Latest Odisha News

BREAKING NEWS

Browsing Category

ଅପରାଧ

ଏବେ ରାଜ୍ୟ ବାହାରେ ବାବା ସାରଥୀ !

କଟକ: ବାବା ଏବେ ରାଜ୍ୟ ବାହାରେ! ହାଇକୋର୍ଟରୁ ଜାମିନ ମିଳିବା ପରେ ଆତ୍ମଘୋଷିତ ବାବା ସାରଥୀ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଥିଲେ । ବାବା ସାରଥୀ ଓରଫ ସନ୍ତୋଷ ରାଉଳ ରାଜ୍ୟ ବାହାରକୁ ଯାଇଥିବା କଥା ତାଙ୍କର ଓକିଲ ମାନସ ଚାନ୍ଦ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର…

ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ବିଜ୍ଞପ୍ତି ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବାରିମୂଳଠାରେ ଥିବା ଆତ୍ମଘୋଷିତ ବାବା ସାରଥୀଙ୍କ ଆଶ୍ରମରେ ଶନିବାର ଦିନ ପହଞ୍ଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ଆଶ୍ରମ ମାଲିକାନାରେ ରହିଥିବା ସମସ୍ତ ପ୍ରକାର ସମ୍ପତ୍ତିର କିଣା ବିକା ଉପରେ…

ଅନୁଗୁଳରେ ଯୁବକଙ୍କୁ ଏସିଡ୍ ମାଡ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଖନ୍ଦାନାଳୀ ନିକଟରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କୁନା ବେହେରା ଏବଂ ସେ ପିପିଲବାହାଳ ଗ୍ରାମର ବାସନ୍ଦ ବୋଲି ଜଣାପଡିଛି । ମିଳିଥିବା…

ମେଡିକାଲ ଅଫିସରଙ୍କ ବିରୋଧରେ ଆଶା କର୍ମୀଙ୍କ ଯୌନ ନିର୍ଯାତନା ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଜଣେ ମେଡିକାଲ ଅଫିସର ଆଶା କର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କେଗାଁ ଥାନାରେ ସମ୍ପୃକ୍ତ ମେଡିକାଲ ଅଫିସରଙ୍କ ନାମରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ବୋର୍ଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ…

ବାଲେଶ୍ୱର: ଢାବାରୁ ଉଦ୍ଧାର ହେଲା ବାଳକର ଝୁଲନ୍ତା ଶବ, ପୋଲିସକୁ ପିଟିଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ନିକଟ ଏକ ଢାବାରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ବାଲିଆପାଳର ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ…

ରାୟଗଡାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡା: ରାୟଗଡାର ବିଷମକଟକ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ଗତ ୧୭ ତାରିଖ ଦିନ ପିଡିତାଙ୍କ ମା’ ଘରେ ନଥିବାବେଳେ ଏହାର ସୁଯୋଗ ନେଇ ତଥା ଉକ୍ତ ନାବାଳିକାକୁ ଏକୁଟିଆ ପାଇ କେହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡିତା ଜଣକ…

ଶେଷରେ ଜେଲରୁ ମୁକୁଳିଲେ ମାନ୍ୟବର…

କଟକ: ଆତ୍ମଘୋଷିତ ଧର୍ମଗୁରୁ ବାବା ସାରଥୀ ପ୍ରାୟ ୪ ବର୍ଷ ପରେ ଗୁରୁବାର ଦିନ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ମୁକୁଳିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ, ଜୁଲାଇ ୨୨ ତାରିଖରେ ବାବା ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ଏହି ସର୍ତ୍ତମୂଳକ ବେଲ ଅନୁଯାୟୀ,…

ସିଲଭର୍ ସିଟିରେ ଆତଙ୍କ, ମାତିଛି ‘ସାଇକୋ କିଲର୍’…

କଟକ: କଟକରେ ରାତିର ଅନ୍ଧକାର ଗହଳି ମଧ୍ୟରେ କେହି ଦୁବୃର୍ତ୍ତ ନିରାଶ୍ରୟମାନଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରୁଥିବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଯାବତ୍ ପାଖାପାଖି ୩ ଜଣ ନିରାଶ୍ରୟ ପ୍ରାଣ ହରାଇଥିବା ଜଣାପଡିଛି । ସିଲଭର ସିଟି ରାଜରାସ୍ତାରେ ଗତକିଛି…

ରାଉରକେଲାରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ରାଉରକେଲା: ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛି। ଆହତ ଅପରାଧୀ ଜଣକ ନାମ ସୁନୀଲ ମାଝି ବୋଲି ଜଣାପଡିଛି । ସୁନୀଲର ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା…

ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ଗିରଫ ହେଲେ ୫ ଅଭିଯୁକ୍ତ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ନାବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଘଟଣାରେ ବୀରମିତ୍ରପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ ହୋଇଥିବା ନେଇ ସୁତ୍ରରୁ…