Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି । ଏହା ଦ୍ୱାରା ବ୍ୟାଙ୍କର…

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…

୧୦୦ ଟଙ୍କାରୁ କମ ମୂଲ୍ୟର ରିଚାର୍ଜ ପ୍ଲାନ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ନିଜ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବାକୁ ଓ ଅନ୍ୟ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଟେଲିକମ ଅପରେଟରମାନେ ବିଭିନ୍ନ ଆକର୍ଷଣୀୟ ପ୍ଲାନ ଲଂଚ କରୁଛନ୍ତି । ବିଶେଷକରି ରିଲାଏନ୍ସ ଜିଓ, ​​ଭୋଡାଫୋନ୍-ଆଇଡିଆ, ବିଏସ୍ଏନ୍ଏଲ୍ ଏବଂ ଏୟାରଟେଲ ସବୁପ୍ରକାରର ଗ୍ରାହକଙ୍କୁ ନିଜ ସହ…

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ…

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥ ବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତକରିଛନ୍ତି । ଏହି ସାକ୍ଷାତ…

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ…

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ବାହାଘର ପାଇଁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ସ୍କିମ: ଏକ ଟଙ୍କା ସୁଧରେ ମିଳିବ ଋଣ

ନୂଆଦିଲ୍ଲୀ: ଝିଅ ବାହାଘର ପାଇଁ ଅର୍ଥ ଚିନ୍ତା କିଛି ନୂଆ କଥା ନୁହେଁ । ଏହା ପ୍ରତି ଘରର ସମସ୍ୟା । ନିଜ ସାମାଜିକ ସ୍ଥିତିକୁ ଦେଖି ବଜେଟ ପ୍ରସ୍ତୁତ କରିଥାନ୍ତି ବାପା-ମା । ତଥାପି ବାହାଘର ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ବାହାଘର ପରେ ଋଣ ବୋଝ ବୋହିବାକୁ ପଡିଥାଏ ।…