Latest Odisha News

BREAKING NEWS

Browsing Category

ବାଣିଜ୍ୟ

କେନ୍ଦ୍ରୀୟ ବଜେଟ୍ ୨୦୨୦: ଦେଶର ୧.୪୭ କୋଟି କରଦାତାଙ୍କୁ ମିଳିପାରେ ରିହାତି, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ର ଆର୍ଥିକ ପ୍ରଗତିକୁ ଆଖିଆଗରେ ରଖି ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ବଜେଟ ୨୦୨୦ ରେ ବ୍ୟକ୍ତିଗତ ଆୟକର ରେ ରିହାତି ଦେବାପାଇଁ ବିଭିନ୍ନ ବିକଳ୍ପ ସବୁ ଉପରେ ବିଚାର କରୁଛନ୍ତି ।…

କେନ୍ଦ୍ରୀୟ ବଜେଟର ଇତିହାସ…

ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୧୨ ଅନୁଯାୟୀ ଭାରତର କେନ୍ଦ୍ରୀୟ ବଜେଟ ତଥା ବାର୍ଷିକ ବଜେଟ୍ ତିଆରି ହୁଏ । ପୂର୍ବରୁ ୨୦୧୬ ପର୍ଯ୍ୟନ୍ତ ଫେବୃଆରୀ ମାସର ଶେଷ ତାରିଖରେ ଦେଶର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରୁଥିଲେ । ଏବେ କିନ୍ତୁ ଭାରତ ସରକାର ଏଥିରେ ପରିବର୍ତନ ଆଣି ପ୍ରତିବର୍ଷ ଫେବୃଆରୀ…

କେନ୍ଦ୍ରୀୟ ବଜେଟ୍ ୨୦୨୦: ଗୃହ ଋଣରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରେ ଆୟକର ରିହାତି !

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଥିବା ଥିବା ବଜେଟ୍ ୨୦୨୦ରେ ଘର କିଣିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ହୋଇପାରେ ବିଶେଷ ଘୋଷଣା । ମିଳିଥିବା ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘର କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ବିଶେଷ ଆଶ୍ୱସ୍ତିି…

ବଜେଟ-୨୦୨୦: ଏଥର ନ’ମିଳିପାରେ ଆୟକର ସ୍ଲାବରେ ରିହାତି !

ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବଜେଟ ୨୦୨୦-୨୧ ଆସିବାକୁ ଆଉ ମାତ୍ର ୩ ଦିନ । ତେବେ ଏଥର ବଜେଟ୍‌ରେ ମଧ୍ୟବିତଙ୍କୁ ଝଟ୍‌କା ଲାଗିପାରେ । ମିଳିଥିବା ସୂଚନା ଅନୁସାରେ ଆୟକର ସ୍ଲାବରେ ପରିବର୍ତନ ହେବାର କୌଣସି ସୂଚନା ନାହିଁ । ଅର୍ଥାତ ଗତ ଆର୍ଥିକ ବର୍ଷରେ ଆୟକର ସ୍ଲାବ ଯେତିକି ଥିଲା ଚଳିତ…

ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ ଜିଓ ଭାରତର ୧ ନମ୍ବର ଅପରେଟର: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: କ୍ରମାଗତ ଭାବେ ଓଡ଼ିଶାବାସୀଙ୍କ ସବୁଠାରୁ ପସନ୍ଦର ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାବେ ରହିଆସିଥିବା ରିଲାଏନ୍ସ ଜିଓ ୨୦୧୯ ନଭେମ୍ବର ମାସରେ ମଧ୍ୟ ସର୍ବାଗ୍ରେ ରହି ଓଡ଼ିଶାରେ ୨.୩ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକଙ୍କୁ ନିଜ ନେଟୱର୍କରେ ସାମିଲ କରିପାରିଛି ବୋଲି ଭାରତୀୟ…

ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ

କଳିଙ୍ଗନଗର/ମୁମ୍ବାଇ: ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଲାଇଟହାଉସ୍ ନେଟ୍‌ୱର୍କ ହେଉଛି ଏକ କ୍ଷୁଦ୍ର କିନ୍ତୁ ବର୍ଦ୍ଧିଷ୍ଣୁ କର୍ପୋରେଟ ଗୋଷ୍ଠୀ ଯାହା…

ବଜେଟ ୨୦୨୦: ବଜେଟ ଉପସ୍ଥାପନା ଦିନ ଖୋଲା ରହିବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ଫେବୃଆରୀ ୧ ଶନିବାରକୁ ଆଗତ ହେବ ଦେଶର ସାଧାରଣ ବଜେଟ ଆଉ ଏହି ବଜେଟ ଦିନରେ ଶେୟାର ବଜାର ରେ ମଧ୍ୟ କାରବାର ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ଏଥିପାଇଁ ଏକ ଅଧିସୂଚନା ଜାରିକରିଛି । ଶେୟାର ବଜାରରେ କେବଳ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାରବାର ହୋଇଥାଏ । ଶନିବାର ଓ…

ଜାଣନ୍ତୁ, ବଜେଟ ସମ୍ବନ୍ଧରେ କିଛି ମଜାଦାର କଥା…

ଭୁବନେଶ୍ବର: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ। ଆସନ୍ତୁ ଜାଣିବା ବଜେଟକୁ ନେଇ ପୂର୍ବରୁ ଘଟିଥିବା କିଛି ମଜାଦାର ଘଟଣା ସମ୍ପର୍କରେ... ଲମ୍ବା ବଜେଟ ଭାଷଣ : ୨୦୦୩ରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ତାଙ୍କ ବଜେଟ ଭାଷଣ ପ୍ରାୟ ୨ ଘଂଟାରୁ ଅଧିକ ସମୟ…

ଜାଣନ୍ତୁ, ବଜେଟ ବ୍ରିଫକେସ ପଛର ରୋଚକ କାହାଣୀ…

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଏକ ଫେବୃଆରୀ ୨୦୨୦ କୁ ଆଗତ ହେବ । ସେହିପରି ଆର୍ଥିକ ସର୍ଭେ ୩୧ ଜାନୁଆରୀ କୁ ଆସିବ । ଏହି ବଜେଟରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି । ଏହା ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ । ସମସ୍ତଙ୍କ ନଜର ଥାଏ ବ୍ରିଫକେସ ଭିତରେ ଥିବା…

କେନ୍ଦ୍ରୀୟ ବଜେଟ ୨୦୨୦: ମୋଦୀ ସରକାରଙ୍କ ଠାରୁ କିଛି ସମ୍ଭାବନା ଆଶାରେ ମଧ୍ୟମ ବର୍ଗ

ମୋଦୀ ସରକାର ନିଜର ବଜେଟ ଏକ ଫେବୃଆରୀ କୁ ଆଗତ କରିବେ | ଏହି ବଜେଟରୁ ଲୋକଙ୍କୁ ବହୁତ କିଛି ଆଶା କରାଯାଉଛି | ମଧ୍ୟମିତ ସରକାରୀ ଚାକିରିଆଙ୍କ ପାଇଁ ଇନକମ ଟ୍ୟାକ୍ସ ରିହାତି ଅଶକରାଯାଉଛି | ବ୍ୟାପାରୀମନେ ମଧ୍ୟ ଚାହୁଁଛନ୍ତି ଯେ ସରକାର ଟ୍ୟାକ୍ସ ରେ ରିହାତି ଦେବେ ବୋଲି | ସାଧାରଣ ଲୋକଙ୍କୁ ଏହି…