Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକସ୍ଥିତ ରିଞ୍ଜା ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍…

ବ୍ରହ୍ମପୁରରୁ ଗିରଫ ହେଲେ ତିନି ନକଲି ସାମ୍ବାଦିକ

ବ୍ରହ୍ମପୁର: ବ୍ରହ୍ମପୁର ଅଞ୍ଚଳରେ କିଛି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ବ୍ରହ୍ମପୁରର ସୁନୀଲ ବଳିଆରସିଂ, ତପନ ପଟ୍ଟନାୟକ, ଦୀପକ ବାଡ଼ତ୍ୟା ବୋଲି ଜଣାପଡିଛି ।…

ଗିରଫ ହେଲା ଖଣି ମାଫିଆ ସରୋଜ

ଖୋର୍ଦ୍ଧା: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଗୁରୁବାର ଦିନ ଦୁର୍ଦ୍ଦାନ୍ତ ଅପରାଧୀ ସରୋଜକୁ ବେଆଇନ ଖଣି ଖନନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ପୋଲିସ ସହାୟତାରେ 'ଏସଟିଏଫ' ସ୍ଥାନୀୟ…

ଯାଜପୁରରେ ଠାବ ହେଲା ବ୍ରାଉନ ସୁଗାର ରାକେଟ, ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରୁ ସ୍ଥାନୀୟ ପୋଲିସ ଏକ ବ୍ରାଉନ ସୁଗାର ରାକେଟ ଠାବ କରିଛି । ଏଥିରେ ବ୍ରାଉନସୁଗାର ବିକ୍ରି କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ୨୫ଗ୍ରାମ୍ ବ୍ରାଉନ ସୁଗାର, ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ସହିତ ନଗଦ…

ନାଟକୀୟ ମୋଡରେ କଟକ ସିରିଏଲ୍ ହତ୍ୟାକାଣ୍ଡ !

କଟକ: କଟକରେ ସିରିଏଲ୍ ହତ୍ୟାକାଣ୍ଡ ଘଟଣାରେ ପୋଲିସ ନାରାୟଣ ସାହୁଙ୍କୁ ଗିରଫ କରିଥିବାବେଳେ ସଦିଗ୍ଧ ବ୍ୟକ୍ତିଙ୍କ ଜଣକ ଗୁରୁବାର ଦିନ ପୋଲିସକୁ ସମସ୍ତ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛି । ଏନେଇ ପୋଲିସ ସୁତ୍ରରୁ ପ୍ରକାଶ । ଗତ ୨ ଦିନର ମାରାଥନ୍ ଜେରା ପରେ ଚାଉଳିଆଗଞ୍ଜ ପୋଲିସ…

ବାଲେଶ୍ବର: ପୋଲିସକୁ ଆକ୍ରମଣ ଘଟଣାରେ ୧୩ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାସ୍ଥିତ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଆକ୍ରମଣ କରିବା ଏହି ଘଟଣାରେ ପୋଲିସ ଗୁରୁବାର ଦିନ ପ୍ରାୟ ୧୩ ଜଣକୁ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ବ୍ୟକ୍ତିମାନଙ୍କୁ…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…

ଗିରଫ ହେଲା କଟକରେ ଆତଙ୍କ ଖେଳାଇଥିବା ‘ସିରିଏଲ୍ କିଲର୍’ !

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ୩ଜଣ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିବା ଘଟଣାର ୬ ଦିନ ପରେ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତ, ଗଞ୍ଜାମର…

କଟକରେ ‘ସାଇକୋ କିଲର୍’ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ‘ସାଇକୋ କିଲର୍’ର କାମ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ…

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଟ୍ରିପଲ ମର୍ଡର ଘଟଣାରେ ପୋଲିସ ରବିବାର ଦିନ ପିପିଲି ନିକଟସ୍ଥ ଏକ ଜଙ୍ଗଲରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ମୁଖ୍ୟ ଅଭିଯୁକ୍ତ ମିତୁ ବେହେରା ଓ ପୁନିଆ ବେହେରା ବୋଲି ଜଣାପଡିଛି । ଏହି ଦୁଇଜଣ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଗଣମାଧ୍ୟମକୁ ସୂଚନା…