Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏଚଡ଼ିଏଫସି ଲଞ୍ଚ୍ କଲା ‘ମାଇଁ ଆପ୍ସ’; ଜାଣନ୍ତୁ କେଉଁ ଗ୍ରାହକ ପାଇପାରିବେ ଏହି ସୁବିଧା !

ଭୁବନେଶ୍ୱର: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାପାଇଁ ଏଚଡିଏଫସି ବ୍ୟାଙ୍କ ଗୁରୁବାରକୁ ' ମାଇଁ ଆପ୍ସ' (My Apps) ନାମକ ଏକ ଆପ୍ସ ଲଞ୍ଚ କରିଛି | ଏହି ଆପ୍ସ ରେ ବହୁତ କିଛି ବ୍ୟାଙ୍କିଙ୍ଗ ପ୍ରଡକ୍ଟ ସାମିଲ କରାଯାଇଛି | ଯେଉଁଥିରେ ସହରୀ ଲୋକାଲ କ୍ଲବ , ବ୍ୟାୟାମଶାଳା ବ ଧାର୍ମିକ…

ଉବେର୍ ବୁକ୍ କରି ଭଡ଼ାରେ ପାଇପାରିବେ ଉଡ଼ନ୍ତା ଟ୍ୟାକ୍ସି !

ଭୁବନେଶ୍ୱର: ଏହି ଉଡୁଥିବା ଟ୍ୟାକ୍ସିକୁ ତିଆରି କରିଛି ଉବେର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ସହିତ | ଏହା ଦୁଇ କମ୍ପାନୀ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ତିଆରି ଉପରେ କାମ ଆରମ୍ଭ କରିଦେଇଛି | କେମିତି ଲାଗିବ ଯଦି ଉବେର ଦ୍ୱାରା କାର ଓ ବାଇକ ଜାଗାରେ ଫ୍ଲାଇଙ୍ଗ କାର ରେ ଯିବେ | ପୁରା…

ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ…

ଟ୍ୟାକ୍ସେସନକୁ ସରଳ, ସଚ୍ଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ଉଠାଉଛନ୍ତି ପଦକ୍ଷେପ: ନିର୍ମଳା…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ସରକାର କର ପ୍ରଣାଳୀ କୁ ସରଳ କରିବା ଓ ସଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି | ସିଏଆଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଂଵୋଧିତ କରି ସୀତାରମଣ କହିଲେ ଯେ…

ବିକାଶ କ୍ଷେତ୍ରରେ ଭାରତକୁ ପୁଣି ଝଟକା; ପୂର୍ବାପେକ୍ଷା କମ୍ ରହିବ ଚଳିତ ବର୍ଷର ଜିଡିପି

ଭୁବନେଶ୍ୱର: ଦେଶର ଆର୍ଥିକ ବିକାଶ ଚଳିତ ବର୍ଷ ୨୦୧୯-୨୦ରେ ପାଞ୍ଚ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ପୂର୍ବ ବିତ୍ତ ବର୍ଷରେ ଏହା ୬.୮ ପ୍ରତିଶତ ଥିଲା । ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ ଜାରୀ କରିଥିବା ଆକଳନ ଅନୁସାରେ ଏ କଥା ସାମନାକୁ ଆସିଛି । ସରକାର ଯାହା ଅନୁମାନ ଲଗାଇଛନ୍ତି ତାହା…

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ…

ଦୃଷ୍ଟିହୀନଙ୍କ ପାଇଁ ‘ନୋଟ ସ୍କାନ ମୋବାଇଲ ଆପ’ ଲଞ୍ଚ କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନୋଟକୁ ଜାଣିବାପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପ୍ ଥରେ ଇଣ୍ଟରନେଟରୁ ଡାଉନଲୋଡ କଲା ପରେ ଏହା ପରବର୍ତ୍ତୀ ସମୟରେ ଏହା ବିନା ଇଣ୍ଟରନେଟରେ ବି ଚାଲିବ । ଏହି ଆପ୍ସ ସ୍କାନ କରି ଜଣାଇଦେଵ ଯେ ନୋଟ କେତେ…

ଆଜିଠାରୁ ମହଙ୍ଗା ହେଲା ରେଳଯାତ୍ରା, ଜାଣନ୍ତୁ କେଉଁ ଶ୍ରେଣୀ ପାଇଁ କେତେ ରହିଛି ବର୍ଦ୍ଧିତ ଦର

ନୂଆଦିଲ୍ଲୀ: ବଢ଼ିଲା ଟ୍ରେନ ଟିକେଟ ଦର ଜାନୁଆରୀ ୧ ତାରିଖ ନୂଆବର୍ଷରୁ ମହଙ୍ଗା ହୋଇଛି ରେଳଯାତ୍ରା । ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆଗ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ରେଳବାଇର ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ…

ଓଡ଼ିଶାରେ ଜିଓର ଜୟ ଯାତ୍ରା ଜାରି; ଅକ୍ଟୋବରରେ ଓଡ଼ିଶାରେ ଯୋଡ଼ିଲା ୬.୧୪ ଲକ୍ଷ ଗ୍ରାହକ 

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ନିଜର ଜୟଯାତ୍ରାକୁ ଜାରି ରଖି ରିଲାଏନ୍ସ ଜିଓ ୨୦୧୯ ଅକ୍ଟୋବର ମାସରେ ଓଡ଼ିଶାରେ ୬.୧୪ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି ବୋଲି ଟ୍ରାଇ ପକ୍ଷରୁ ୨୦୧୯ ଡିସେମ୍ବର ୩୦ରେ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ନ୍ୟାସନାଲ ଇନଫ୍ରାଷ୍ଟ୍ରକ୍ଚର ପାଇପଲାଇନ ପାଇଁ ୧୦୨ ଲକ୍ଷ କୋଟି ହେବ ନିବେଶ

ଭୁବନେଶ୍ୱର: କେନ୍ଦ୍ର ସରକାର ରଷ୍ଟ୍ରୀୟ ପାଇପଲାଇନର ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏକ ରୋଡ଼ ମ୍ୟାପ ତିଆରି କରିଛନ୍ତି। ଏହି ଇନଫ୍ରାଷ୍ଟ୍ରକ୍ଚର ପାଇପ ଲାଇନ ପାଇଁ ୧୦୨ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ । ସରକାର ଅଶାବ୍ୟକ୍ତ କରୁଛନ୍ତି ଯେ ଏଥିରେ ସରକାର ନିଜର ପାଞ୍ଚ ଟ୍ରିଲିଅନ…