Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା; ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ…

ସୁନ୍ଦରଗଡ଼: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି। ଅପରେସନ କରିବାକୁ ପଡ଼ିବ। ଝିଅକୁ କେମିତି ଭଲ କରିବୁ ଆମେ ଚିନ୍ତାରେ…

ନବୀନ: ଜଣେ ହାରି ନ ଥିବା ଚାଷୀର ନାଁ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ…

ସିଏସ୍‌ଆର୍‌: ରାୟଗଡାରେ ଉତ୍କଳ ଆଲୁମିନା ପକ୍ଷରୁ କରାଗଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କିଛି ପଛୁଆ ଅଂଚଳ ଲୋକଙ୍କୁ ସହଜରେ ବିଶୁଦ୍ଧ ପିଇବା ପାଣିର ସୁବିଧା କଲା ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ସ୍ୱରୂପ କମ୍ପାନୀ ଏହି ସୁବିଧା ଯୋଗାଇ ଦେଇଛି ।…

ଗ୍ରୀନ ମିଶନରେ ଓଡ଼ିଶାର ଏହି ଶିକ୍ଷୟତ୍ରୀ; ଖର୍ଚ୍ଚ କଲେଣି ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଅନୁଗୁଳ: ଗୀତାଞ୍ଜଳୀ ସାମଲ । ପେଷାରେ ଶିକ୍ଷୟତ୍ରୀ ମାତ୍ର ନିଶା ତାଙ୍କର ପରିବେଶ ସୁରକ୍ଷା । ନିଜ ସଞ୍ଚୟରୁ ପାଖାପାଖି ୮ ଲକ୍ଷ ଟଙ୍କା ଖର୍ଚ୍ଚ ଏକ ସବୁଜ ପରିବେଶ ସୃଷ୍ଟି କରିଛନ୍ତି ଗୀତାଞ୍ଜଳୀ । ଗତ ଛଅ ମାସ ମଧ୍ୟରେ ଗୀତାଞ୍ଜଳି ଅଙ୍ଗୁଲର ବିଭିନ୍ନ ସ୍ଥାନରେ ୧୦ ହଜାରରୁ ଅଧିକ ଚାରା ରୋପଣ…

୪୦୦ କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କରି ମୁଁ ଥକିପଡିଲିଣି !

ଆସାମ: ଶେଷକୃତ୍ୟ ସମ୍ପନ୍ନ କରିବା ସହଜ କଥା ନୁହେଁ । ହେଲେ ଯଦି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର କଥା ଉଠେ, ସେଠି କଣ କରିବେ ଆପଣ? ଏହି ମାମଲାରେ କିନ୍ତୁ ପଛଘୁଂଚା ଦେଇନଥିଲେ ୪୩ ବର୍ଷୀୟ ରାମାନନ୍ଦ ସରକାର । ବିନା ଦ୍ୱିଧାରେ ସେ ୪୦୦ରୁ ଅଧିକ କରୋନା ସଂକ୍ରମିତଙ୍କ ଶେଷକୃତ୍ୟୁ…

ରିୟଲ ଲାଇଫରେ ଆଇପିଏସ୍ ଅଫିସରଙ୍କ ଡବଲ ରୋଲ୍ !

ଆସାମ: ପାହ୍ୟା ପୋଲିସ ଅଫିସର । ହେଲେ ଲୋକଙ୍କ ପାଖରେ ପାଲଟିଛନ୍ତି ଡାକ୍ତର । ରିୟଲ୍ ଲାଇଫରେ ଡବଲ୍ ରୋଲ୍ । ଗୋଟେପଟେ ଏସ୍‌ପି ଭାବେ ନିଯୁକ୍ତି । ହେଲେ କରୋନା କାଳରେ ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରୁଛନ୍ତି । ଏପରି ମହତ କାମ କରି ସମସ୍ତଙ୍କ ପାଖରେ ଉଦାହରଣ ପାଲଟିଛନ୍ତି ଏସ୍‌ପି ରବିନ୍…

ମେଡ଼ିସିନ ବାବା: ଧନୀଙ୍କ ପାଖେ ହାତ ପତେଇ ଗରିବଙ୍କ ପାଇଁ ଏକାଠି କରନ୍ତି ଔଷଧ

ନୂଆଦିଲ୍ଲୀ: ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ ।  କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ…

ହଜିଯାଇଥିଲା ପାସ୍‌ପୋର୍ଟ, ୧୬ବର୍ଷ ପରେ ଘରକୁ ଫେରିଲେ !

ତେଲେଙ୍ଗାନା: କାମ ପାଇଁ ଭିଟାମାଟି ଛାଡିଥିଲେ । ଭାବିଥିଲେ ବିଦେଶରେ ଦି ପଇସା ଆୟ କରି ଘର ପରିବାର ଚଳେଇବେ । ହେଲେ ପରିବାର କଥା ଛାଡନ୍ତୁ ୧୬ ବର୍ଷ ଧରି ଖୋଦ ନିଜେ ଘରକୁ ଫେରିପାରିନଥିଲେ । ଇଛା ବିରୋଧରେ ବିଦେଶରେ ଫସିରହିଥିଲେ । ହେଲେ ଶେଷରେ ନିଜ ଘରକୁ ଫେରିଛନ୍ତି ହାଇଦ୍ରାବାଦର ଜଣେ ୪୮…

କରୋନା ଧାରରେ କଟୁଛି ସମ୍ପର୍କର ଡୋରି !

ନା ଥିଲା ଘୃଣାଭାବ ନା ଥିଲା ବିଦ୍ୱେଷ । ତଥାପି ମୃତ ବାପାକୁ ମୁଖାଗ୍ନି ଦେଇପାରିନଥିଲା ଅଭାଗା ପୁଅ । କରୋନା ଆଶଙ୍କାରେ ଅନୁଗୁଳର କଳମଛୁଇଁ ଗାଁର ଜଣେ ବ୍ୟକ୍ତି ନିଜ ଶେଷ ସମୟରେ ଏକାକି ହୋଇପଡିଥିଲେ । ସୁରେଶ ନାମକ ଜଣେ ବ୍ୟକ୍ତିଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ତାଙ୍କ…

ଲକଡାଉନ ସାଜିଲା ବରଦାନ: ଚିତ୍ରଶିଳ୍ପୀ ସାଜିଲେ ଯୁବତୀ

ଯାଜପୁର: କରୋନା କାହାପାଇଁ କାଳ ସାଜିଛି ତ ଆଉ କାହା ପାଇଁ ସୁଯୋଗ ସୃଷ୍ଟି କରିଛି । କାହା ନିକଟରୁ ନିଜ ଲୋକଙ୍କୁ ଛଡାଇ ନେଇଛି ତ ଆଉ କାହାକୁ ଆତ୍ମୀୟସ୍ୱଜନଙ୍କ ସହ ଯୋଡ଼ିଛି । ତେବେ ଏହି ମହାମାରୀ କରୋନା ପାଇଁ ଯାଜପୁର ସୁକିନ୍ଦା ଅଂଚଳର ଜଣେ ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି…