Latest Odisha News

BREAKING NEWS

Browsing Category

ବାଣିଜ୍ୟ

ନୋକିଆ ୮.୧ରେ ମିଳିବ ୧୧ ହଜାର ଟଙ୍କାର ଭାରି ଡିସକାଉଣ୍ଟ

ନୂଆଦିଲ୍ଲୀ : ନୋକିଆର ଫ୍ଲାଗସିପ୍ ସ୍ମାର୍ଟଫୋନ ନୋକିଆ ୮.୧ଫୋନର ମୂଲ୍ୟରେ ୧୧ହଜାର ଟଙ୍କାର ଭାରି ଡିସକାଉଣ୍ଟ ଦେବାପାଇଁ ଘୋଷଣା କରିଛି କମ୍ପାନୀ । ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୨୬ହଜାର ୯୯୯ଟଙ୍କା ରହିଥିବା ବେଳେ ୧୧ହଜାର ଟଙ୍କା ଡିସକାଉଣ୍ଟ ପରେ ଏବେ ଏହି ଫୋନର ମୂଲ୍ୟ…

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ । ଗଣମାଧ୍ୟମରେ ପ୍ରକାଶିତ…

ବିଗତ ୬ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ବିଗତ ୬ ବର୍ଷରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞ…

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଗଲା ୪୦ ହଜାର

ନୂଆଦିଲ୍ଲୀ: ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ସବୁ ରେକର୍ଡ ଭାଙ୍ଗୀ ଶୁକ୍ରବାର ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟପି ଯାଇଛି । ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ତେଣୁ ସୁନା ଦର କମିବାର ନାଁ ନେଉନାହିଁ । ଶୁକ୍ରବାର ନୂଆଦିଲ୍ଲୀ ବଜାରରେ…

ଲଞ୍ଚ୍ ହେଲା ରେଡ଼ମି ୭୦ ଇଞ୍ଚ୍ ଟିଭି, ଖୁବଶିଘ୍ର ଭାରତରେ ହେବ ଉପଲବ୍ଧ

ମୁମ୍ବାଇ: ରେଡ଼ମି ନୋଟ ୮ ଏବଂ ରେଡ଼ମି ବୁକ୍ ଲାପଟପ୍ ଲଞ୍ଚ୍ ହେବା ପରେ ଏହି କମ୍ପାନୀ ପକ୍ଷରୁ ୭୦ ଇଞ୍ଚ୍ ଟିଭି ଲଞ୍ଚ୍ ହୋଇଛି । ବହୁ ପ୍ରତୀକ୍ଷୀତ ଏହି ଟିଭି ଲଞ୍ଚ୍ ହେବାପରେ ଭାରତୀୟ ଗ୍ରାହକମାନେ ଏହି ଟିଭି କିଣିବାକୁ ବୁକିଂ ଆରମ୍ଭ କରିଦେଲେଣି । ଭାରତରେ ଏହି ଟିଭି ଖୁବ୍ ଶିଘ୍ର ଲଞ୍ଚ୍ ହେବା…

ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା: ଟ୍ରାଇ ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା କ୍ଷେତ୍ରରେ ରାଜସ୍ୱ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦଢ଼ କରି ରିଲାଏନ୍ସ ଜିଓ ୨୦୧୯ ଜୁନ ତ୍ରୟମାସରେ ମୋଟ ରାଜସ୍ୱ କ୍ଷେତ୍ରରେ ୪୬.୬%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂ•ର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏହି କ୍ଷେତ୍ର ଲାଗି…

ଜିଓ ଫାଇବରକୁ ଟକ୍କର ଦେବ ଏୟାରଟେଲ୍‌ ଭି- ଫାଇବର

ନୂଆଦିଲ୍ଲୀ: ଜାରି ରହିଛି ଏୟାରଟେଲ ଓ ଜିଓର ଲଢେ଼ଇ । ଜିଓ ଫାଇବରକୁ ଟକ୍କର ଦେବା ପାଇଁ ଏୟାରଟେଲ ଏହାର ୩ଟି ଭି-ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନରେ ବ୍ୟଭରକାରୀଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅତିରିକ୍ତ ୧୦୦୦ ଜିବି ଡାଟା ମିଳିବ ବୋଲି ଘୋଷଣା କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏୟାରଟେଲର…

କ୍ରମଶଃ ବୃଦ୍ଧି ପାଉଛି ସୁନାଦର, ଗୋଟିଏ ସପ୍ତାହରେ ଛୁଇଁଲା ୪୦ ହଜାର

ନୂଆଦିଲ୍ଲୀ: ସୁନାଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ମଧ୍ୟରେ ଏହି ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ମଙ୍ଗଳବାର ଦିନ ଏହା ୧୦ ଗ୍ରାମ ପ୍ରତି ୩୯,୭୭୦ ଟଙ୍କାରେ ପହଂଚିଛି । ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କାରେ ପହଂଚିଛି ।…

ଏସ୍‌ବିଆଇ ବନ୍ଦ କରିବ ଡେବିଟ କାର୍ଡ

ନୂଆଦିଲ୍ଲୀ:ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ଏହାର ପ୍ଲାଷ୍ଟିକ ଡେବିଟ କାର୍ଡ ପ୍ରଚଳନକୁ ବନ୍ଦ କରିବାକୁ ଯାଉଛି । ଏହା ବଦଳରେ ବ୍ୟାଙ୍କ ୟୋନୋ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଲାଗୁକରିବା ନେଇ ସୂଚନା ଦେଇଛନ୍ତି ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର । ରଜନୀଶ କୁମାର କହିଛନ୍ତି ଯେ,…

ଏବେ ଅଟୋ ଓ ଗୃହ ଋଣ ହେବ ଶସ୍ତା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଦେଖାଦେଇଛି ମାନ୍ଦା ଅବସ୍ଥା । ବିଶ୍ୱବ୍ୟାପୀ ଦେଖା ଦେଇଥିବା ଏହି ମାନ୍ଦା ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଚୀନ ପରି ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଦେଶର…