Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଖାଇବା ତେଲ ଆମଦାନୀ ୧୬ ପ୍ରତିଶତ ବୃଦ୍ଧି

ମୁମ୍ବାଇ: ଖାଦ୍ୟରେ ଲୁଣର ଯେପରି ଭୂମିକା ରହିଛି ତେଲର ମଧ୍ୟ ସମାନ ଭୂମିକା ରହିଛି। ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଖାଇବା ତେଲ ଭଲ କାମ କରିଥାଏ। କିନ୍ତୁ ଏହାର ଦାମ ବଢିବା କଥା ଶୁଣିଲେ ମନ ପିତା ହୋଇଯାଏ। ଏହାକୁ ନେଇ ଘରେ ଘରେ ଗୃହିଣୀ ଚିନ୍ତାରେ ପଡିଯାଆନ୍ତି। ଭାରତରେ ଅକ୍ଟୋବର ୨୦୨୩…

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା।…

ଦୀପାବଳିରେ କର୍ମଚାରୀଙ୍କୁ କାର, ସୁନା, ଘର ଉପହାର ଦେଉଥିବା ଢୋଲକିଆ ଏଥର କ’ଣ ଦେଲେ?

ଅହମଦାବାଦ: ଅନ୍ୟର ଭାଗ୍ୟ ଭବିଷ୍ୟତ ଚମକାଇବାରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବେଳେ ବେଳେ ନିଜେ ନିଜ ଭବିଷ୍ୟତକୁ ନେଇ ଘନ ଅନ୍ଧକାର ଭିତରେ ଫସିଯାଆନ୍ତି। ଏଭଳି କିଛି ଘଟିଛି ହୀରା ବ୍ୟବସାୟୀଙ୍କ କ୍ଷେତ୍ରରେ। ପ୍ରତିବର୍ଷ ଆଲୋକର ପର୍ବ ଦୀପାବଳି ଆସେ ଏହି ସମୟରେ ଅନେକ ଲୋକ କିଣାକିଣି କରନ୍ତି…

“ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩”କୁ କେନ୍ଦ୍ର୍ରର ଅନୁମୋଦନ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ…

ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଯାତ୍ରୀଙ୍କ ବିମାନ ଟିକେଟ୍ ପଇସା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ବିମାନ ସେବା ବାତିଲ ହୋଇଥିଲା। ହେଲେ ଆଗୁଆ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ଏଯାବତ ଟିକେଟ୍ ପଇସା ଫେରିପାଇନଥିଲେ। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ଟିକେଟ୍ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ…

ଡାକ ଜରିଆରେ ଦୁଇ ହଜାର ଟଙ୍କିଆ ନୋଟ୍ ପଠାଇପାରିବେ: ଆରବିଆଇ

ନୂଆଦିଲ୍ଲୀ: ଯେଉଁ ଭାରତୀୟଙ୍କ ପାଖରେ ଏବେ ବି ୨ ହଜାର ଟଙ୍କିଆ ନୋଟ୍ ଅଛି ସେମାନେ ଏହାକୁ ଡାକ ଯୋଗେ କିମ୍ବା ରିଜର୍ଭ ବ୍ୟାଙ୍କ ଅଫିସରେ ଜମା କରିପାରିବେ। ଏବେ ଦେଶର ବିଭିନ୍ନ ଆରବିଆଇ ଅଫିସ ଆଗରେ ନୋଟ୍ ବଦଳ କରିବାକୁ ଲମ୍ବା ଧାଡି ରହିଛି। ଏପରି ସ୍ଥିତି ଦେଖି ଆରବିଆଇ ଡାକ ଯୋଗେ ଏହି ବଡ…

୫ଜି ଆସିବା ପରେ ମଧ୍ୟ ବଢିବନି ମୋବାଇଲ ବିଲ୍, ଶୁଳ୍କ ବୃଦ୍ଧି କରିବନି ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ହେବନି ଜିଓର ରିଚାର୍ଜ ପ୍ଲାନ। ପ୍ରତିବର୍ଷ ଡିସେମ୍ବର ପୂର୍ବରୁ ରିଚାର୍ଜ ଯୋଜନାଗୁଡିକ ମହଙ୍ଗା ହେବା ବିଷୟରେ ଆଲୋଚନା ଆରମ୍ଭ ହୁଏ। କିନ୍ତୁ ଏବେ ଖବର ଆସିଛି ୫ଜି ଆସିବା ପରେ ମଧ୍ୟ ଜିଓ ବଢାଇବନି ମୋବାଇଲ ବିଲ୍। ଦେଶର ଦୁଇଟି…

ସାରା ଦେଶରେ ବିଜୁଳି ବ୍ୟବହାରରେ ପାଞ୍ଚ ରାଜ୍ଯ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତର ମୋଟ ବାର୍ଷିକ ବିଜୁଳି ବ୍ୟବହାର ଆର୍ଥିକ ବର୍ଷ ୨୦୨୨ରେ ୧,୩୦୦ ବିଲିୟନ kwh ଅତିକ୍ରମ କରିଛି, ଯାହା ଦୀର୍ଘ ୧୦ ବର୍ଷରେ ଅର୍ଥାତ ୨୦୧୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୭୦% ବୃଦ୍ଧି। ଶିଳ୍ପ ଓ ଘରୋଇ କ୍ଷେତ୍ର ଏହି ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି।…

ପିଏଫ ଆକାଉଣ୍ଟରୁ କେବେ ଏବଂ କେତେ ଟଙ୍କା ଉଠାଇ ପାରିବେ? ଜାଣନ୍ତୁ ଏହାର ନିୟମ…

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଆବଶ୍ୟକ କରନ୍ତି । ଅନେକଥର ଏଥିପାଇଁ ଆମକୁ ଋଣର ସାହାଯ୍ୟ ନେବାକୁ ପଡିଥାଏ । ଯଦି ଆପଣ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ପିଏଫ (PF) ପ୍ରତି ମାସରେ ଜମା ହୋଇଥାଏ । ପିଏଫ (PF) ସଦସ୍ୟମାନଙ୍କୁ ଇପିଏଫଓ ପକ୍ଷରୁ ଅନେକ ସୁବିଧା…

ଦୀପାବଳି ପୂର୍ବରୁ କନ୍ଦାଉଛି ପିଆଜ, ଲୋକଙ୍କ ପକେଟକୁ ହାଲୁକା କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଯେଉଁଠି ପିଆଜ କିଲୋ ପିଛା ସାଧାରଣ ମୂଲ୍ୟ ୩୦ ଟଙ୍କା ଥିଲା, ବର୍ତ୍ତମାନ ପ୍ରାୟ ୬୦ ଟଙ୍କାରେ ପହଁଚିଛି। କେବଳ ଓଡ଼ିଶା ନୁହେଁ ଦେଶର ଅନେକ ରାଜ୍ୟରେ ଦର ବୃଦ୍ଧି ହୋଇଛି। ଆଉ ସପ୍ତାହକ ମଧ୍ୟରେ ଦର ଦୁଇ ଗୁଣା ହେବା ପରେ…