Latest Odisha News

BREAKING NEWS

Browsing Category

WORLD

India’s Mega Deal with France: ଭାରତର ସବୁଠାରୁ ବଡ ଡିଲ୍…ଚୀନ, ପାକିସ୍ତାନର ଉଡିବ ନିଦ!

ନୂଆଦିଲ୍ଲୀ: ଭାରତର ମେଗା ପ୍ଲାନ୍ ଉଡିବ ପାକିସ୍ତାନ-ଚୀନ ହୋସ୍… ଫ୍ରାନ୍ସରୁ ଆସୁଛି ଆଉ ୧୧୪ ରାଫେଲ୍! ଭାରତୀୟ ବାୟୁସେନାକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୧୧୪ଟି ନୂତନ ରାଫେଲ ଲଢ଼ୁଆ ବିମାନ କ୍ରୟ ପାଇଁ ଆଲୋଚନା ତୀବ୍ର ହୋଇଛି। ପ୍ରାୟ ୪୦ ବିଲିୟନ ଡଲାର…

‘Trump love India, Modi’: “ମୁଁ ମୋଦିଙ୍କୁ ଭଲ ପାଏ…ମୋଦି ମହାନ୍…”, ଫୋନ୍ ରିସିଭ୍ ହେଉ ହେଉ ପ୍ରଶଂସାରେ…

ନୂଆଦିଲ୍ଲୀ: "ଆଇ ଲଭ୍ ପ୍ରାଇମିନିଷ୍ଟର ମୋଦି" "ଆଇ ଲଭ୍ ଇଣ୍ଡିଆ" ଚାଲିଥିଲା ଲାଇଭ୍ ଇଭେଣ୍ଟ । ଫୋନ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ । ଦିଲ୍ଲୀରେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଏକ ସ୍ୱତନ୍ତ୍ର…

Fired at White House: ହ୍ୱାଇଟ୍ ହାଉସ ଭିତରେ ବସିଥିଲେ ଡୋନାଲ୍ଡ ଟ୍ରମ୍ପ, ହଠାତ୍ ଫୁଟିଲା ଗୁଳି…

ନୂଆଦିଲ୍ଲୀ: ପୁଣି ହ୍ବାଇଟ୍ ହାଉସ୍ ସୁରକ୍ଷା ବିଚ୍ୟୁତି । ଭିତରେ ଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫୁଟିଲା ଗୁଳି । ପୁଣିଥରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। ପ୍ରକୃତରେ, ଶନିବାର ସନ୍ଧ୍ୟାରେ, ଜଣେ ବ୍ୟକ୍ତି ହ୍ୱାଇଟ୍…

Trump’s Daughter in Target: ଡୋନାଲ୍ଡ ଟ୍ରମ୍ପଙ୍କ ଝିଅଙ୍କୁ ଜୀବନରୁ ମାରିଦେବାକୁ ବଡ ଷଡଯନ୍ତ୍ର, ଅଳ୍ପକେ…

ନୂଆଦିଲ୍ଲୀ: ଇରାନର ଛୋଟରୁ ବଡ ନେତା ସମସ୍ତଙ୍କୁ ସଫା କରିଛନ୍ତି ଆମେରିକା ଏବଂ ଇସ୍ରାଏଲ । ଏବେ ପ୍ରତିଶୋଧର ବହ୍ନି ଜଳୁଛି । ଏହି ସମୟରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏବେ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ…

Trump’s Son Wedding: “ଗଲେ ମରିବି…”, ପୁଅ ବାହାଘରକୁ ଯିବେନି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ:  “ଗଲେ ମରିବି…ନଗଲେ ବି ମରିବି…”, ବିବାହ ବନ୍ଧନରେ ବାନ୍ଧି ହେବେ ପୁଅ । ଯାଇପାରିବେନି ବୋଲି କହିଲେ ଟ୍ରମ୍ପ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ପ୍ରସଙ୍ଗଟି କୌଣସି ନିର୍ବାଚନ ରାଲି କିମ୍ବା ବୈଦେଶିକ ନୀତି…

Trump-Netanyahu Rift: ଟ୍ରମ୍ପ ଉପରେ ରାଗିଗଲେ ନେତାନ୍ୟାହୁ, ଫୋନ କଲରେ ମୁହାଁମୁହିଁ ଦୁଇ ନେତା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନ ସହିତ ଚାଲିଥିବା ଯୁଦ୍ଧର ଭବିଷ୍ୟତକୁ ନେଇ ଉଷ୍ମ ଆଲୋଚନା କରିଛନ୍ତି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆଲୋଚନା ଦୁଇ ନେତାଙ୍କ ମଧ୍ୟରେ ରଣନୀତିରେ ପାର୍ଥକ୍ୟ…

Iran Plans Bounty For Trump, Netanyahu: ‘୫୬୦ କୋଟି ନିଅ…ଟ୍ରମ୍ପ-ନେତାନ୍ୟାହୁଙ୍କୁ ସଫା କରିଦିଅ…’

ନୂଆଦିଲ୍ଲୀ: ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ଇରାନର ଯୋଜନା ଶୁଣିଲେ ଉଡିଯିବ ହୋସ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ମାରିବାକୁ ଦେଉଛି ସୁପାରୀ କିଲିଂ! ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି।…

India-Netherland Ties: ନେଦରଲାଣ୍ଡରେ ନିଜ ପ୍ରତିପକ୍ଷଙ୍କ ସହ ପିଏମ୍ ମୋଦିଙ୍କ ବିଶେଷ ବୈଠକ, ଚୋଳ ବଂଶର ତମ୍ବା…

ନୂଆଦିଲ୍ଲୀ: ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ସମ୍ପର୍କରେ ଏକ ନୂତନ ଏବଂ ଐତିହାସିକ ଅଧ୍ୟାୟ ଯୋଡାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଡଚ୍ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଏକ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସାକ୍ଷାତ ସମୟରେ, ଦୁଇ ଦେଶ…

Islamic State ‘second in command’ killed: ISISର ଟପ୍ ଆତଙ୍କୀକୁ ମାରି ଗଡାଇଲା ଆମେରିକା, ଟ୍ରମ୍ପଙ୍କ ବଡ ଦାବି

ନୂଆଦିଲ୍ଲୀ: ଆମେରିକା ବିଶ୍ୱ ଆତଙ୍କବାଦ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଶୀର୍ଷ ISIS କମାଣ୍ଡର ଆବୁ-ବିଲାଲ ଅଲ-ମିନୁକିକୁ ହତ୍ୟା କରିଥିବା ଦାବି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ ମାଧ୍ୟମରେ ଏହି…