରେକର୍ଡ କରିବ ବୋଲି ସୂଚନା ଦେଇଛି । ଗଣମାଧ୍ୟମକୁ ସୂଚନା ଦେଇ ପିଡିତା କହିଥିଲେ ଯେ, " ସେପ୍ଟେମ୍ବର ୧୪ ତାରିଖରେ କିଛି ମେଡିକାଲ ଚେକଅପ ପାଇଁ ମୁଁ…