Latest Odisha News

BREAKING NEWS

Browsing Category

ଅପରାଧ

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା- ଗଣ୍ଡାଖିଆ ନିକଟରେ ଆଜି ରବିବାର ସକାଳେ ପୋଲସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି । କୁଖ୍ୟାତ ଅପରାଧି ଜଣକ ସେକ୍ ମହତାବ ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ…

ଜେଲରୁ ଖସିଯାଇଥିବା ଦୁଷ୍କର୍ମ ଅଭିଯୁକ୍ତ ନୟାଗଡ଼ରେ ଗିରଫ

ନୟାଗଡ଼: ଖଣ୍ଡପଡ଼ା ସବ୍-ଜେଲରେ ଜଣେ ବିଚାରାଧିନ କଏଦୀ ପୂର୍ବରୁ ଖସିଯାଇଥିବା ବେଳେ ସୋମବାର ଦିନ ନୟାଗଡ଼ର କରବରା ଗ୍ରାମରେ ଗିରଫ କରାଯାଇଛି । ଖଣ୍ଡପଡ଼ା ସବ୍- ଜେଲରେ ବିଚାରାଧିନ କଏଦୀଭାବେ ରହୁଥିବା ତପନ ରାଉତ ନାମକ ଏହି ଅଭିଯୁକ୍ତ ଜଣକ ଗତ ଶନିବାରଠାରୁ ଜେଲ ପରିସରରୁ ଚମ୍ପଟ ମାରି…

ପୋଲିସ ଏନକାଉଣ୍ଟରରେ, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଆସ୍କା/ପାରାଦୀପ: ଗଞ୍ଜାମ ଓ ଜଗତସିଂହପୁର ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ଗୁରୁ ପ୍ରସାଦ ସ୍ୱାଇଁ ଓ ବିକ୍ରମ ପାଲ ଓରଫ୍ ଡନ୍ ବୋଲି ଜଣାପଡିଛି ।

ମୟୂରଭଞ୍ଜରେ ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ରବିବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଗତ ଜୁଲାଇ ୩୧ ତାରିଖ ଦିନ ଏହି ଅଘଟଣ ଘଟିଥିବାବେଳେ ଏନେଇ ପିଡିତାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ…

କଟକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଓ ୧୦ ଆହତ

କଟକ: କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସାଗର ଗ୍ରାମର ଶ୍ରୀଧର ସାମଲ (୪୪) । ଅପରପକ୍ଷରେ ଆହତମାନଙ୍କୁ ନରସିଂହପୁର…

ରାଜଧାନୀରେ ପୁଣି ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ରବିବାର ଦିନ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଆହତ ଅପରାଧୀ ମାନଙ୍କ ନାମ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ ବୋଲି ଜଣାପଡିଛି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଏହି ଦୁଇଜଣ ଅପରାଧିଙ୍କୁ ଚିକିତ୍ସା…

୭ବର୍ଷର ନାତିକୁ ଗୋଡ଼ରେ ଦଳି ନିର୍ଯ୍ୟାତନା, ଜେଜେମାଙ୍କ ଭିଡ଼ିଓ ହେଲା ଭାଇରାଲ୍ !

ବାଲେଶ୍ୱର: ଏକ ହୃଦୟ ବିଦାରକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମରେ । ଜଣେ ଜେଜେମା’ କୁନି ନାତି ଉପରେ ଚଢିଯାଇ କିପରି ଗୋଇଠା ପରେ ଗୋଇଠା ମାରି ନିର୍ଯ୍ୟାତନା…

ଘରୁ ଲୁଚି ଚାଲିଯାଇଥିବା ଝିଅ ଲାଗି ଶୁଦ୍ଧିକ୍ରିୟା ନିଷ୍ପତ୍ତି ନେଲେ ବାପା !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଜଣେ ବାପା ତାର ଜୀବିତ ଝିଅକୁ ମୃତ ଘୋଷଣା କରିବା ସହ ଝିଅର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭୋପାଳ ଜିଲ୍ଲା କୁଚରୋଦ ଗ୍ରାମର…

ରାଜଧାନୀରେ ଏନକାଉଣ୍ଟର୍, ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ପୋଲିସ ଏନକାଉଣ୍ଟର ଯୋଗୁଁ ଶନିବାର ସକାଳେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ନିକଟବର୍ତ୍ତୀ ଭୁଇଁଚୁଆଁରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଜର ସଂଦିଗ୍ଦ ୱାଣ୍ଟେଡ଼ କ୍ରିମିନାଲ୍ସଙ୍କୁ ଠାବ କରିଥିଲା…

ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହେଲା ଲୁହା ଶିକୁଳିରେ ବନ୍ଧା ନାବାଳକ

ଭୁବନେଶ୍ୱର: ପୋଲିସ ଓ ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଦିନ ଭୁବନେଶ୍ୱର ରେଳଷ୍ଟେସନରୁ ଏକ ନାବାଳକକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାବାଳକର ଘର ଗଞ୍ଜାମ ଜିଲ୍ଲା ଛାତ୍ରପୁର ଅଞ୍ଚଳରେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପିଲାଟିକୁ ସେଠାରେ ଏକ ଲୁହା ଶିକୁଳିରେ ବାନ୍ଧି…