Latest Odisha News

BREAKING NEWS

Browsing Category

ବାଣିଜ୍ୟ

ତିନି ଗୁଣା ବଢିବ କ୍ୟାବ ଭଡା !

ଭୁବନେଶ୍ୱର: ଓଲା, ଉବେର ଏବଂ ଅନ୍ୟ କ୍ୟାବରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦେବାକୁ ପଡିପାରେ ୩ ଗୁଣା ଭଡା । କାରଣ କ୍ୟାବ ଗୁଡିକ ନିଜର ଯାତ୍ରା ଭଡା ତିନି ଗୁଣା ବଢାଇବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଟର ଯାନ ସଂଶୋଧନ ଆଇନରେ କେନ୍ଦ୍ର ସରକାର କ୍ୟାବ୍‌…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…

ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ସୁଧହାର ହ୍ରାସ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଥିବା ଘୋଷଣା କରିଛି । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ…

ୟେସ୍‌ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍‌

ନୂଆଦିଲ୍ଲୀ: ଘରୋଇ ୟେସ୍‌ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପରିଚୟ ସୃଷ୍ଟି କରି ପରିଥିବା 'ପେଟିଏମ୍‌' । ମିଳିଥିବା ସୂଚନା ଅନୁଯାୟୀ, ଅଂଶଧନ କିଣିବିକା ନେଇ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହ ଆଲୋଚନା…

ବଡ଼ ଅଫର: ମାତ୍ର ୧୧ ଶହ ଟଙ୍କାରେ କିଣନ୍ତୁ ହୋଣ୍ଡା ଆକ୍ଟିଭା ପାଆନ୍ତୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଭିତରେ ଦେଶ ଗତି କରୁଥିବାବେଳେ ମଧ୍ୟ ଗାଡିଗୁଡିକୁ ଅଧିକରୁ ଅଧିକ ବିକ୍ରି କରିବା ଲକ୍ଷ୍ୟରେ ଗାଡି କମ୍ପାନୀ ଗୁଡିକ ଗ୍ରାହକ ମାନଙ୍କ ପାଇଁ ଲୋଭନୀୟ ଅଫର ମାନ ଆଣୁଛନ୍ତି । ଏହା ମଧ୍ୟରେ ଏହିପରି ଏକ ଅଫର ଆଣିଦେଇଛି ହୋଣ୍ଡା କମ୍ପାନୀ । କମ୍ପାନୀ ପକ୍ଷରୁ ଏବେ ଏକ…

ବିଏସଏନଏଲରେ ଏବେ ପ୍ରତିଦିନ ମିଳିବ ୩୩ ଜିବି ଡାଟା ସହ ଅନଲିମିଟେଡ୍‌ ଭଏସ୍‌ କଲ୍‌

ନୂଆଦିଲ୍ଲୀ: ବୁଡିଯିବାକୁ ବସିଥିବା ବିଏସଏନଏଲ ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବଜାରକୁ ଆଣିଛି ନୂଆ ନୂଆ ପ୍ଲାନ। ବିଏସଏନଏଲ୍‌ ଭାରତ ଫାଇବର ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌କୁ ବଢ଼ାଇବାକୁ ଏକ ନୂଆ ୧୯୯୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଜିଓ ଫାଇବର ପ୍ଲସ୍‌ର ବଜାର ପ୍ରବେଶ ପରେ ବିଏସଏନଏଲ୍‌…

ସୁନା ପରେ ଏବେ ରେକର୍ଡ ଭାଙ୍ଗିଲା ରୁପା ଦର, ଟପିଲା ୫୦ ହଜାର

ନୂଆଦିଲ୍ଲୀ: ଲଗାଦାର ସୁନା ଦର ବୃଦ୍ଧି ପାଉଥିବା ବେଳେ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଅନ୍ୟପକ୍ଷରେ ରୁପା ଦର ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜିରେ ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।…

ଆଉ ଗୋପନୀୟ ହୋଇ ରହିବ ନାହିଁ ‘ସ୍ୱିସ୍ ବ୍ୟାଙ୍କ’ ଜମାକାରୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଥର ସ୍ୱିସ୍ ବ୍ୟାଙ୍କ ଯୋଗାଇ ଦେବ ଭାରତୀୟ ଜମାକାରୀଙ୍କ ଜମା ସମ୍ବନ୍ଧିତ ତଥ୍ୟ । ବିଶ୍ୱର ସବୁଠୁ ଗୋପନୀୟ ତଥା ପୁଞ୍ଜିପତି ମାନଙ୍କ ବ୍ୟାଙ୍କ ଭାବେ ପରିଚିତ ସ୍ୱିସ୍ ବ୍ୟାଙ୍କ ଆଉ ଭାରତୀୟ ଜମାକାରୀଙ୍କ ଜମା ସମ୍ବଦ୍ଧୀୟ ସୂଚନା ଗୋପନୀୟ କରି ରଖିବ ନାହିଁ । ସ୍ୱିସ୍ ବ୍ୟାଙ୍କରେ…

ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ନୂଆଦିଲ୍ଲୀ: ସରକାରଙ୍କୁ ଲାଗିଛ ଜିଏସଟି ଝଟ୍‌କା। ଗତ ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା।…

ବଢ଼ିଲା ଅଣ ରିହାତି ରନ୍ଧନ ଗ୍ୟାସ ଦର

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ରନ୍ଧନ ଗ୍ୟାସ ସିଲିଣ୍ଡର ଦର । ରନ୍ଧନ ଗ୍ୟାସ ଉପରେ ପାଖାପାଖି ୧୬ ଟଙ୍କାର ବୃଦ୍ଧି ଘଟିଥିବା ଭାରତୀୟ ତୈଳ ନିଗମ (ଆଇଓସି) ସୂଚନା ଦେଇଛି । ବର୍ଦ୍ଧିତ ଦର ଏବଂ ଅନ୍ୟାନ୍ୟ ଟିକସ ଲାଗୁ ହେବା ପରେ ଦେଶର ପ୍ରମୁଖ ମହାନଗର ଗୁଡ଼ିକରେ ଏହାର ଦାମ ଅଲଗା ଅଲଗା ରହିଛି…