Latest Odisha News

BREAKING NEWS

Browsing Category

ଆନ୍ଧପ୍ରଦେଶ

Andhra Pradesh

୫୦୦ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ପୋଡ଼ିଲା ପୋଲିସ

ବିଶାଖାପାଟନମ୍: ଆଜି ବିଶାଖାପାଟନମ୍ ପୋଲିସ ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଗତ ଦେଢ ବର୍ଷ ଭିତରେ ରାଜ୍ୟର ୪ଟି ଜିଲ୍ଲାରୁ ୨ ଲକ୍ଷ କେଜି ଗଞ୍ଜେଇ ପୋଲିସ ଜବତ କରିଥିଲା । ଏନେଇ ୪ଟି ଜିଲ୍ଲାର ବିଭିନ୍ନ ଥାନାରେ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ସିଆରପିଏଫ୍ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ବିଜାପୁରଠାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା । ଏହି ଘଟଣାରେ ସିଆପିଏଫ ୧୬୮ ବାଟାଲିୟନର ଜଣେ ଯବାନ ସହିଦ ହେବା ସହ ଅନ୍ୟଜଣେ ଯବାନ ଗରୁତର ହୋଇଥିବା ଜଣାପଡ଼ିଛି । ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂର ବିଜାପୁର ବାସାଗୁଡ଼ା ଥାନା ତିମାରପୁର…

ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ରହିଛି । ଏବେ ସେ…

କୋଟିଆ ମାମଲାରେ ଆନ୍ଧ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ : ସୁପ୍ରିମକୋର୍ଟରେ ଚାଲିଥିବା କୋଟିଆ ମାମଲାର ଶୁଣାଣି ଶେଷ ହୋଇଛି । ରାଜନୈତିକ ସମାଧାନ ଉପରେ ପୁଣି ଜୋର୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଶୁଣାଣି ବେଳେ ଆନ୍ଧ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡିଶା ବିଭିନ୍ନ ପଦକ୍ଷେପ ଓ ଦୁଇ ରାଜ୍ୟ ଭିତରେ ହୋଇଥିବା ଆଲୋଚନା ଉପରେ ନିଜ…

ବିଧାନସଭାରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ସଭାରେ କାନ୍ଦିଲେ । ସଭାରେ ଭୋ ଭୋ ହୋଇ କାନ୍ଦିବା ସହ ତାଙ୍କୁ ନେଇ କୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ବୋଲି କହିଛନ୍ତି । ୱାଇଏସଆର କଂଗ୍ରେସ ଦଳର ସଦସ୍ୟମାନେ ତାଙ୍କୁ…

ଆନ୍ଧ୍ରପ୍ରଦେଶ କଡ଼ାପାରେ ଆକସ୍ମିକ ବନ୍ୟା ବିତ୍ପାତ ,୩ ମୃତ ୩୦ ନିଖୋଜ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ…

ଗାଈକୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ : ଯୋଗଗୁରୁ ରାମଦେବ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଗୋମାତା’ଙ୍କୁ ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ରବିବାର ଦିନ ବାବା ରାମଦେବ ଏପରି ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ମହତି ଅଡିଟରିୟମ୍‌ ରେ ଆୟୋଜିତ ଦୁଇଦିନିଆ ଗୋ ମହାସମ୍ମଳନୀର ସମାବର୍ତ୍ତନ…

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ଟିପର-ବସ୍ ଧକ୍କାରେ ଜଣେ ମୃତ ଓ ୮ ଆହତ, ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା ବସ୍

ଭୁବନେଶ୍ୱର: ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ୬୪ ଯାତ୍ରୀ

ବିଜୟୱାଡା: ଗୋଟିଏ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ । ପ୍ରଥମେ ବିମାନଟିର ଯୋଗାଯୋଗ କଣ୍ଟ୍ରୋଲ ରୁମ୍‌ ସହ ବିଚ୍ଛିନ୍ନ ହୋଇଥିଲା । ଏହାପରେ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ବିମାନ ଗୋଟିଏ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା । ଏହି…