Latest Odisha News

BREAKING NEWS

Browsing Category

ରୁଷ-ୟୁକ୍ରେନ୍ ଯୁଦ୍ଧ

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ବରଗଡ଼ର ୨ ଛାତ୍ର

ବରଗଡ଼ : ଚାଲିଛି ଘମାଘୋଟ ଯୁଦ୍ଧ। ଲଢେଇରେ କେହି ବି ପଛକୁ ହଟିବାର ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୮ଦିନ ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିିତି ଜଟିଳ ହେବାରେ ଲାଗିଛି । ସେପଟେ ୟୁକେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଭାରତକୁ ଫେରିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ…

ଭାରତ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ନାଗରିକ

ଦିଲ୍ଲୀ: ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରି ଦେଶକୁ ଅଣାଯାଉଛି । ଏହି ଅଭିଯାନରେ ୟୁକ୍ରେନରେ ଡାକ୍ତରୀ ପାଠପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଦେଶରେ ପହଁଚିବା ପରେ ଗତକାଲି ସନ୍ଧ୍ୟାରେ ୪ଜଣ ଓଡିଆ…

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ମୃତ, ବ୍ରେନ ଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ସନ୍ଦେହ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି । ତେବେ ଏହି ସମୟରେ ଆଉ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି । ନବୀନଙ୍କ ପରେ ପଞ୍ଜାବର ୨୨ବର୍ଷୀୟ ଛାତ୍ର ଚନ୍ଦନ ଜିନ୍ଦଲ ଏହି ଆକ୍ରମଣ ସମୟରେ ପ୍ରାଣ ହରାଇଛନ୍ତି। ଚନ୍ଦନ…

ୟୁକ୍ରେନ୍ ଓ ଋଷ ଯୁଦ୍ଧ ତୀବ୍ରତର: ମିସାଇଲ ମାଡ଼ରେ ଭୁଷୁଡିଲା ପୋଲିସ ବିଲ୍ଡିଂ, ୨୧ ମୃତ

ଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଦିନକୁ ଦିନ ଏହି ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ୭ ଦିନ ଧରି ଲଗାତାର ଭୀଷଣ ଯୁଦ୍ଧ ଲାଗିରହିଛି । ଆଜି ଋଷ ଆକ୍ରମଣକୁ ଆହୁରି ତୀବ୍ର କରିଛି । ଖାରକିଭ୍ ଏବଂ କିଭ୍ ସହର ଦଖଲ କରିବା ପାଇଁ ଆଜି ଋଷ ପାରା ମିଲିଟାରୀ ଫୋର୍ସ ପଠାଇଛନ୍ତି…

ଅଧାରେ ଅଟକିଛି ନିଃଶ୍ୱାସ: ସ୍ୱାମୀ ୟେମେନରେ ବନ୍ଦୀ, ସ୍ତ୍ରୀ ୟୁକ୍ରେନରେ ବଙ୍କରରେ ଲୁଚିଛି

ଭୁବନେଶ୍ୱର: ଅପ୍ରତ୍ୟଶିତ ସମୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ମହାମାରୀ, ପ୍ରାକୃତିକ ଦୁର୍ବିପାକ, ଆତଙ୍କବାଦ ଓ ଯୁଦ୍ଧ ଭଳି ସ୍ଥିତି ମଣିଷ ଜାତିର ସରଳ ଜୀବନକୁ ଜଟିଳ କରିଦେଇଛି । ଏହି ଧାରାରେ ଭାରତର ଏକ ଦମ୍ପତ୍ତି ଏମିତି ଏକ ସମସ୍ୟା ସହ ଜୁଝୁଛନ୍ତି, ଯାହାର ସମାଧାନ ବୋଧ ହୁଏ କାହାରି…

ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍‌କୁ କାହିଁକି ବାଛିଥିଲେ ଭାରତୀୟ ଛାତ୍ରଛାତ୍ରୀ ?

ଭୁବନେଶ୍ୱର: ୟୁକ୍ରେନ୍‌ରେ ଏବେ ବି ଫଶି ରହିଛନ୍ତି ହଜାରହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଚଳାଇଛନ୍ତି ଭାରତ ସରକାର । ସଦ୍ୟ ସ୍ଥିତିରେ ରୁଷର ଘନଘନ ଆକ୍ରମଣ ପାଇଁ ଭାରତ ଓ କିଭ୍ ମଧ୍ୟରେ ବିମାନ ଚଳାଚଳ ଠପ୍…