Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଚାରି ଦିନରେ ତୃତୀୟ ଥର ତେଲ ଦର ବଢିଛି । ଆଜି ବିଭିନ୍ନ ସ୍ଥାନରେ ତେଲ ଦର ଭିନ୍ନ ଭିନ୍ନ ଭାବରେ ବଢିଛି । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି ।  ଭୁବନେଶ୍ୱରରେ ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ୮୫ ପଇସା…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢାଇଛନ୍ତି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧…

ଚା’, ନୁଡୁଲ୍ସ ପରେ ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଚା', ନୁଡୁଲ୍ସ ଏବଂ କ୍ଷୀରର ଦାମ ବଢିଥିଲା। ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି। ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ…

ପେଟିଏମକୁ ଝଟକା, ନୂଆ ଗ୍ରାହକ ଯୋଡିବା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ଉପରେ ରୋକ୍ ଲଗାଇଛନ୍ତି । ଏଣିକି ଏହି ପେଟିଏମ୍ ବ୍ୟାଙ୍କ ନୂଆ ଗ୍ରାହକ ଯୋଡିପାରିବ ନାହିଁ । ଆରବିଆଇ ଏପରି ଆଦେଶ ଦେବା ପୂର୍ବରୁ ମେଟେରିଆଲ ସୁପରଭାଇଜର ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଚିନ୍ତାବ୍ୟକ୍ତ କରିଥିଲା । ଏପରି ଚିନ୍ତାବ୍ୟକ୍ତ…

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨ ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି…

ଋୁଷର ତେଲ କିଣିବନି ଆମେରିକା, ଭାରତ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ରକେଟ ବେଗରେ ଉପରମୁହାଁ ହୋଇଚାଲିଛି । ଏପରି ସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ଋଷର ତେଲ ଏବଂ ଗ୍ୟାସ ଉପରେ ରୋକ୍ ଲଗାଇଛି । ବ୍ରିଟେନ ମଧ୍ୟ ଏ…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…

ରିଲାଏନ୍ସ ଜିଓ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଟଙ୍କା…

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ୨୦୧୪,୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା…

ଦେଶର ସର୍ବବୃହତ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେଲା ରିଲାଏନ୍ସ ଜିଓ

ଭୁବନେଶ୍ୱର: ନିଜର ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ୍ ସେବାର ବ୍ୟବସାୟିକ ପ୍ରାରମ୍ଭ ହେବାର ପ୍ରାୟ ଦୁଇବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯୋଗାଣକାରୀ ହେବାର ଗୌରବ ହାସଲ କରିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ…

ଆଜିଠୁ ଆରମ୍ଭ ଆଇଫୋନ୍‌ ୧୩ ସିରିଜର ପ୍ରି-ବୁକିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଭାରତରେ ଆଇଫୋନ୍‌ ୧୩ ସିରିଜ୍‌ର ପ୍ରି-ବୁକିଂ। ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୩ ମିନି ଉପଲବ୍ଧ। ଏହି ସପ୍ତାହ ଆରମ୍ଭରେ ଆପଲ୍ ଆଇଫୋନ୍ ୧୩ ସିରିଜ୍ ଲଞ୍ଚ କରିଥିଲା। ଆଇଫୋନ୍ ୧୩ ମିନି ଏବଂ ଆଇଫୋନ୍ ୧୩ ଡୁଆଲ୍ ରିୟର…