Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଲଞ୍ଚ୍ ହେଲା ରେଡ଼ମି ୭୦ ଇଞ୍ଚ୍ ଟିଭି, ଖୁବଶିଘ୍ର ଭାରତରେ ହେବ ଉପଲବ୍ଧ

ମୁମ୍ବାଇ: ରେଡ଼ମି ନୋଟ ୮ ଏବଂ ରେଡ଼ମି ବୁକ୍ ଲାପଟପ୍ ଲଞ୍ଚ୍ ହେବା ପରେ ଏହି କମ୍ପାନୀ ପକ୍ଷରୁ ୭୦ ଇଞ୍ଚ୍ ଟିଭି ଲଞ୍ଚ୍ ହୋଇଛି । ବହୁ ପ୍ରତୀକ୍ଷୀତ ଏହି ଟିଭି ଲଞ୍ଚ୍ ହେବାପରେ ଭାରତୀୟ ଗ୍ରାହକମାନେ ଏହି ଟିଭି କିଣିବାକୁ ବୁକିଂ ଆରମ୍ଭ କରିଦେଲେଣି । ଭାରତରେ ଏହି ଟିଭି ଖୁବ୍ ଶିଘ୍ର ଲଞ୍ଚ୍ ହେବା…

ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି…

ଜିଓ ଫାଇବରକୁ ଟକ୍କର ଦେବ ଏୟାରଟେଲ୍‌ ଭି- ଫାଇବର

ନୂଆଦିଲ୍ଲୀ: ଜାରି ରହିଛି ଏୟାରଟେଲ ଓ ଜିଓର ଲଢେ଼ଇ । ଜିଓ ଫାଇବରକୁ ଟକ୍କର ଦେବା ପାଇଁ ଏୟାରଟେଲ ଏହାର ୩ଟି ଭି-ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନରେ ବ୍ୟଭରକାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅତିରିକ୍ତ ୧୦୦୦ ଜିବି ଡାଟା ମିଳିବ ବୋଲି ଘୋଷଣା କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲର…

କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର

ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।…

ଏସ୍‌ବିଆଇ ବନ୍ଦ କରିବ ଡେବିଟ କାର୍ଡ

ନୂଆଦିଲ୍ଲୀ:ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ରଜନୀଶ କୁମାର କହିଛନ୍ତି ଯେ,…

ଏବେ ଅଟୋ ଓ ଗୃହ ଋଣ ହେବ ଶସ୍ତା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଦେଖାଦେଇଛି ମାନ୍ଦା ଅବସ୍ଥା । ବିଶ୍ୱବ୍ୟାପୀ ଦେଖା ଦେଇଥିବା ଏହି ମାନ୍ଦା ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଚୀନ ପରି ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଦେଶର…

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ, ୩୯ହଜାର ଛୁଇଁଲା ସୁନା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍‌ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା। ମିଳିଥିବା ସୂଚନା ଅନୁସାରେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର…

ଆକାଶ ଛୁଇଁଲା ସୁନା ଦର, ଟପିଲା ୩୮ ହଜାର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନାଦର । ବୁଧବାର ସୁନା ଦର ୧୦ ଗ୍ରାମକୁ ୬୦ ଟଙ୍କା ବଢି ୩୮,୮୩୦ ଟଙ୍କାରେ ପହଞ୍ଚିଛି । ଅଲ୍‌ ଇଣ୍ଡିଆ ସର୍‌ଫା ଆସୋସିଏସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ସୁନା ଦର ୩୮,୭୭୦ ଟଙ୍କା ରହିଥିଲା। କେବଳ ସୁନା ନୁହେଁ ରୁପା ଦରରେ ମଧ୍ୟ ବୃଦ୍ଧି ଘଟିଛି।…

ଦିନେ ଥିଲା ସଫଳତାର ଶୀର୍ଷରେ, ଆଜି ବୁଡିବାକୁ ବସିଛି ‘ଏୟାର ଇଣ୍ଡିଆ’ !

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ । ଗୋଟିଏ ସମୟରେ ଏହି ନାମ ଏଭିଏସନ ସେକ୍ଟରରେ ଭାରତର ମର୍ଯ୍ୟାଦା ବଢ଼ାଉ ଥିଲା । ଲୋକମାନେ ନାମିଦାମୀ ଏୟାରଲାଇନ୍ସ ଛାଡି ଏୟାର ଇଣ୍ଡିଆର ଧିମା ଯାତ୍ରାକୁ ଚୟନ କରୁଥିଲେ । ଏମିତିକି ସିଙ୍ଗାପୁର ଏୟାରଲାଇନ୍ସ ଭଳି ବଡ଼ବଡ଼ କମ୍ପାନୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ…

ଭାରତୀୟ ବଜାରରେ ପ୍ରବେଶ କଲା ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଅଗଷ୍ଟ ୨୦ ମଙ୍ଗଳବାର ଦିନ ପ୍ରବେଶ କରିଛି ଚାରୋଟି କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ । ଏହାସହ ଏଥିରେ ରହିଛି ୫ହଜାର ଏମଏଚର ବ୍ୟାଟେରୀ । ଯାହାର ବଜାର ମୂଲ୍ୟ ରଖାଯାଇଛି ମାତ୍ର ୧୦ହଜାର ଟଙ୍କା । ଜାଣନ୍ତୁ ଏହି ଫୋନ ବାବଦରେ.. ରିଅଲମି ଆଜି ତାର ଦୁଇଟି…