Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦାମ ବଢିଲା ଏସି, ଫ୍ରିଜ ଓ ୱାସିଙ୍ଗ ମେସିନ ସହିତ ୧୯ଟି ସାମଗ୍ରୀ, ବୃଦ୍ଧି ହେଲା ସୀମା ଶୁଳ୍ପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍ପ ବୃଦ୍ଧି କରିଛନ୍ତି, ଫଳରେ ଫ୍ରିଜ, ଏସି ଏବଂ ୱାସିଙ୍ଗ ମେସିନ ସମେତ ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି । ବୁଧବାର ଦିନ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ…

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପ୍ରତି ୮୧ ଛୁଇଁଲା, ମୁମ୍ବାଇରେ ଲିଟର ୯୦ ଟଙ୍କା ଅତିକ୍ରମ କଲା

ଭୁବନେଶ୍ୱର: ତୈଳଦର ଗତ ୫ ମାସ ହେଲା ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ପୁଣି ତେଲ ଦର ବଢିବା ଫଳରେ ପେଟ୍ରୋଲ ଲିଟର ପିଛା ୪.୬୬ ଟଙ୍କା ଏବଂ ଡ଼ିଜେଲ ଦରରେ ଲିଟର ପିଛା ୬.୩୫ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୦୮ଟଙ୍କା, ଦିିଲ୍ଲୀରେ ୮୨.୭୨ ଟଙ୍କା…

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ…

ରାଜଧାନୀରେ ଉଦଘାଟିତ ହେଲା ‘ଟ୍ରାଇବ୍ସ ଇଣ୍ଡିଆ’ ମେଗା ଆଉଟଲେଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଇବ୍ସ ଇଣ୍ଡିଆର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସତ୍ୟନଗର ୱେଷ୍ଟସାଇଡ୍ ନିକଟରେ ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ଟ୍ରାଇଫେଡ୍ ସମଗ୍ର ଦେଶରେ ୪୨ଟି…

ବସ୍ ଭଡ଼ା ବଢିଲା

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଶନିବାରଠୁ ବସ୍ ଭଡ଼ା ବୃଦ୍ଧି ହେଲା । ଓଡ଼ିଶାର ସମସ୍ତ ସ୍ଥାନରେ ଏହି ବସ୍ ଭଡ଼ା ବୃଦ୍ଧି ହୋଇଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ…

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଝାରସୁଗୁଡ଼ା ଏୟାରପୋର୍ଟ’ର ନାମକରଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ରରେ ପଶ୍ଚିମ ଓଡ଼ିଶାର ଏହି ସହରରେ ଏକ…

ଓଡ଼ିଶା ସରକାର ଧାମରାରେ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିବେ

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତି ନେଇଛନ୍ତି । ରାଜ୍ୟରେ ଶିଳ୍ପାୟନ ତଥା ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୁପ ଧାମରାରେ ଏକ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।…

‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ପକ୍ଷରୁ ପ୍ରେସମିଟ୍ : ଅକ୍ଟୋବର ୨ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ଦାନ ଉତ୍ସବ

ଭୁବନେଶ୍ୱର : ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ବା ଦାନ ଉତ୍ସବ ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସମିଟ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ଅନୁଷ୍ଠାନର ବିଭିନ୍ନ ବରିଷ୍ଠ କର୍ମର୍ତ୍ତା ଦାନ ଉତ୍ସବ ବା ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ର ଆଭିମୁଖ୍ୟ, ଉଦ୍ଦେଶ୍ୟ…

ଉଦଯାପନ ହେଲା ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହର ଅନ୍ତିମ ତଥା ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…