Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…

କଲ୍ ଦର ବଢିବା ପୂର୍ବରୁ କରିନିଅନ୍ତୁ ଏହିସବୁ କାମ…

ଭୁବନେଶ୍ୱର: ଶସ୍ତା ଦରରେ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ପ୍ରତିଯୋଗିତା ପାଇଁ ଭାରତୀୟ ଟେଲିକମ୍ ବଜାର ବହୁତ କ୍ଷତି ସହିବାକୁ ପଡୁଛି । ଏହି କ୍ଷତିକୁ ଭରଣା ପାଇଁ ନିକଟରେ ଜିଓ, ଭୋଡାଫୋନ-ଆଇଡିଆ ଓ ବିଏସଏନଲ ଭଳି ବଡ଼ବଡ଼ ଟେଲିକମ୍ କମ୍ପାନୀ ଆସନ୍ତା ଏକ ଡିସେମ୍ବରରୁ ନିଜର ସବୁ ପ୍ଲାନର ଦର…

ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର: ପ୍ରମୁଖଃ ଚାଇନିଜ ମୋବାଇଲ କମ୍ପାନୀ ସାଓମି ଦାବିକରିଛି ଯେ ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ । କମ୍ପାନୀ ଆଣିବ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ। ବର୍ତ୍ତମାନ ଏହା ବଜାରକୁ ଆସିନି, ଏହା ୨୦୨୦ ମଧ୍ୟ ସୁଦ୍ଧା ଆସିବାର ସମ୍ଭାବନା ଅଛି ବୋଲି ଗଣମାଧ୍ୟମରୁ ସୂଚନା…

ବିଶ୍ୱର ପ୍ରଥମ ୫ଜି ସଂଯୁକ୍ତ ଟାୟାର; ନିମିଷକରେ ଦେବ ସଡ଼କର ସମସ୍ତ ସୂଚନା !

ଭୁବନେଶ୍ୱର: ଯୁଗ ବଦଳି ଚାଲିଛି ତା ସହ ତାଳଦେଇ ବିଜ୍ଞାନ ଓ କାରିଗରୀ ବି ବଦଳିଚାଲିଛି l ମୋବାଇଲ ହେଉ କି ଗାଡି ସବୁଥିରେ ମଣିଷ ନୂଆ ନୂଆ ଜ୍ଞାନକୌଶଳ ଯୋଡିବାରେ ଲାଗିଛି l ଗାଡି ଚାଲିବା ପାଇଁ ଚକର ଆବଶ୍ୟକତା ଅଛି l ହେଲେ ଗାଡିର ଚକ ଗାଡିକୁ ରାସ୍ତା ଘାଟର ସବୁ ସୂଚନା ଇଣ୍ଟରନେଟ ମାଧ୍ୟମରେ…

ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ଭୋଡାଫୋନ-ଆଇଡିଆ ଓ  ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ । ପବିତ୍ର…

ଜାଣନ୍ତୁ, କଟକ ଓ ଭୁବନେଶ୍ୱରରେ କେବେଠୁ ଆରମ୍ଭ ହେଲା ପ୍ରସିଦ୍ଧ ବାଲିଯାତ୍ରା…

କଟକ: ଏବେ ଚାଲିଛି ‘ବାଲିଯାତ୍ରା ମାସ’ ମାନେ କାର୍ତ୍ତିକ ମାସ । କାର୍ତ୍ତିକମାସରେ ଯଦି କେଉଁ ଉତ୍ସବ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ତାହାହେଲେ ଆମେ କଟକ ଓ ଭୁବନେଶ୍ୱରରେ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବାଲିଯାତ୍ରା ଉତ୍ସବକୁ ହିଁ ବୁଝିଥାଆନ୍ତି । ନୁହେଁ କି ! ତେବେ ଯାହାବି…

କେବେ ଓ କିପରି ରିଚାର୍ଜ କରିବେ ଆପଣଙ୍କ ମୋବାଇଲ୍ ଫୋନ; ବିଷେଶଜ୍ଞଙ୍କ ଠାରୁ ଜାଣନ୍ତୁ…

ଭୁବନେଶ୍ୱର: ଯଦି ମୋବାଇଲ୍ ଫୋନ୍ର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ତାକୁ ରିଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ । ସାଧାରଣତଃ ମୋବାଇଲ୍ର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ରିଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ…