Latest Odisha News

BREAKING NEWS

Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

ୟୁକ୍ରେନ୍‌-ଋଷିଆ ଯୁଦ୍ଧ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଋଷିୟ କଳାକାର

ଭୁବନେଶ୍ୱର: ଦିନକୁ ଦିନ ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ସାରା ବିଶ୍ୱରେ ଅସାନ୍ତି ବଢିବାରେ ଲାଗିଛି । ଉଭୟ ଦେଶ ତଥା ଅନ୍ୟ ଦେଶର ଲୋକେ ଯୁଦ୍ଧରେ ବିରାମ ଲଗାଇବାକୁ ଅନୁରୋଧ କରିବା ସହ ଆନ୍ଦୋଳନ କରୁଛନ୍ତି । ଏପରି ସ୍ଥିତିରେ ଯୁଦ୍ଧ ରୋକିବା ଲାଗି ଜଣେ ଋଷିୟ କଳାକାର ଅଭିନବ…

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

ଦିଲ୍ଲୀ : ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫…

ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ବଡ଼ ବୟାନ: ବର୍ଷ ଶେଷ ଯାଏଁ ଜାରି ରହିବ ଯୁଦ୍ଧ

୫୦ରୁ ଅଧିକ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ କେବେ ସରିବ ଓ କିପରି ଶାନ୍ତି ଫେରିବ, ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କିନ୍ତୁ ଏହାରି ଭିତରେ ଆମେରିକାର ଏକ ଆକଳନ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଆମେରିକା ପକ୍ଷରୁ କୁହାଯାଇଛି, ଏହି ଯୁଦ୍ଧ…

ୟୁକ୍ରେନର ବୁଚା ସହରରେ ରୁଷିଆର ନରସଂହାର: ଦୁଷ୍କର୍ମ ସହ ବଢୁଛି ହତ୍ୟା

ୟୁକ୍ରେନର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭର ବୁଚା ଅଂଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତାର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଂଚଳକୁ ଗସ୍ତ କରି ଜାତୀୟ,…

ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କଲେ ଋଷିୟ ସୈନିକ, ଲାଗିଲା ଦେଶଦ୍ରୋହ କଳଙ୍କ

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଚକିତକର ଖବର । ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କରିବାରୁ ଋଷିୟ ସୈନିକଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ସମେତ ଦେଶଦ୍ରୋହର ଆଖ୍ୟା । ପଢି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ବି ପାଖାପାଖି ୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ…

ଜଳୁଛି ବର୍ବରତାର ନିଆଁ : ୟୁକ୍ରେନରେ ନାବାଳିକାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା

 ଭୁବନେଶ୍ୱର: ଜଳୁଛି ବର୍ବରତାର ନିଆଁ। ଜଳୁଛି ସହର । ଯୁଆଡେ ଚାହିଁ କୁଢ କୁଢ ଶବ। ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ସୀମା ଟପିଯାଇଛି ଋଷ। ପ୍ରତିଦିନ ଲୋମହର୍ଷଣ କାରୀ ଘଟଣା ମାନ ଦେଖିବାକୁ ମିଳିଛି। ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଋଷର ନରସଂହାର ବଢିଚାଲିଛି। ରାସ୍ତାଘାଟରେ ପଡ଼ି…

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି…

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି: ଆଗକୁ ଖାଦ୍ୟ ସଙ୍କଟ ନେଇ ସତର୍କ ବାଣୀ

ଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର…

[ଦେଖନ୍ତୁ ଭିଡିଓ] ଯୁଦ୍ଧ ବିରୋଧରେ ଧାରଣା ବେଳେ ରୁଷ୍ ସେନାର ଆଖିବୁଜା ଗୁଳିମାଡ଼

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନରେ ଆତଙ୍କ ଖେଳାଉଛି ରୁଷ୍ ସେନା । ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । ଆବାସିକ ସ୍ଥଳୀ ଉପରେ ହମଲା କରୁଛି । ଯୁଦ୍ଧ ବିରୋଧରେ ଧାରଣ ବେଳେ ଲୋକଙ୍କ ଉପରେ ବି ଗୁଳିମାଡ଼ କରୁଛି । ଖେରସୋନରୁ ଏଭଳି ଚିତ୍ର ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍…