Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ପୁଣି ମାନବିକତା ଦେଖାଇଲେ ସୋନୁ: ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା ସହ ଯୋଗାଇଦେଲେ ଆର୍ଥିକ ସହାୟତା

ମୁମ୍ବାଇ: ପୁଣି ମାନବିକତା ଦେଖାଇଛନ୍ତି ରିୟଲ ଲାଇଫ ହିରୋ ସୋନୁ ସୁଦ। ଲକଡାଉନରେ ପ୍ରବସୀଙ୍କ ପାଇଁ ହିରୋ ସାଜିଥିବା ସୋନୁ ଏବେବି ଜାରି ରଖିଛନ୍ତି ନିଜ କାମ । ଏହାପୂର୍ବରୁ ଜଣେ ଚାଷୀକୁ ସୋନୁ ଟ୍ରାକ୍ଟର ଉପହାରରେ ଦେଇଥିବା ବେଳେ ପୁଣି ଆଉ ଜଣେ ଅସହାୟଙ୍କୁ ସହାୟତା ଯୋଗାଇ ଚର୍ଚ୍ଚାରେ ଏହି…

କରୋନା ସହ ଲଢେ଼ଇ କରିବ ସୌରଶକ୍ତି ଚାଳିତ ସାନିଟାଇଜର ମେସିନ

ଯାଜପୁର: ମହାମାରୀ କରୋନା ସହ ଲଢେଇରେ ସହାୟତା କରିବ ସୌରଶକ୍ତି ଚାଳିତ ସନିଟାଇଜର ମେସିନ। ଏହାକୁ ବ୍ୟବହାର କରି ସମସ୍ତେ ସୁରକ୍ଷିତ ରହିବେ। ସମଗ୍ର ରାଜ୍ୟରେ କରୋନା ଜନିତ ବିଭିନ୍ନ କଟକଣା ଜାରି ରହିଥିବା ବେଳେ ଯାଜପୁର ଅଂଚଳର ଜଣେ ୨୧ ବର୍ଷୀୟ ଯୁବ ଇଞ୍ଜିନିୟରିଂ ଛାତ୍ର ଏକ ସ୍ୱତନ୍ତ୍ର…

ପେଷାରେ ସେ ରିକ୍ସା ଚାଳକ, ନିଶା ତାଙ୍କର କବିତା ରଚନା; ଜାଣନ୍ତୁ ଏହି ରିକ୍ସାବାଲା କବିଙ୍କୁ

ଯାଜପୁର: ନିଶା ଆଗରେ ହାର ମାନିଛି ଦାରିଦ୍ର‌୍ୟତା । ପେଷା ସିନା ରିକ୍ସା ଚଳାଇବା ହେଲେ ନିଶା ତାଙ୍କର କବିତା ରଚନା କରିବା । ଏ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ କୋରାବନ୍ଦି ଗାଁର କୈଳାସ ପାତ୍ର । ସ୍ଥାନୀୟ ଅଂଚଳରେ ରିକ୍ସାବାଲା କବି ନାମରେ ସେ ବେଶ ପରିଚିତ । ରିକ୍ସା…

ରିଲାଏନ୍ସ ଫାଉଣ୍ଡେସନର ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ଜରିଆରେ ଲାଭାନ୍ୱିତ ହେଲେ ମୟୂରଭଂଜର ଚାଷୀ ପ୍ରହଲ୍ଲାଦ ମହନ୍ତ

ଭୁବନେଶ୍ୱର : ମୟୂରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ । ପ୍ରତିବର୍ଷ ସେ ଜମିରେ କଲରା, ଟମାଟୋ, ବାଇଗଣ ଆଦି ଚାଷ କରିଥାନ୍ତି । ଚଳିିତ ବର୍ଷ ବି ଏସବୁ ଚାଷ କରିଥିଲେ । ଫଳ ବି ଭଲ ଆସିଥିଲା । ତେଣୁ ଆଶା ଥିଲା ଏଗୁଡିକୁ ବଜାରରେ ବିକ୍ରି କରି ଭଲ ଦି ପଇସା…

ଲକ୍ଷାଧିକ ଟଙ୍କାର ଗୋଲ୍ଡ ବ୍ରେସଲେଟ ପାଇ ପୋଲିସକୁ ଫେରାଇଲେ ଏହି ଯୁବ ଆଇନଜୀବୀ !

ବ୍ରହ୍ମପୁର: ନିଜର ସଚ୍ଚୋଟତା ଲାଗି ଆଜି ବ୍ରହ୍ମପୁରର ଜଣେ ଯୁବ ଆଇନଜୀବୀ ସବୁ ମହଲରୁ ପ୍ରଶଂସିତ ହେବାରେ ଲାଗିଛନ୍ତି । ବାଲାଜୀ ରେଡ୍ଡୀ ନାମକ ଜଣେ ଯୁବ ଆଇନଜୀବୀ ଗୋପାଳପୁର ଜଙ୍କସନରେ ୧.୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ଗୋଲ୍ଡ ବ୍ରେସଲେଟ୍ ପାଇଥିଲେ । ସେ ଏହି ମୂଲ୍ୟବାନ ବ୍ରେସଲେଟଟିକୁ…

କନ୍ଧମାଳର ‘ପ୍ରଥମ ଫ୍ଲାଇଂ ଅଫିସର୍‌’ ହେବାର ଗୌରବ ଅର୍ଜନ କଲେ ଏହି ଓଡ଼ିଆ ଝିଅ !

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଦୂର୍ଗମ ତଥା ନିପଟ ମଫସଲ ଅଞ୍ଚଳରରେ ଏକ ଉଜ୍ଜ୍ୱଳ ତାରକା ସଦୃଶ ଜଣେ ଝିଅ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । ସେ ହେଉଛନ୍ତି ଭାରତୀୟ ବାୟୂସେନା (ଆଇଏଏଫ) ର ଫ୍ଲାଇଂ ଅଫିସର୍ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ପିଲାଟି ବେଳୁ ଭଲ ପାଠ ପଢୁଥିଲେ ମଧ୍ୟ ପରିବାରରେ…

ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍‌ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ। ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍‌ ୩ ପର୍ଯ୍ୟନ୍ତ…

ପ୍ରକୃତ ଅର୍ଥରେ ପବିତ୍ର ହେଲା ଗଙ୍ଗା; ଲକଡାଉନରେ ହେଲା ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ !

ଭୁବନେଶ୍ୱର: କଥାରେ ଅଛି ମଣିଷ ଯେତେବେଳେ ହାର ମାନିଯାଏ ପ୍ରକୃତି ନିଜର ବାସ୍ତବ ରୂପକୁ ନିଜେ ଫେରିଯାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପବିତ୍ର ଗଙ୍ଗାନଦୀ । ବର୍ଷବର୍ଷ ଧରି ଏ ସମାଜର ପାପ ଧୋଇ ଆସୁଥିବା ପବିତ୍ର ଗଙ୍ଗା ପ୍ରକୃତ ଅର୍ଥରେ ପବିତ୍ର ପାଲଟିଯାଇଛି। ଏହା ନିଜର ସ୍ୱଚ୍ଛତା ଫେରି…

ଅରକ୍ଷିତକୁ ଦଇବ ସାହା; ରାସ୍ତାକଡ଼ରୁ ଉଦ୍ଧାର ହେଲେ ଦୁଇ ବୟସ୍କ ବ୍ୟକ୍ତି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଲବେଣ୍ଟା ପଞ୍ଚାୟତ ସନ୍ଧିଗାଁ ଗ୍ରାମର ଦୃଯ୍ୟ ସେଠୀ (୫୮) ସ୍ତ୍ରୀ ମଞ୍ଜରୀ ସେଠୀ (୫୧) ଦିଗପହଣ୍ଡିରୁ ବାଇକ୍ ରେ ଗ୍ରାମ କୁ ଫେରିବା ସମୟରେ ଗାଡି ଆଗକୁ ଏକ ମେଣ୍ଢା ଆସି ଯାଇଥିଲା । ଧକ୍କାରେ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ ଦୁହେଁ ।ସ୍ଥାନୀୟ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ବ୍ରହ୍ମପୁରର ଏହି ବ୍ୟକ୍ତି, ନିର୍ମାଣ କଲେ ୩ମିମି.ର କଳାକୃତି

ବ୍ରହ୍ମପୁର: ପ୍ରାୟ ୧.୩ ସେମି. ଉଚ୍ଚତା ଏବଂ ୧.୪ ସେମି. ପ୍ରସ୍ଥ ବିଶିଷ୍ଟ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛୋଟ ରଥ ତିଆରି କରିବାର ଦୁଇ ଦିନ ପରେ, ବ୍ରହ୍ମପୁରର ସତ୍ୟ ମହାରଣା ମାତ୍ର ୩ ମିମି. ଉଚ୍ଚତା ଓ ୨ ମିମି. ପ୍ରସ୍ଥ ବିଶିଷ୍ଟ କାଠରେ ଏକ ରଥ ତିଆରି କରି ନିଜ ରେକର୍ଡ ନିଜେ…