Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ…

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା…

ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ଭୁବନେଶ୍ୱର: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି…

ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ଆଗତ କରିବେ କେନ୍ଦ୍ରୀୟ ବଜେଟ; ଜାନୁଆରୀ ୩୧ରେ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ସଂସଦରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨ ତାରିଖରୁ…

ଏଚଡ଼ିଏଫସି ଲଞ୍ଚ୍ କଲା ‘ମାଇଁ ଆପ୍ସ’; ଜାଣନ୍ତୁ କେଉଁ ଗ୍ରାହକ ପାଇପାରିବେ ଏହି ସୁବିଧା !

ଭୁବନେଶ୍ୱର: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାପାଇଁ ଏଚଡିଏଫସି ବ୍ୟାଙ୍କ ଗୁରୁବାରକୁ ' ମାଇଁ ଆପ୍ସ' (My Apps) ନାମକ ଏକ ଆପ୍ସ ଲଞ୍ଚ କରିଛି | ଏହି ଆପ୍ସ ରେ ବହୁତ କିଛି ବ୍ୟାଙ୍କିଙ୍ଗ ପ୍ରଡକ୍ଟ ସାମିଲ କରାଯାଇଛି | ଯେଉଁଥିରେ ସହରୀ ଲୋକାଲ କ୍ଲବ , ବ୍ୟାୟାମଶାଳା ବ ଧାର୍ମିକ…

ଉବେର୍ ବୁକ୍ କରି ଭଡ଼ାରେ ପାଇପାରିବେ ଉଡ଼ନ୍ତା ଟ୍ୟାକ୍ସି !

ଭୁବନେଶ୍ୱର: ଏହି ଉଡୁଥିବା ଟ୍ୟାକ୍ସିକୁ ତିଆରି କରିଛି ଉବେର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ସହିତ | ଏହା ଦୁଇ କମ୍ପାନୀ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ତିଆରି ଉପରେ କାମ ଆରମ୍ଭ କରିଦେଇଛି | କେମିତି ଲାଗିବ ଯଦି ଉବେର ଦ୍ୱାରା କାର ଓ ବାଇକ ଜାଗାରେ ଫ୍ଲାଇଙ୍ଗ କାର ରେ ଯିବେ | ପୁରା…

ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ ୱାଇ-ଫାଇ କଲିଂ ସେବା ଶୁଭାରମ୍ଭ

ଭୁବନେଶ୍ୱର: ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ…

ଟ୍ୟାକ୍ସେସନକୁ ସରଳ, ସଚ୍ଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ଉଠାଉଛନ୍ତି ପଦକ୍ଷେପ: ନିର୍ମଳା…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର କହିଛନ୍ତି ଯେ ସରକାର କର ପ୍ରଣାଳୀ କୁ ସରଳ କରିବା ଓ ସଚୋଟ କରଦାତାଙ୍କ ଅସୁବିଧା ସବୁକୁ କମ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଉଠାଉଛନ୍ତି | ସିଏଆଇଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଂଵୋଧିତ କରି ସୀତାରମଣ କହିଲେ ଯେ…

ବିକାଶ କ୍ଷେତ୍ରରେ ଭାରତକୁ ପୁଣି ଝଟକା; ପୂର୍ବାପେକ୍ଷା କମ୍ ରହିବ ଚଳିତ ବର୍ଷର ଜିଡିପି

ଭୁବନେଶ୍ୱର: ଦେଶର ଆର୍ଥିକ ବିକାଶ ଚଳିତ ବର୍ଷ ୨୦୧୯-୨୦ରେ ପାଞ୍ଚ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ପୂର୍ବ ବିତ୍ତ ବର୍ଷରେ ଏହା ୬.୮ ପ୍ରତିଶତ ଥିଲା । ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ ଜାରୀ କରିଥିବା ଆକଳନ ଅନୁସାରେ ଏ କଥା ସାମନାକୁ ଆସିଛି । ସରକାର ଯାହା ଅନୁମାନ ଲଗାଇଛନ୍ତି ତାହା…

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ…