Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମାତ୍ର ୮ ହଜାର ଟଙ୍କା ଦେଇ ଘରକୁ ନେଇଯାଆନ୍ତୁ ସ୍ପ୍ଲେଣ୍ଡର ପ୍ଲସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବାଇକ ନିର୍ମାଣକାରୀ ହିରୋ ମୋଟକର୍ପର ସବୁଠାରୁ ଲୋକପ୍ରିୟ ବାଇକ ଭାବରେ ସ୍ପ୍ଲେଣ୍ଡର ପ୍ଳସର ନାମ ସବୁଠାରୁ ଆଗରେ ଆସିଥାଏ । ଏହାର ଡିଜାଇନ୍, ମାଇଲେଜ୍ ଯୋଗୁଁ ଏହି ବାଇକ ଗତ କିଛି ବର୍ଷ ଧରି ବଜାରରେ ଏକ ଦୃଢ ସ୍ଥାନ ବଜାୟ ରଖିପାରିଛି । ଆଜି ଆମେ ଆପଣଙ୍କୁ ହିରୋ…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…

ଜିନ୍ଦଲ ଷ୍ଟେନଲେସ୍ ଓ ସିଆଇଆଇ କ୍ରମକ୍ଷୟ ପରିଚାଳନା ଉପରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କ୍ରମକ୍ଷୟକୁ ଦୂର କରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ୍ ଆଜି କନଫେଡ଼େରେସନ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ନୀତି ଆୟୋଗ ଓ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, କୁଳପତି ଡ଼ା.…

ଗତବର୍ଷ ଫେବ୍ରୁଆରୀ ତୁଳନାରେ ଓଡ଼ିଶାର GST ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ଓଡ଼ିଶାର ଅଭିବୃଦ୍ଧି । ଫେବ୍ରୁଆରୀ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ଫେବ୍ରୁଆରୀ ମାସରେ ଓଡ଼ିଶା ୪, ୧୦୧ କୋଟି ଜିଏସଟି ସଂଗ୍ରହଣ କରିଥିବା ବେଳେ ୨୦୨୩ ଫେବ୍ରୁଆରୀରେ ତାହା ୪, ୫୧୯ କୋଟି ରହିଛି । ଅର୍ଥାତ୍ ୨୦୨୨…

ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କା ଅଧିକ ଦେବେ?

ନୂଆଦିଲ୍ଲୀ: ଆପଣ ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି କି? ଯଦି ହଁ, ଏଣିକି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଏଲିପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି | ଏହି ନୂତନ ଦର ଆଜିଠାରୁ ଲାଗୁହୋଇଥିବାବେଳେ ଏଣିକି ଗ୍ରାହକ ଅଧିକ ୫୦ ଟଙ୍କା ଦେବେ…

ପ୍ରେମ ମାନେନି ବୟସ: ୯୧ ବର୍ଷ ବୟସରେ ଇସ୍କରେ ପଡିଲେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ

ନୂଆଦିଲ୍ଲୀ: ପ୍ରେମ ମାନେନି ବୟସ | ପ୍ରେମ କେତେବେଳେ କାହା ସହ ହୁଏ ସେକଥା କହି ହୁଏ ନାହିଁ | କୋଟିପତି ରିୟଲ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ ଏବେ ପ୍ରେମରେ ପଡିଛନ୍ତି | ବାସ୍ତବରେ ୨୦୧୮ରେ ସେ ପତ୍ନୀଙ୍କୁ କର୍କଟ ରୋଗ ଯୋଗୁଁ ହରାଇଥିଲେ। ଆଉ ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଜଣେ ସାଥୀ…

କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର…

JSPକୁ ସିଏସ୍ଆର୍ ଜର୍ଣ୍ଣାଲ୍ ଏକ୍ସଲେନ୍ସ ଆୱାର୍ଡ

ମୁମ୍ବାଇ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ…

ଏହି ୫ଟି ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ ନାହିଁ ଜମାକାରୀ, ଆରବିଆଇ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆର୍ଥିକ ଅବସ୍ଥା ବିଗିଡିଯାଇଥିବା ୫ଟି କୋପରେଟିଭ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ମଧ୍ୟରେ ଟଙ୍କା ଉଠାଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି | ଏହି ବ୍ୟାଙ୍କଗୁଡିକ ଉପରେ ପ୍ରତିବନ୍ଧକ ୬ ମାସ ପର୍ଯ୍ୟନ୍ତ…

ଦେଶର ପ୍ରଥମ ବ୍ୟାଙ୍କ ବାବଦରେ ଜାଣନ୍ତି କି?

ମୁମ୍ବାଇ: ଦେଶର ଅର୍ଥନୀତିକୁ ମଜବୁତ କରିବାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ। ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତରେ ବ୍ୟାଙ୍କିଂ ବ୍ୟବସ୍ଥାର ମୂଳଦୁଆ ପକାଯାଇଥିଲା | ତେବେ ଆପଣ ଜାଣନ୍ତି କି ଭାରତର ପ୍ରଥମ ବ୍ୟାଙ୍କର ନାମ କଣ ଥିଲା? ଭାରତର ପ୍ରଥମ…