Latest Odisha News

BREAKING NEWS

Browsing Category

ବାଣିଜ୍ୟ

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…

ବିସଲେରୀ ପାଣି ବୋଟଲ କମ୍ପାନୀର ସେୟାର କିଣିବ କି ଟାଟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଷ୍ଠିତ ଶିଳ୍ପପତି ରତନ୍ ଟାଟା ଏବେ ଡ୍ରିଙ୍କିଙ୍ଗ୍ ୱାଟର୍ କମ୍ପାନୀର ସେୟାର କିଣିବାକୁ ଯାଉଛନ୍ତି । ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବିସଲେରୀ ଇଣ୍ଟରନ୍ୟାସନାଲର ସେୟାର କିଣିପାରନ୍ତି ରତନ୍ ଟାଟା । ଏନେଇ ଟାଟା ଗ୍ରୁପ୍ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

ଅଶୋଧିତ ତୈଳଦର କମିବା ପରେ କାହିଁକି ଖସୁନି ପେଟ୍ରୋଲ ଓ ଡିଜେଲ୍ ଦାମ ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସୁ ନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ଦୈନିକ ୩୦ରୁ ୩୫ ପଇସା ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଉଥିଲେ । ଏବେ ଅଶୋଧିତ ତୈଳଦର କମିବା ପରେ କାହିଁକି ଦର ହ୍ରାସ କରୁ…

ଅଧିକ ସମୟ କାମ କଲେ ହାତରୁ ଖସିଯିବ ମାଉସ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ଦେବ ନାହିଁ ମାଉସ। ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ନସାରନ୍ତି ତେବେ ହାତରୁ ଖସି ପଳାଇ ପାରେ ମାଉସ। ଏପରି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କିନ୍ତୁ ହଁ, ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏକ ନୂତନ କମ୍ପ୍ୟୁଟର ମାଉସ୍…

୨୦୨୨ ତୁଳନାରେ ୨୦୨୩ରେ ଆର୍ଥିକ ଅବସ୍ଥା ଅଧିକ ଖରାପ ହୋଇପାରେ !

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ୨୦୨୨ର ଆର୍ଥିକ ବର୍ଷ ତୁଳନାରେ ୨୦୨୩ରେ ଅଧିକ ଖରାପ ହୋଇପାରେ। ମୁଦ୍ରାସ୍ଫୀତି ଯଦି ବଢ଼ିବ ତାହେଲେ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି।…

ଏହି ବର୍ଷରେ ଜନ୍ମ ହୋଇଥିବା ପିଲାଙ୍କ ଠାରେ ଫେସବୁକ ପ୍ରତି ଆଗ୍ରହ କମୁଛି

ଓ୍ୱାଶିଂଟନ: ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମିତ ପିଲା ସୋସିଆଲ୍ ମିଡିଆରେ ବିଶେଷ ଭାବରେ ଫେସବୁକରେ ସକ୍ରିୟ ରହୁ ନାହାନ୍ତି। ଭର୍ଚୁଆଲ୍ ଜଗତର ବନ୍ଧୁତା ଉପରେ ତାଙ୍କର ବିଶ୍ୱାସ ହ୍ରାସ ପାଇଛି। ଯେତେବେଳେ କି ୧୯୮୧ ରୁ ୧୯୯୬ ମଧ୍ୟରେ ଜନ୍ମ ହୋଇଥିବା ୨୬ ରୁ ୪୧ ବର୍ଷ ବୟସ୍କ ନିୟମିତ ଭାବେ ଫେସବୁକ୍…

କାରରେ ପଛ ସିଟ୍ ବେଲ୍ଟ ବାନ୍ଧିବା ନେଇ କ’ଣ ରହିଛି ନିୟମ ଜାଣନ୍ତୁ

ମୁମ୍ବାଇ: ରବିବାର ଏକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ପରେ ଏବେ କାରରେ ପଛ ସିଟ୍ ବେଲ୍ଟ ପିନ୍ଧିବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । ଏହି ଭୟଙ୍କର ଦୁର୍ଘଟଣା ଘଟିବାର କାରଣ ହେଉଛି ସିଟ ବେଲ୍ଟ ନପିନ୍ଧିବା । ଦ୍ରୁତ ଗତିରେ ଚାଲୁଥିବା କାରଟି…

ଏୟାରଟେଲର ସମସ୍ତ ସିମ୍ ୫ଜି, କେବେ ଆପଣଙ୍କ ଅଞ୍ଚଳରେ ସେବା ଆରମ୍ଭ ହେବ ସୂଚନା ଦେଲେ ସିଇଓ

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଭାରତୀ ଏୟାରଟେଲ୍ ମାସକ ମଧ୍ୟରେ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ସୁଦ୍ଧା ପ୍ରମୁଖ ମେଟ୍ରୋଗୁଡ଼ିକରେ ଏହି ୫ଜି ସେଭା ଉପଲବ୍ଧ ହେବ ବୋଲି ବୁଧବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୩ ଶେଷ ସୁଦ୍ଧା ଦେଶର ସମସ୍ତ ସହରାଞ୍ଚଳକୁ ଟେଲିକମ୍ କମ୍ପାନୀ…