Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରିଭର୍ସ ଗିଅରରେ ଅଟୋ ମୋବାଇଲ୍ସ : ବହୁ କମ୍ପାନୀ ବନ୍ଦକଲେ ଉତ୍ପାଦନ

ନୂଆଦିଲ୍ଲୀ: ମରୁତି ସୁଜିକି, ଟାଟା ମୋଟର୍ସ, ହୋଣ୍ଡାଇ, ମହେଦ୍ରା ଆଣ୍ଡ ମହେନ୍ଦ୍ର, ମୋଟୋକର୍ପ ଭଳି କମ୍ପାନୀ ଗୁଡିକ ଦେଶର ଆଗଧାଡିର କାର ଓ ଦୁଇ ଚକିଆ ଗାଡି ତିଆରି କରି ବର୍ଷକୁ ଶହ ଶହ କୋଟିର ଲାଭ କରୁଥିଲେ । କିନ୍ତୁ ଏବେ ଚାଲିଛି ମାନ୍ଦାବସ୍ଥା । ଗୋଟେ ଗୋଟେ କାର ବିକିବା ଏବେ ଏମାନଙ୍କ…

ଗ୍ରାହକଙ୍କୁ ଝଟକା: ଗୋଟିଏ ଦିନରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ: ସୁନା ପରେ ଏବେ ରୁପାର ଦର ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି । ମୁମ୍ବାଇ ବଜାରରେ ବୁଧବାର ରୁପାର ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ବର୍ତ୍ତମାନ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର ଛୁଇଁଛି । ତେବେ ବୁଧବାର ସୁନା ମୂଲ୍ୟ ୧୦୦…

ସେପ୍ଟେମ୍ବରରେ ଜିଓ ଫାଇବର୍: କେମିତି ପାଇବେ ୧୦୦ ଏମବିପିଏସ ଇଣ୍ଟରନେଟ୍ ସ୍ପିଡ୍ ! ଜାଣନ୍ତୁ…

ମୁମ୍ବାଇ: ଭାରତର ବୃହତ ଯୋଗାଯୋଗ ନେଟୱର୍କ ସେବା ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କମ୍ପାନୀ ପକ୍ଷରୁ ଜିଓ ଫାଇଭର୍ ହାଇସ୍ପିଡ଼ ବ୍ରୋଡ଼ବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା, ଲ୍ୟାଣ୍ଡଲାଇନ ତଥା ଜିଓ ହୋମ୍ ଟିଭି ତଥା ଜିଓ ଆଓଟି ସେବା ଖୁବଶିଘ୍ର…

ଲଞ୍ଚ୍ ହେଲା ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ପ୍ଲସ ସ୍ମାର୍ଟଫୋନ୍

ଭୁବନେଶ୍ୱର: ଏକାସାଙ୍ଗରେ ଭାରତୀୟ ମାର୍କେଟରେ ଲଞ୍ଚ କରିଛି ସାମସଙ୍ଗ୍ ଗ୍ୟାଲାକ୍ସି ନୋଟ୍ ୧୦ ଓ ନୋଟ୍ ୧୦ ପ୍ଲସ୍ ସ୍ମାର୍ଟଫୋନ୍ । ଯେଉଁଥିରେ କି ରହିଛି ୫ଜି ଓ ୪ଜି ଉଭୟ ଭେରିଆଣ୍ଟ ଏବଂ ଅଧିକ ଫିଚର ସହିତ ଅଛି ଏସ ପେନ୍ ସୁବିଧା । ଭାରତୀୟ ୟୁଜର୍ସଙ୍କ ଚାହିଦା ମୁତାବକ ଏହି ଦୁଇଟି ମୋବାଇଲ୍…

ଫ୍ଲିପକାର୍ଟରେ ଚାଲୁଛି ବମ୍ପର ସେଲ, ଜାଣନ୍ତୁ କେଉଁ ଜିନିଷ ଉପରେ ରହିଛି ବଡ଼ ଡିସକାଉଣ୍ଟ

ଭୁବନେଶ୍ୱର: ଫ୍ଲିପକାର୍ଟରେ ଚାଲୁଛି 'ନ୍ୟାସନାଲ ସପିଂ ଡେଜ୍‌ ସେଲ' । ସ୍ୱାଧୀନତା ଦିବସ ଅବସରରେ ଫ୍ଲିପକାର୍ଟ ଏହି ସେଲ ନେଇ ଆସିଛି। ଏହି ସେଲ ୮ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। 'ନ୍ୟାସନାଲ ସପିଂ ଡେଜ୍‌ ସେଲ'୨୦୧୯ ପାଇଁ ଫ୍ଲିପକାର୍ଟ ଆଇସିଆଇସିଆଇ ବ୍ୟାଙ୍କ ସହିତ…

ଜିଓମି ଟିଭିରେ ଉପଲବ୍ଧ ହେବ ‘ଜିଓ ସିନେମା’ ଆପ

ଭୁବନେଶ୍ୱର: ଜିଓମିର ଏମ୍. ଆଇ ସ୍ମାର୍ଟ ଟିଭିରେ ଲୋକପ୍ରିୟ 'ଜିଓ ସିନେମା ଭିଡିଓ ଷ୍ଟ୍ରିମିଙ୍ଗ' ସେବା ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବା କମ୍ପାନୀ ଟ୍ୱିଟରରେ ଘୋଷଣା କରିଛି । ଜିଓ ସିନେମାରେ ଟେଲିଭିଜିଅନ ଶୋ', ସ୍ପୋର୍ଟସ ଟେଲିକାଷ୍ଟ, ସିନେମା, ଡକ୍ୟୁମେଣ୍ଟଟାରି, ଟେଲର ଏବଂ…

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ । ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି…

ବନ୍ଦ ହେବ ‘ବିଏସଏନଏଲ’ର ଅନଲିମିଟେଡ଼ କଲ

ଭୁବନେଶ୍ୱର: ଭାରତ ସରକାରଙ୍କ ଟେଲିକମ ସଂସ୍ଥା 'ବିଏସଏନଏଲ' ଅନଲିମିଟେଡ଼ କଲ ସେବା ବନ୍ଦ କରିବା ନେଇ ସୋମବାର ଘୋଷଣା କରିଛି । ବର୍ତ୍ତମାନ ଠାରୁ 'ବିଏସଏନଏଲ'ର ଦୈନିକ କଲ ଲିମିଟ ୨୫୦ ମିନିଟ ରହିବ । କମ୍ପାନୀ ଆଣୁଥିବା ନୂଆ ସ୍କିମ, ପ୍ରିପେଡ ପ୍ଲାନ ଯେମିତିକି ୧୮୬, ୪୨୯, ୪୮୫, ୬୬୬ ଓ…

ଓଡ଼ିଶାରୁ ପଣ୍ୟାଗାର ନିଗମ ପାଟନାକୁ ଉଠିଯିବା ନେଇ ବିରୋଧ

ଭୁବନେଶ୍ୱର: କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରସ୍ଥ୍ିତ କାର୍ଯ୍ୟାଳୟକୁ ପାଟନା ଉଠାଇନେବାର ନିଷ୍ପତ୍ତି ହେବାର ଗୋଟିଏ ଦିନ ପରେ ରାଜ୍ୟ ବିଧାନସଭାରେ ଏହାକୁ ବିରୋଧ କରାଯିବା ସହିତ ଏହାର ପୁନର୍ବିଚାର କରିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ…

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା । ଗଣମାଧ୍ୟମ ସଂସ୍ଥା…