Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ମାଛ ଚାଷରେ ସଫଳ ହେବାକୁ କିଏ ଦେଲା ମନ୍ତ୍ର ? ଇଂଜିନିୟର ସରୋଜଙ୍କ ବିକଳ୍ପ ପେଶାକୁ ନେଇ ପଢନ୍ତୁ ଏ କାହାଣୀ

ଭୁବନେଶ୍ୱର: କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ବଡଗାଁର ସରୋଜ ସାମଲ ପେଶାରେ ଇଂଜିନିଅର । ଲକ୍ ଡାଉନ ସମୟରେ ସେ ମାଛ ଚାଷ ପାଇଁ ମନ ବଳାଇଲେ । ପୂର୍ବରୁ ତାଙ୍କ ବାପା ମାଛ ଚାଷ କରୁଥିଲେ ସୁଦ୍ଧା ସେତେଟା ଲାଭ ମିଳୁ ନ ଥିଲା । ସରୋଜ ଗତ ଜୁନ ମାସରେ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ନେଇ…

ପନିପରିବା ଚାଷ ଜରିଆରେ କେନ୍ଦୁଝରର ୮୬୦ରୁ ଅଧିକ ପରିବାରର ଆର୍ଥିକ ଅବସ୍ଥାରେ ଆସିଛି ସୁଧାର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗାଁଗୁଡିକର ଲୋକେ ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭର କରନ୍ତି । ସାଧାରଣତଃ ପାରମ୍ପରିକ ପଦ୍ଧତିରେ ଚାଷ କରନ୍ତି । ତେବେ ଚାଷୀଙ୍କ ଉନ୍ନତ ମାନର ଫସଲ ଅମଳ ଓ ଆୟ ବଢ଼ାଇବ ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମ…

ନବଦମ୍ପତ୍ତିଙ୍କ ଅଭିନବ ପ୍ରୟାସ; ସମାଜକୁ ଦେଲେ ଏହି ନିଆରା ନିଦର୍ଶନ

ଯାଜପୁର: ନବଦମ୍ପତିଙ୍କ ଅଭିନବ ପ୍ରୟାସ। ବର କନ୍ୟା ବେଶରେ ବାଣ୍ଟିଲେ ସଚେତନତା ବାର୍ତ୍ତା। କନ୍ୟା ଭୃଣହତ୍ୟା ଓ ବୃକ୍ଷରୋପଣ ଉପରେ ଲୋକଙ୍କୁ କରାଇଲେ ସଚେତନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରାସ ଗ୍ରାମର ସରୋଜ ବେହେରା ଓ ତାଙ୍କ ପତ୍ନୀ ସାଗରତନୟା ଏଭଳି ପ୍ରୟାସ କରିଛନ୍ତି। ନିକଟରେ ଏମାନେ…

ଚାଷ ଦେଲା ଜୀବିକାକୁ ସଂଜୀବନୀ, ଏଥର ସଂଜୀବ କହିବେ ‘ମୁଁ କେମିତି ହେଲି ସଫଳ’

ଦେବଗଡ : ରିଆମାଳ ଅଂଚଳର ସଫଳ ଚାଷୀ ସଞ୍ଜିବ  ପ୍ରଧାନ । ଯୁକ୍ତ ୨ ପାସ ପରେ ଗତ ୧୦ ବର୍ଷ ହେବ ଚାଷକାର୍ଯ୍ୟ କରିଆସୁଛନ୍ତି । ପୂର୍ବରୁ ତାଙ୍କର ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଚାଷ କାର୍ଯ୍ୟରେ ସଫଳ ପାଇପାରୁ ନଥିଲି । ହେଲେ ସବୁବେଳେ ନୂତନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିରେ କିପରି ଅଧିକ…

ଟାଟା ଷ୍ଟିଲ୍ ବିଏସ୍‌ଏଲ୍‌କୁ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦

ନରେନ୍ଦ୍ରପୁର: ଟାଟା ଷ୍ଟିଲ ବିଏସ୍‌ଏଲ୍ ଜିତିଛି ସମ୍ମାନଜନକ ‘ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ୱ ସଷ୍ଟେନବିଲିଟି ପୁରସ୍କାର ୨୦୨୦' । ପ୍ଲାଟିନମ୍ ବର୍ଗରେ ଟାଟା ଷ୍ଟିଲ ବିଏସ୍‌ଏଲ୍ ଏହି ପୁରସ୍କାର ହାସଲ କରିଛି । ଡିସେମ୍ବର ୧୬ ତାରିଖରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଏକାଦଶ ବିଶ୍ୱ…

କ୍ୟାନସର ରୋଗୀଙ୍କ ପାଇଁ ନିଜର ଘନ କେଶ ଦାନ କରି ସଭିଙ୍କ ପାଇଁ ଆଦର୍ଶ ସାଜିଲେ ଶୃତି ସ୍ୱପ୍ନା

ବାରିପଦା: କେଶ ହେଉଛି ନାରୀର ଗହଣା ଏବଂ ସୌନ୍ଦର୍ଯ୍ୟର ପ୍ରତିକ । ବିଶେଷକରି ନାରୀ ମାନଙ୍କର ସୌନ୍ଦର୍ଯ୍ୟ ବଢ଼ାଇବାପାଇଁ କେଶର ଭୁମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଝିଅ ବହୁ ମାନେ ନିଜର କେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବାପାଇଁ ଖୁବ୍ ଜତ୍ନ ନେଇଥାନ୍ତି । ମାତ୍ର ବାରିପଦା ସହରର ଜଣେ…

ସୋଆ ଏସ୍‌ଏଚ୍‌ଏମ୍‌ର ୧୧ ଦିନିଆ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ । କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର । ତୁମର ଲକ୍ଷ୍ୟ,…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ଛେଳି ଚାଷ ଅଭିଯାନ; ୯୫୦ ପରିବାର ପାଇଁ ନିରନ୍ତର ଜୀବିକା ହାସଲରେ ହେଉଛି ସହାୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୧୮ ପରଠାରୁ ଯୋଡ଼ାର ପଶୁପାଳନ ବିଭାଗ ସହଯୋଗିତାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗ୍ରାମାଂଚଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ ବାଣିଜ୍ୟିକ ଛେଳି ଚାଷର ପ୍ରସାର କରାଯାଉଛି । ଏହି ଅଭିଯାନ ତ୍ୱରିତ ଆୟ ଉତ୍ସ ପ୍ରଦାନ କରି ୯୫୦ରୁ ଅଧିକ ପରିବାର…

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୋଷ୍ଠୀ ଶିକ୍ଷା ଗବେଷଣା…

ଯୋଡ଼ା : ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । ଗାଁର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ ଏହି…

୧୦ ଟଙ୍କାରେ ମିଳୁଛି ଜୀବନ ଶିକ୍ଷା !

ମୁମ୍ବାଇ: ମଣିଷର ସବୁଠୁ ଘନିଷ୍ଠ ବନ୍ଧୁ ହେବାର ପ୍ରଥମ ଦାବିଦାର ହେଉଛି ବହି । ତେବେ ଆଜି ବହିର ସ୍ଥାନକୁ ମୋବାଇଲ୍ ଫୋନ୍ ମାଡି ବସିଛି । ହେଲେ ବହି ଯାହା ଆମକୁ ଶିକ୍ଷା ଦେଇଛି ତାହା ଆଉ କେହି ଦେଇପାରିବେ ନାହିଁ । ଏ କଥାକୁ ଆପଣ ବି ଅମାନ୍ୟ କରିପାରିବେ ନାହିଁ । ମୁମ୍ବାଇର ଜଣେ ବ୍ୟକ୍ତି…