Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆସିଲା ଜିଓର ନୂଆ ପ୍ରିପେଡ୍ ପ୍ଲାନ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ଲାଗି ଜିଓ ତା’ର ପ୍ରିପେଡ୍ ପ୍ଲାନରେ ସମାନ୍ୟ ପରିବର୍ତ୍ତନ କରି ଆଣିଛି ନୂଆ ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୧.୫ ଜିବି ଯାଏଁ ଡାଟା। ଜିଓ ପକ୍ଷରୁ ୨୦୨୦ ପ୍ଲାନକୁ ବଦଳା ଯାଇ ୨୧୨୧ ପ୍ଲାନ୍ କରାଯାଇଛି । ଜାଣନ୍ତୁ, ଏହି ନୂତନ…

ଖୁବଶୀଘ୍ର ଆସୁଛି ଭିଭୋର ନୂଆ ସ୍ମାର୍ଟଫୋନ; ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ଭିଭୋ ବ୍ରାଣ୍ଡ ଆଇକ୍ୟୁOO ଭାରତରେ ୨୫ ଫେବୃଆରୀକୁ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି | କମ୍ପାନୀ ତରଫରୁ ବହୁ ସମୟ ଠାରୁ ଆଇକ୍ୟୁOO 3 ର ଟିଜର ଜାରିକରିଥିଲା | ହେଲେ ଲଞ୍ଚ ପୂର୍ବରୁ ମୋବାଇଲର ସବୁ ଫିଚର୍ସ ଓ ତଥ୍ୟ ଲିକ ହୋଇଯାଇଛି | ଏହି ସ୍ମାର୍ଟଫୋନ ଇକମର୍ସ…

ଉଚ୍ଚା ଟାରିଫ ସହ ବହୁ ବର୍ଷରୁ ଆମେରିକା ବ୍ୟାପାର କୁ ପ୍ରଭାବିତ କରିଛି ଭାରତ : ଟ୍ରମ୍ପ

ଆମେରିକା: ଆମେରିକା ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ସପ୍ତାହ ରେ ଭାରତ ଯାତ୍ରା ରେ ଆସୁଛନ୍ତି | ନିଜର ଯାତ୍ରା ପୂର୍ବରୁ ଟ୍ରମ୍ପ କହିଲେ ଯେ ଭାରତ ଉଞ୍ଚ ହାର ର ଶୁଳ୍କ ସହ ବହୁ ବର୍ଷ ରୁ ଆମେରିକା ର ବ୍ୟାପାର ଖରାପ ଭାବରେ ପ୍ରଭାବିତ କରିଛି | ଆଗାମୀ ଭାରତ ଯାତ୍ରା ସମୟରେ…

ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନକ୍ୟୁବେସନ ସେଣ୍ଟର

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନକ୍ୟୁବେସନ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ…

ଦେଶର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀରେ ହେବ ଲଞ୍ଚ, ଦାମ ୫୦ ହଜାର !

ଭାରତର ପ୍ରଥମ ୫ଜି ମୋବାଇଲ ହ୍ୟାଣ୍ଡସେଟ ୨୪ ଫେବୃଆରୀ ରେ ହେବ ଲଞ୍ଚ | ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ' ରିୟଲମି' ଏହାର ଲଞ୍ଚ ପାଇଁ କରୁଛି ପୂରା ପ୍ରସ୍ତୁତି | କମ୍ପାନୀ ଅଧିକାରୀଙ୍କ କହିବା ଅନୁଯାୟୀ ଏହାର ଦାମ ପାଖାପାଖି ୫୦ ହଜାର ଟଙ୍କା | ଅଧିକାରୀ କହିଛନ୍ତି ଯେ, '୨୦୧୮ ଆରମ୍ଭ…

୬୦୦ ରୁ ୮୦୦ ଟଙ୍କାରେ ମିଳୁଛି ସାଇବର ବୀମା, ଆସନ୍ତୁ ଜାଣିବା ଏହାର ଫାଇଦା

ଦେଶ ଯେଉଁ ଗତିରେ ଡିଜିଟାଲିକରଣ ହେଉଛି ସେହି ଗତିରେ ଦେଶରେ ସାଇବର ଅପରାଧ ବଢି ବଢି ଚାଲିଛି | କିଛି ବର୍ଷ ପୂର୍ବରୁ ଯେଉଁଭଳି ଭାବେ ସାଧାରଣ ଜନତା ସହ କର୍ପୋରେଟ ସେକ୍ଟର ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି | ନିଜର କଷ୍ଟ ଉପାର୍ଜିତ ଧନର ସୁରକ୍ଷା କରିବା ଗୋଟେ ବଡ଼ ଚ୍ୟାଲେଞ୍ଜ ହେଲାଣି |…

କରୋନା ଭାଇରସରେ ପ୍ରଭାବିତ ଭାରତୀୟ ଉଦ୍ୟୋଗ: ସୀତାରମଣ

ନୂଆଦିଲ୍ଲୀ: ସରକାର ଜଲ୍ଦି ଘରୋଇ ଉଦ୍ୟୋଗ ଉପରେ କରୋନା ଭାଇରସ ର ପ୍ରଭାବ ରୁ ଉପାୟ ଘୋଷଣା କରିବେ | ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଏହା କହିଛନ୍ତି | ସେ ଭାଇରସ ର ଭୟାନକ ପ୍ରଭାବ ର ସ୍ଥିତି ର ସମୀକ୍ଷା କରିବା ପାଇଁ ଉଦ୍ୟୋଗ ପ୍ରତିନିଧି ମାନଙ୍କ ସହ ଭେଟିଛନ୍ତି | ସୀତାରମଣ…

ଭାରତରେ ଲଞ୍ଚ ହେଲା ହୋଣ୍ଡା ଫୋର୍ଜା ୩୦୦; ରୟାଲ ଏନଫିଲଡ଼କୁ ଦେବ ଟକ୍କର !

ହୋଣ୍ଡା ଫୋର୍ଜା ୩୦୦ କୁ କମ୍ପାନୀ ପ୍ରଥମେ ଗୁରୁଗ୍ରାମରେ ପ୍ରସ୍ତୁତ କରିଥିଲା | ହୋଣ୍ଡା ଏହି ବିଷୟରେ କୌଣସି ଖୁଲାସା କରିନାହିଁ, ହୋଣ୍ଡା ଫୋର୍ଜା ୩୦୦ ଭାରତ ରେ ସିବିୟୁ ( କଂପଲିଟଲି ବିଲଟ ୟୁନିଟ ) ରେ ପ୍ରସ୍ତୁତ କରି ଆଣିବ ଅବା ସିକେଡି ( କଂପଲିଟଲି ନାକ ଡାଉନ) ମଧ୍ୟମରେ ଆଣିବ | ହୋଣ୍ଡା…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି | ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି ୧୮ ବ୍ରଡ଼କାଷ୍ଟ,…

ଆହୁରି କମିଲା ସୁନାଦର: ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା କାମୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆନ୍ତର୍ଜାତୀୟ ବଜାରରେ ଶୁଦ୍ଧ ବା ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ ୪୦,୯୦୭ ଟଙ୍କାରେ ପହଞ୍ଚିଛି । କରୋନା ଆତଙ୍କରେ ସୁନାଦର ହ୍ରାସ…