Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଅନ୍ତରୀଣ ବଜେଟ: ୨ କୋଟି ନୂଆ ଘର ମିଳିବ, ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ଏହିମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ୨ କୋଟି ନୂଆ ଘର ମଧ୍ୟ ଦିଆଯିବ। ବଢୁଥିବା ଜନସଂଖ୍ୟା ଏବଂ…

ଇନକମ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ମାନଙ୍କ ପାଇଁ ପ୍ରଚଳିତ ଟିକସ ହାର ଏବଂ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ମନ୍ତ୍ରୀ…

ମୋଦୀ ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣିଛନ୍ତି: ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ରେ ପରିଣତ କରିବା ଲକ୍ଷ୍ୟ ଉପରେ ଆମେ କାର୍ଯ୍ୟ କରୁଛୁ। ପୂର୍ବରୁ ସାମାଜିକ ନ୍ୟାୟ ଏକ ରାଜନୈତିକ କୌଶଳ ଥିଲା, କିନ୍ତୁ ଆମେ ଏହାକୁ ଗମ୍ଭୀରତାର…

୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇଛି। ପିଏମ କିଷାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଲାଭ ଦିଆଯାଇଛି । ୪ କୋଟି କୃଷକ ୧.୮ ପିଏମ୍ ସ୍ୱନିଧି ଯୋଜନା ୭୮ ଲକ୍ଷ ଭେଣ୍ଡରଙ୍କୁ…

ଅନ୍ତରୀଣ ବଜେଟରେ ଗରିବ, ମହିଳା, ଯୁବ ବର୍ଗ ଓ କୃଷକଙ୍କ ଉପରେ ଫୋକସ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିକାଶ ପାଇଁ ଏକ ଆଭିମୁଖ୍ୟ ସହିତ କାମ କରିଛନ୍ତି ଯାହା ଯାହ ସର୍ବାଙ୍ଗୀନ ଏବଂ ସର୍ବବ୍ୟାପୀ ରହିଛି। ଗରିବ,…

ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧି ଅତ୍ୟାଚାର, ଆକାଶ ଛୁଆଁ ରସୁଣ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଆକାଶ ଛୁଆଁ ହୋଇଛି ରସୁଣ ଦର । ଫଳରେ ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ବର୍ତ୍ତମାନ ଏହାର କିଲୋଗ୍ରାମ ପିଛା ଦର ୫ ଶହ ଟଙ୍କା ରହିଛି । ୧୦୦ ଗ୍ରାମ ରସୁଣ ଆଣିବାକୁ ହେଲେ ଏବେ ୫୦ ଟଙ୍କା…

ବଜେଟ୍ ଆଗତ ହେବା ପୂର୍ବରୁ ବୃଦ୍ଧି ପାଇଲା ବାଣିଜ୍ୟିକ ଏଲପିଜି ଗ୍ୟାସ ମୂଲ୍ୟ, ଜାଣନ୍ତୁ ନୂତନ ଦର

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍ । ବଜେଟ୍ ଆଗତ ହେବା ପୂର୍ବରୁ ହିଁ ସାଧାରଣଲୋକଙ୍କୁ ବଡ ଝଟକା ଲାଗିଛି । ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ନୂତନ ଦର ଫେବୃଆରୀ ପହିଲା ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ମଳିଥିବା…

ପେଟିଏମ୍ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ, ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଡିଜିଟାଲ ମିଶନ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଡିଜିଟାଲ ପେମେଣ୍ଟ ସେବା ଦୁନିଆର  କିଙ୍ଗ କୁହାଯାଉଥିବା କମ୍ପାନୀ ପେଟିଏମକୁ ଆରବିଆଇ ହାତୁଡ଼ି ମାରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାନୁଆରୀ ୩୧ରେ ଏକ ଆଦେଶ ଜାରି କରି କହିଛି ଯେ ଫେବୃଆରୀ ୨୯…

ବଜେଟ ପୂର୍ବରୁ ସରକାରଙ୍କ ବଡ ଉପହାର, ଶସ୍ତା ହେବ ମୋବାଇଲ୍ ଫୋନ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଶେଷ ବଜେଟ ଅଧିବେଶନ ଆସନ୍ତାକାଲି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ସାଧାରଣ ଜନତାଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ମୋବାଇଲ୍ ପାର୍ଟ୍ସର ଆମଦାନୀ ଶୁଳ୍କ ହ୍ରାସ…

ଏଥର ବଜେଟରୁ କ’ଣ ଚାହୁଁଛି ମଧ୍ୟବିତ୍ତ ପରିବାର, ପ୍ରାତଃ ଭ୍ରମଣରେ ଦୁଇ ଚାକିରିଆଙ୍କ କଥା

ଭୁବନେଶ୍ୱର: ମୁଁ କ'ଣ ଆବଶ୍ୟକତା କରୁଛି, ମୁଁ ଘର ଚଳାଇବାକୁ କଣ କରିପାରିବି? ମୁଁ ଅନେକ ଥର ଦରମା ଗଣିବା ପରେ ଅନେକ ଥର ଅଭାବ ରହୁଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ କେଇମାସ ପକେଟ ଉପରେ ବୋଝ କମିଯିବ ବୋଲି ଆଶା। ଏହା ହେଉଛି ଏକ ଚା ଖଟିରେ ସକାଳୁ ସକାଳୁ ଖବର କାଗଜ ପଢିବା ବେଳେ ଜଣେ…