Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଇ-କମର୍ସରେ ଧମାଲ କରିବା ପ୍ରସ୍ତୁତିରେ ରିଲାଏନ୍ସ: ଫ୍ଲିପକାର୍ଟ ଓ ଆମାଜନ ସହ କରିବ କଡା ଟକ୍କର

ଭୁବନେଶ୍ୱର: ଭାରତରେ ଅନଲାଇନ କିଣିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଛୋଟ ହେଉ ଅବା ବଡ଼ ସବୁକିଛି ଅନଲାଇନ ରେ। ଏମିତିକି ସହରଠୁ ଗାଁ ପର୍ଯ୍ୟନ୍ତ ଡେଲିଭରୀ ସୁବିଧା ଲୋକମାନଙ୍କୁ ଅନଲାଇନ ରେ କିଣିବାକୁ ମନ ବଳାଉଛନ୍ତି । ବର୍ତ୍ତମାନ ଇ-କମର୍ସ କ୍ଷେତ୍ରରେ ବହୁ କମ୍ପାନୀ ଥିଲେ ମଧ୍ୟ…

ସ୍ୱତନ୍ତ୍ର ପ୍ଲାନ ସହ ଗ୍ରାହକଙ୍କୁ ବିଏସଏନଏଲର ନୂଆବର୍ଷ ଭେଟି !

ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ନୂଆବର୍ଷ ଉପଲକ୍ଷେ ନିଜ ଗ୍ରାହକଙ୍କୁ ପାଇଁ ନୂଆ ଅଫର ଆଣିଛି । ବିଏସଏନଏଲ ପକ୍ଷରୁ ଜାରି ସୂଚନା ଅନୁସାରେ ୧୯୯୯ ଟଙ୍କାର ରିଚାର୍ଜରେ ଗ୍ରାହକଙ୍କୁ ୬୦ ଦିନ ଅଧିକ ବୈଧତା ମିଳିବ । ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ଏହି ସ୍ୱତନ୍ତ୍ର ଅଫର ବଡ…

ନୂଆରୂପରେ ବଜାଜ ଚେତକ; ଜାଣନ୍ତୁ କେବେ ହେବ ଲଞ୍ଚ…

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ସ୍କୁଟର ନିର୍ମାତା କମ୍ପାନୀ ବଜାଜା ଅଟୋ ଦେଶରେ ନିଜର ଲୋକପ୍ରିୟ ବ୍ରାଣ୍ଡ 'ବଜାଜ ଚେତକ'କୁ ଇଲେକ୍ଟ୍ରିକ ରୂପରେ ବଜାରକୁ ଆଣିବ | ଆଗାମୀ ଜାନୁଆରୀ ମାସରେ ଏହାକୁ ଗ୍ରାହକଙ୍କ ପାଇଁ ବିକ୍ରି କରିବ | ଏହା ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜାରୀ…

ଜାନୁଆରୀ ୧ରୁ ଶ୍ରମ ମନ୍ତ୍ରାଳୟ ଲାଗୁ କରିବ ପେନସନ ‘କମ୍ୟୁଟେସନ’ ସୁବିଧା

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭାବିଷ୍ୟନିଧି ସଂଗଠନ (ଇପିଏଫଓ) ର କର୍ମଚାରୀ ପେନସନ ଯୋଜନା ରେ ପେନସନ ରାଶୀ ରେ ଏକକ ଆଂଶିକ ରାଶୀ କାଢ଼ିବା ବା 'କମ୍ୟୁଟେସନ' ର ସୁବିଧା ଆସନ୍ତା ଜାନୁୟାରୀ ଠାରୁ ଏହି ସୁବିଧା ମିଳିବ | ଏହି ପଦକ୍ଷେପ ଦ୍ୱାରା ୬.୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ |…

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ…

ଜିଏସଟି ରିଟର୍ଣ୍ଣ ଦାଖଲ ନକଲେ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ !

ନୂଆଦିଲ୍ଲୀ: ଜିଏସଟି ରିଟର୍ଣ୍ଣ (ଵସ୍ତୁ ଓ ସେବା କର ରିଟର୍ଣ୍ଣ) ଦାଖଲ ନକରିବା ଏବେ କାରବାର କରୁଥିବା ଲୋକଙ୍କ ପାଇଁ ଭାରୀ ପଡିବ | ମିଡ଼ିଆ ରିପୋର୍ଟ ଅନୁସାରେ, ଜିଏସଟି ରିଟର୍ଣ୍ଣ ଦାଖଲ ନକରୁଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇପାରେ ବା ତାଙ୍କ ରେଜିଷ୍ଟ୍ରେସନ ବାତିଲ ହୋଇପାରେ |…

ଆଫଗାନିସ୍ଥାନରୁ ଆସିବ ପିଆଜ; ଦରବୃଦ୍ଧି ନେଇ ବଢିଲା ଖାଉଟୀଙ୍କ ଚିନ୍ତା !

କଟକ/ଭୁବନେଶ୍ୱର: ନିକଟରେ ପିଆଜ ଦର ହ୍ରାସ ହେବାର କୌଣସି ସମ୍ଭାବନା ନଥିବାରୁ ଓଡ଼ିଶାର ଖାଉଟୀଙ୍କ ଏବେ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ । ଏସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଶୁକ୍ରବାର ଦିନ ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ଯେ, ମହାରାଷ୍ଟ୍ରର…

ମହିଳାଙ୍କ ପାଇଁ ନୂଆ ଫିଚର ସହ ଆସୁଛି ରୟାଲ ଏନଫିଲଡ !

ଭୁବନେଶ୍ୱର: ରୟାଲ ଏନଫିଲଡ଼, ଯାହା ନିଜର ଭାରି ରେଟ୍ରୋ ମଟର ସାଇକେଲ ପାଇଁ ପ୍ରସିଦ୍ଧ ଅଟେ , ତାହା ଏବେ ମହିଳା ଓ ଯୁବ ବର୍ଗଙ୍କ ପାଇଁ ହାଲୁକା ଓ ଶସ୍ତାରେ ମୋଟରସାଇକେଲ ଆଣିବାକୁ ଯାଉଛି । ତେବେ ଏହାକୁ ଏକ୍ସପ୍ଲୋରର ବା ହଣ୍ଟର ବି କୁହାଯାଇପାରେ। ତେବେ କମ୍ପାନୀ ଏବେ ଏହାର କୋଡନେମ୍…

ଆଳୁ ଓ ପିଆଜ ଦର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ୱର: ପିଆଜ ଓ ଆଳୁ ଏବେ ରୋଷେଇଘରୁ ଉଭାନ୍ ହୋଇଯାଇଛି କହିଲେ ଚଳେ । କାରଣ ପିଆଜ ଓ ଆଳୁ ପରି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟୀ ଅନେକ ଦିନ ଧରି ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହି ଦରବୃଦ୍ଧିର ନିୟନ୍ତ୍ରଣ ଲାଗି ଓଡ଼ିଶା ସରକାର ଦୃଢ ପଦକ୍ଷେପ…

‘ୱାନ ପ୍ଲସ’ର ନୂଆ ସ୍ମାର୍ଟଫୋନ କନସେପ୍ଟ ୱାନ; ଜାନୁଆରୀ ୭ ରେ ହେବ ଲଞ୍ଚ

ମୁମ୍ବାଇ: ମୋବାଇଲ ଫୋନ ନିର୍ମାତା କମ୍ପାନୀ ୱାନ ପ୍ଲସର ନୂଆ ସ୍ମାର୍ଟଫୋନ 'କନସେପ୍ଟ ୱାନ' ଲଂଚିଙ୍ଗ ପ୍ରସ୍ତୁତି ରେ ଅଛି | କମ୍ପାନୀ ଏଥିପାଇଁ ଟ୍ରିଜର ଜାରିକରିଛି | ନିକଟରେ ୱାନ ପ୍ଲସ ଘୋଷଣା କରିଛି ଯେ ୭ ଜାନୁଆରୀ କୁ ଲାସ ବେଗସ ରେ କମ୍ୟୁଟର ଇଲେକ୍ଟ୍ରୋନିକସ ସୋ ସିଇଏସ ୨୦୨୦ ରେ ଏହା…