Latest Odisha News

BREAKING NEWS

Browsing Category

ବାଣିଜ୍ୟ

ବଡ଼ ଅଫର: ମାତ୍ର ୧୧ ଶହ ଟଙ୍କାରେ କିଣନ୍ତୁ ହୋଣ୍ଡା ଆକ୍ଟିଭା ପାଆନ୍ତୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ଦେଶ ଗତି କରୁଥିବାବେଳେ ମଧ୍ୟ ଗାଡିଗୁଡିକୁ ଅଧିକରୁ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଗାଡି କମ୍ପାନୀ ଗୁଡିକ ଗ୍ରାହକ ମାନଙ୍କ ପାଇଁ ଲୋଭନୀୟ ଅଫର ମାନ ଆଣୁଛନ୍ତି । ଏହା ମଧ୍ୟରେ ଏହିପରି ଏକ ଅଫର ଆଣିଦେଇଛି ହୋଣ୍ଡା କମ୍ପାନୀ । କମ୍ପାନୀ ପକ୍ଷରୁ ଏବେ ଏକ…

ବିଏସଏନଏଲରେ ଏବେ ପ୍ରତିଦିନ ମିଳିବ ୩୩ ଜିବି ଡାଟା ସହ ଅନଲିମିଟେଡ୍‌ ଭଏସ୍‌ କଲ୍‌

ନୂଆଦିଲ୍ଲୀ: ବୁଡିଯିବାକୁ ବସିଥିବା ବିଏସଏନଏଲ ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବଜାରକୁ ଆଣିଛି ନୂଆ ନୂଆ ପ୍ଲାନ। ବିଏସଏନଏଲ୍‌ ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌କୁ ବଢ଼ାଇବାକୁ ଏକ ନୂଆ ୧୯୯୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଜିଓ ଫାଇବର ପ୍ଲସ୍‌ର ବଜାର ପ୍ରବେଶ ପରେ ବିଏସଏନଏଲ୍‌…

ସୁନା ପରେ ଏବେ ରେକର୍ଡ ଭାଙ୍ଗିଲା ରୁପା ଦର, ଟପିଲା ୫୦ ହଜାର

ନୂଆଦିଲ୍ଲୀ: ଲଗାଦାର ସୁନା ଦର ବୃଦ୍ଧି ପାଉଥିବା ବେଳେ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଅନ୍ୟପକ୍ଷରେ ରୁପା ଦର ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜିରେ ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।…

ଆଉ ଗୋପନୀୟ ହୋଇ ରହିବ ନାହିଁ ‘ସ୍ୱିସ୍ ବ୍ୟାଙ୍କ’ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଥର ସ୍ୱିସ୍ ବ୍ୟାଙ୍କ ଯୋଗାଇ ଦେବ ଭାରତୀୟ ଜମାକାରୀଙ୍କ ଜମା ସମ୍ବନ୍ଧିତ ତଥ୍ୟ । ବିଶ୍ୱର ସବୁଠୁ ଗୋପନୀୟ ତଥା ପୁଞ୍ଜିପତି ମାନଙ୍କ ବ୍ୟାଙ୍କ ଭାବେ ପରିଚିତ ସ୍ୱିସ୍ ବ୍ୟାଙ୍କ ଆଉ ଭାରତୀୟ ଜମାକାରୀଙ୍କ ଜମା ସମ୍ବଦ୍ଧୀୟ ସୂଚନା ଗୋପନୀୟ କରି ରଖିବ ନାହିଁ । ସ୍ୱିସ୍ ବ୍ୟାଙ୍କରେ…

ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ନୂଆଦିଲ୍ଲୀ: ସରକାରଙ୍କୁ ଲାଗିଛ ଜିଏସଟି ଝଟ୍‌କା। ଗତ ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା।…

ବଢ଼ିଲା ଅଣ ରିହାତି ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ରନ୍ଧନ ଗ୍ୟାସ ସିଲିଣ୍ଡର ଦର । ରନ୍ଧନ ଗ୍ୟାସ ଉପରେ ପାଖାପାଖି ୧୬ ଟଙ୍କାର ବୃଦ୍ଧି ଘଟିଥିବା ଭାରତୀୟ ତୈଳ ନିଗମ (ଆଇଓସି) ସୂଚନା ଦେଇଛି । ବର୍ଦ୍ଧିତ ଦର ଏବଂ ଅନ୍ୟାନ୍ୟ ଟିକସ ଲାଗୁ ହେବା ପରେ ଦେଶର ପ୍ରମୁଖ ମହାନଗର ଗୁଡ଼ିକରେ ଏହାର ଦାମ ଅଲଗା ଅଲଗା ରହିଛି…

ନୋକିଆ ୮.୧ରେ ମିଳିବ ୧୧ ହଜାର ଟଙ୍କାର ଭାରି ଡିସକାଉଣ୍ଟ

ନୂଆଦିଲ୍ଲୀ : ନୋକିଆର ଫ୍ଲାଗସିପ୍ ସ୍ମାର୍ଟଫୋନ ନୋକିଆ ୮.୧ଫୋନର ମୂଲ୍ୟରେ ୧୧ହଜାର ଟଙ୍କାର ଭାରି ଡିସକାଉଣ୍ଟ ଦେବାପାଇଁ ଘୋଷଣା କରିଛି କମ୍ପାନୀ । ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୨୬ହଜାର ୯୯୯ଟଙ୍କା ରହିଥିବା ବେଳେ ୧୧ହଜାର ଟଙ୍କା ଡିସକାଉଣ୍ଟ ପରେ ଏବେ ଏହି ଫୋନର ମୂଲ୍ୟ…

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ । ଗଣମାଧ୍ୟମରେ ପ୍ରକାଶିତ…

ବିଗତ ୬ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ବିଗତ ୬ ବର୍ଷରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞ…

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଗଲା ୪୦ ହଜାର

ନୂଆଦିଲ୍ଲୀ: ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ସବୁ ରେକର୍ଡ ଭାଙ୍ଗୀ ଶୁକ୍ରବାର ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟପି ଯାଇଛି । ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ତେଣୁ ସୁନା ଦର କମିବାର ନାଁ ନେଉନାହିଁ । ଶୁକ୍ରବାର ନୂଆଦିଲ୍ଲୀ ବଜାରରେ…