Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱର ବୈଷୟିକ କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି । ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ଇକୋସିଷ୍ଟମରେ ଏକାଧିକ ବଜାରରେ ନିଜର ଦୃଢ ସ୍ଥିତିର ଅପବ୍ୟବହାର…

‘ଓୟୋ’ ଏବଂ ‘ଏମଏମଟି-ଗୋ’ କୁ ୩୯୨ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଜାରରେ ନିଜର ସ୍ଥିତିର ଭୁଲ ଫାଇଦା ଉଠାଇବା ଓ ପ୍ରତିଯୋଗିତାର ନିୟମ ଉଲ୍ଲଂଘନ କରିବା ପାଇଁ ଅନଲାଇନ୍ ଟ୍ରାଭେଲ ଏବଂ ହସ୍ପିଟିଲିଟି କ୍ଷେତ୍ର କମ୍ପାନୀ ବିରୋଧରେ ପ୍ରତିଯୋଗିତା ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିସିଆଇ ମେକ୍ ମାଇ ଟ୍ରିପ୍- ଗୋଆଇବିବୋ…

ଚୀନର ମାନୁଫାକଚରିଂ ମଡେଲକୁ ଅନ୍ଧ ଭଳି ଅନୁସରଣ ନକରୁ ଭାରତ: ରାଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ବନ୍ଧରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ବଡ଼ ପରାମର୍ଶ ଦେଇଛନ୍ତି। ରଘୁରାମ ରାଜନ କହିଛନ୍ତି ଯେ ଭାରତକୁ ସେବା ରପ୍ତାନି ଭିତ୍ତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଭାରତ ଚାଇନାର ଉତ୍ପାଦନ ଲିଡ୍…

ଦେଶରେ ୩୫ କୋଟି ଲୋକଙ୍କ ପାଖରେ ୩ଜି-୪ଜି ଫୋନ୍ ରହିଛି, ୫ଜି ଆସିବା ପରେ କଦଣ କରିବେ ଏମାନେ?

ନୂଆଦିଲ୍ଲୀ: ଭାରତରେ ୫ଜି ସେବା ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ସରକାର ୫ଜି ୟୁଜରଙ୍କ ସଂଖ୍ୟା ଶୀଘ୍ର ବୃଦ୍ଧି କରିବା ପାଇଁ ଅନେକ ବଡ ପଦକ୍ଷେପ ନେଉଛନ୍ତି। ନିକଟରେ ସରକାର ସମସ୍ତ ସ୍ମାର୍ଟଫୋନ ନିର୍ମାତାମାନଙ୍କୁ ଯଥାଶୀଘ୍ର ୫ଜି ସ୍ମାର୍ଟଫୋନରେ ୫ଜି ସେବା ସହାୟତା ଦେବାକୁ କହିଛନ୍ତି।…

ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବ ଭାରତ: ଆଇଏମଏଫ

ନୂଆଦିଲ୍ଲୀ: ବୃହତ ଅର୍ଥନୈତିକ ଦେଶର ତାଲିକାର ଉପରମୁହାଁ ଅଗ୍ରସର ହେଉଛି ଭାରତ। ବ୍ରିଟେନ ପରେ ଏବେ ଭାରତର ଅର୍ଥନୀତି ଜାପାନକୁ ଟପିବାକୁ ଯାଉଛି। ଏବେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଇଣ୍ଟରନେଶନାଲ ମୋନିଟାରି ଫଣ୍ଡ ବା ଆଇଏମ୍ଏଫ୍ ଅନୁଯାୟୀ, ବର୍ତ୍ତମାନର ଅଭିବୃଦ୍ଧି…

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ…

ଚିନି ରପ୍ତାନିରେ ବିଶ୍ବରେ ଦ୍ବିତୀୟ ଦେଶ ଭାବେ ମୁଣ୍ଡ ଟେକିଲା ଭାରତ !

ନୂଆଦିଲ୍ଲୀ: ୨୦୨୧ -୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫,୦୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲ୍‌ଏମ୍‌ଟି ଆଖୁକୁ ଚିନି (ସୁକ୍ରୋଜ) ମିଲ୍ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲ୍‌ଏମ୍‌ଟି ଚିନି…

କେରଳ ବୁଲିବାକୁ ଚାହୁଁଛନ୍ତି କି? ଆଇଆରସିଟିସି ଆଣିଛି ସର୍ବୋତ୍ତମ ଟୁର୍ ପ୍ୟାକେଜ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ବେଳେ ବେଳେ ଅନେକ ଟୁର୍ ପ୍ୟାକେଜ୍ ଆଣିଥାଏ। ଯେଉଁଥିରେ ବିମାନ ଯାତ୍ରାଠାରୁ ଆରମ୍ଭ କରି ରହଣି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଯୋଗାଇଥାଏ। ଏଥର ଆଇଆରସିଟିସି କେରଳ ଟୁର ପ୍ୟାକେଜ ଆଣିଛି ଯେଉଁଥିରେ ଯାତ୍ରୀମାନେ ୬…

ବ୍ୟାଙ୍କିଙ୍ଗ ଆପ୍’କୁ ଟାର୍ଗେଟ କରୁଛି ବିପଦଜନକ ଭାଇରସ୍, ରୁହନ୍ତୁ ସତର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ। ଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। SBI, PNB ଏବଂ କାନାଡା…

ବ୍ୟାଙ୍କ ଅଫ୍ ବରୋଦାର ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ ସର୍ଭିସ, ମିଳିବ ଏହି ସବୁ ସୁବିଧା

ଓଡିଶା ସମ୍ବାଦ ବ୍ୟୁରୋ: ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ନୂତନ ଯୋଜନା ପ୍ରବର୍ତ୍ତନ ଜାରି ରଖିଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍ ବରୋଦା ହ୍ୱାଟସ୍ ଆପରେ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି। ଏହି ସେବା ସାହାଯ୍ୟରେ ବ୍ୟାଙ୍କର ଅନେକ ସୁବିଧା…