Latest Odisha News

BREAKING NEWS

Browsing Category

ବିହାର

Bihar

[ଭିଡିଓ] ପ୍ରିୟ ଜିପ୍ ଧରି ପାଟନା ରାସ୍ତାରେ ବୁଲିଲେ ଲାଲୁ ପ୍ରସାଦ ଯାଦବ

ପାଟନା : ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁରୁଣା ଅନ୍ଦାଜକୁ ଫେରିଛନ୍ତି । ଆଜି ଲାଲୁ ପ୍ରସାଦ ଯାଦବ ପାଟନା ରାସ୍ତାରେ ନିଜର ପୁରୁଣା ଜିପ୍ କୁ ଚଲାଉଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଅନେକ ଲୋକମାନେ ଏହି ଜିପ୍ ଚଲାଉଥିବାର ଦେଖିଥିଲେ। ଲାଲୁ ମଙ୍ଗରବାର ରାତିରୁ ଏହି ଜିପ୍ ଚଲାଇବା…

ପରିବାରର ୪ଜଣଙ୍କୁ ହତ୍ୟା କଲେ ନକ୍ସଲ, ଘରକୁ ବୋମା ଲଗାଇ ଉଡ଼ାଇଦେଲେ

ପାଟନା: ବିହାରର ଗୟାରେ ନକ୍ସଲମାନେ ୪ଜଣଙ୍କୁ ହତ୍ୟା କରିଛନ୍ତିି। ଚାରିଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ନକ୍ସଲମାନେ ହତ୍ୟା କରିବା ପରେ ଘରକୁ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ପୋଲିସ ଏନେଇ ତଦନ୍ତ କରୁଛି। ବିହାରରେ ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଡ଼ୁମରିଆର ମନୋବର ଗାଁରେ…

ଆକ୍ସନ୍‌ ମୋଡ୍‌ରେ ନୀତିଶ କୁମାର,ବିହାରରେ ମଦ ବନ୍ଦ ନେଇ ୧୬ ନଭେମ୍ବରରେ ବୈଠକ

ବିହାର: ବିହାରରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଷାକ୍ତ ମଦ ମୃତ୍ୟୁକୁ ନେଇ ମୃତ୍ୟୁକୁ ନେଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ। ଏବେ ଆକ୍ସନ ମୋର୍ଡରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ୧୬ ନଭେମ୍ବରରେ ଏହି ସମ୍ବନ୍ଧରେ ବିଚାର-ବିମର୍ଷ ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି ।…

ବିିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୩୪ ମୃତ

ପାଟନା : ବିିଷାକ୍ତ ମଦ ନେଉଛି ଜୀବନ । ବିହାରର ଗୋପାଳଗଂଜ ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଗତ ୧୫ ଦିନ ଭିତରେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ତେହୁଆ ଗାଁରେ ଗୁରୁବାର ଦିନ ୮ ଜଣଙ୍କ ମୃତ୍ୟୁ…

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ…

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ…

ଟିକା ନେଇ ନଥିଲେ ବିଧାୟକଙ୍କୁ ବିଧାନସଭା ମନା

ପାଟନା: ଟିକା ନେଇ ନଥିଲେ ବିଧାନସଭାରେ ପ୍ରବେଶ ଅନୁମତି ନାହିଁ । ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କୁ ବିଧାନସଭାରେ ଏଣ୍ଟ୍ରି ପାଇଁ ଅନୁମତି ମିଳିବ । ଯିଏ ନେଇ ନାହାନ୍ତି ସେମାନଙ୍କୁ ବିଧାନସଭା ମନା । ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ବିହାର ବିଧାନସଭା ବାଚସ୍ପତି ବିଜୟ…

ହ୍ୱାଇଟ ଫଙ୍ଗସ୍ ଆତଙ୍କ

ଦିଲ୍ଲୀ: କରୋନା ଯୋଗୁ ଟେନ୍‌ସନ୍ ବଢୁଥିବା ବେଳେ ବ୍ଲାକଫଙ୍ଗସ୍ ଭୟକୁ ଦୁଇ ଗୁଣିତ କରିଛି । ଆଉ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଆତଙ୍କ ଖେଳାଇଲାଣି । ଯାହାକି ବ୍ଲାକ୍ ଫଙ୍ଗସ୍‌ଠୁ ବି ଆହୁରି ମାରାତ୍ମକ ବୋଲି ଜଣାପଡିଛି । କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍…

ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା: ପ୍ରଶାସନିକ ସ୍ୱୀକୃତିକୁ ଅପେକ୍ଷା 

ଗୟା: ବିହାର ଗୟାରେ ନିର୍ମାଣ ହେବ ଲକ୍ଷ୍ମଣ ଝୁଲା । ଆଗାମୀ ଦିନରେ ଏହି ଯୋଜନା ଉପରେ କାମ କରିବାକୁ ପ୍ରସ୍ତୁତି ଚାଲିଛି । ବିଷ୍ଣୁପଦ ମନ୍ଦିର ସ୍ଥିତ ଦେବଘାଟରୁ ସୀତାକୁଣ୍ଡ ମଧ୍ୟରେ ଲକ୍ଷ୍ମଣ ଝୁଲା ନିର୍ମାଣ କରିବାକୁ ଯୋଜନା ଚାଲିଛି । ପ୍ରଶାସନିକ ସ୍ୱୀକୃତି ମିଳିବା ପରେ ଶୀଘ୍ର ଏହି…

ରାସ୍ତାକଡ଼ ଦୋକାନ ଉପରେ ଚଢିଗଲା ଟ୍ରକ୍‌, ୮ ମୃତ 

ପାଟନା: ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଦୋକାନ ଉପରେ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲାର ତେଲ୍ହାଡା ଥାନା ପାଖରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, କେହି କିଛି ବୁଝିବା ଆଗରୁ ଜାହାନାବାଦରୁ…