Latest Odisha News

BREAKING NEWS

Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

ସଂକଟରେ ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟ, ଗୁରୁତ୍ୱପୂର୍ଣ୍ଣ ଉପକରଣ ନେଇଗଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କରାଜ ଚଳାଇଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରିବା ପାଇଁ ସୈନ୍ୟବଳ ଲଗାଇଛି । ରୁଷର ଟାର୍ଗେଟରେ ନ୍ୟୁକ୍ଲିୟର ପ୍ଲାଣ୍ଟ । ଚେର୍ଣ୍ଣୋବିଲ୍ ପରମାଣୁ ପ୍ଲାଣ୍ଟକୁ ନିଜ ଅକ୍ତିଆରରେ ରଖିଛି ରୁଷ ସେନା । ସେଠାରୁ ରିମୋଟ୍ ଡାଟା ଟ୍ରାନ୍ସମିସନ…

ୟୁକ୍ରେନର ୬୧ଟି ହସ୍ପିଟାଲକୁ ଛାରଖାର କଲାଣି ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଭିତରେ ୧୪ ଦିନ ହେଲାଣି ଘମାଘୋଟ ଯୁଦ୍ଧ ଚାଲିଛି । ପୁଟିନ୍ ସେନାର ଘନ ଘନ ଆକ୍ରମଣରେ ୟୁକ୍ରେନର ବହୁ ସହର ଛାରଖାର । ଗୋଟିଏ ପରେ ଗୋଟିଏ ସହରରେ ଯୁଦ୍ଧ ବିଭୀଷିକା ବଢ଼ି ଚାଲିଛି । ଆବାସିକ ସ୍ଥାନ ଉପରେ ଖସୁଛି ବଡ଼ ବଡ଼ ବୋମା ଓ ରକେଟ୍ । ହସ୍ପିଟାଲରେ…

ରୁଷରୁ ଗ୍ୟାସ୍ ଓ ତେଲ ଆମଦାନୀ ବ୍ୟାନ୍ କଲା ଆମେରିକା

ୱାଶିଂଟନ୍: ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ଆମେରିକା । ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି…

ଋଷ୍ ୟୁକ୍ରେନ ଯୁଦ୍ଧ : ”ମୁଁ କିଭ୍‌ରେ ଅଛି ,କାହାକୁ ଭୟ କରୁନି” ଭିଡିଓ ସେୟାର କରି କହିଲେ ୟୁକ୍ରେନ୍…

ଦିଲ୍ଳୀ : ଋଷ୍ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷ୍ ଘନ ଘନ ମିଜାଇଲ ମାଡରେ ପୁରା ଧ୍ୱଂସ ହୋଇଗଲାଣି ୟୁକ୍ରେନ ।ଏହି ସମୟରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡୋମିର୍ ଜେଲେନସ୍କିଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ନିଜେ ରଷ୍ଟ୍ରପତି ନିଜ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି…

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍…

ଋଷ୍ ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ମୋଦି

ଦିଲ୍ଲୀ :ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିନିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ ଉପୁଜିଥିବ ବିବାଦୀୟ ପରିସ୍ଥିତି ଏବଂ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ…

[ଦେଖନ୍ତୁ ଭିଡିଓ] ଋଷ–ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କର ତେଲ ଡିପୋରେ ବଡ଼ ଧରଣର ବିସ୍ଫୋରଣ

ଦିଲ୍ଲୀ : ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ । ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ…

[ଦେଖନ୍ତୁ ଭିଡିଓ] ଟାର୍ଗେଟରେ ୟୁକ୍ରେନ୍ : ବଳ ବଢାଇବାକୁ ଋଷ ସହିତ ସିରିଆ ସେନା ସାମିଲ

ଦିଲ୍ଲୀ: ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ। ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।…

[ଦେଖନ୍ତୁ ଭିଡିଓ] ୟୁକ୍ରେନର ତୃତୀୟ ଆଣବିକ କାରଖାନା ଦଖଲ ପାଇଁ ଋଷର ମେଗା ମିଶନ

ଦିଲ୍ଲୀ: ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ୟୁକ୍ରେନରେ ତାଣ୍ଡବଲୀଳା ରଚାଇଛି ୟୁକ୍ରେନ୍। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଘେରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବି ବଢି ଚାଲିଛି। କିଛି ଦିନ ତଳେ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିବା ବେଳେ ଏବେ ପୁଣି ତୃତୀୟ…

ମାରିୟୁପୋଲରେ ନା ଅଛି ପାଣି ନା ବିଜୁଳି , ଉଦ୍ଧାର ହୋଇପାରୁନି ମୃତଦେହ

ଦିଲ୍ଲୀ : ମାରିୟୁପୋଲ ସହର ଉପରେ ସକାଳୁ ସକାଳୁ ବୋମାବର୍ଷା କରୁଛନ୍ତି ଋଷ୍ ସେନା । ବୋମାମାଡରେ ଥରୁଛି ମାରିୟୁପୋଲ । ବିସ୍ଫୋରଣ ଶବ୍ଦରେ ଚାରିଆଡେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ପରିସ୍ଥିତି ଖୁବ୍‌ ଜଟିଳ ଏବଂ ରୁଷୀୟ ସେନା ମାନବୀୟ କରିଡର୍‌ ଅବରୋଧ କରିସାରିଛି । ଆଜକୁ ୫ ଦିନ ହେବ…