Latest Odisha News
Browsing Category

ଦିଲ୍ଲୀ

Delhi

କେକେଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ : ଶରୀର ଓ ମୁହଁରେ କ୍ଷତ ଚିହ୍ନଥିବା ସୂଚନା; ଆୟୋଜକୁ କୋଲକାତା ପୋଲିସର…

ଦିଲ୍ଲୀ : ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ଆୟୋଜକୁ ପଚରାଉଚରା କରୁଛି କୋଲକାତା ପୋଲିସ । ଗତକାଲି ଷ୍ଟେଜ ଶୋ କରୁୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି…

ପ୍ରକାଶ ପାଇଲା UPSC-୨୦୨୧ ରେଜଲ୍ଟ : ଟପ୍ ୫ରେ ୪ ଝିଅ , ଶ୍ରୁତି ଶର୍ମା ଟପ୍ପର

ଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ…

[ଦେଖନ୍ତୁ ଭିଡିଓ] କର୍ଣ୍ଣାଟକରେ ସଭାବେଳେ ରାକେଶ ଟିକାୟତଙ୍କ ଉପରେ କାଳିମାଡ

ଦିଲ୍ଲୀ : କୃଷକ ନେତା ରାକେଶ ଟିକାୟତଙ୍କ ଉପରେ କାଳିମାଡ ହୋଇଛି । କର୍ଣ୍ଣାଟକରେ ତାଙ୍କ ଉପରକୁ କାଳି ଫୋପଡାଯାଇଛି । ସଭା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଏହାଭିତରେ ଟିକାୟତଙ୍କ ଉପରେ କାଳିମାଡ ହୋଇଥିଲା ।  ତାଙ୍କ ସହ ଉପସ୍ଥିତ ଥିବା ୟୁଦ୍ଧବୀର ସିଂହଙ୍କ ଉପରେ ମଧ୍ୟ…

ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ: ବିମାନରେ ଥିଲେ ୨୨ ଯାତ୍ରୀ, ୪ଜଣ ଭାରତୀୟ

ଦିଲ୍ଲୀ : ନେପାଳରୁ ଜୋମସୋମ ଯାଉଥିବା ବିମାନ ନିଖୋଜ ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଛନ୍ତି । ଏହି ବିମାନରେ ୪ ଭାରତୀୟଙ୍କ ସମେତ ମୋଟ…

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ : ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ : ଦିନକୁ ଦିନ ବଢିଲାଣି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ୨୯ ଦେଶରେ ମାଡିଚାଲିଛି ଏହି ନୂଆ ଭାଇରସ । ବିଶ୍ୱରେ ଏବେ ସୁଦ୍ଧା ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ମଙ୍କିପକ୍ସକୁ ନେଇ ନୂଆ ଚିନ୍ତା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଏହି ନୂଆ ଭାଇରସ ଗୋଷ୍ଠୀ…

ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର ପ୍ରଗତି ଦେଖି ଖୁସି ବ୍ୟକ୍ତ କରିଛନ୍ତି।  ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…

ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା: ଟ୍ରାନ୍ସଫର ହେଲେ IAS ଦମ୍ପତି

ଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ ଲଦାଖ ବଦଳି କରଯାଇଥିବାବେଳେ ତାଙ୍କ ପତ୍ନୀ ରିଙ୍କୁ ଧୁଗ୍ଗାଙ୍କ ଅରୁଣାଞ୍ଚଳ…

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି: ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଉତ୍ତରପ୍ରଦେଶ : ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି…

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି…

ଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମକୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ…

ରୂପ ବଦଳାଉନାହିଁ ମଙ୍କିପକ୍ସ : ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ WHO ଦେଲା ଅଶ୍ୱସ୍ତିକର ଖବର

ଦିଲ୍ଲୀ : ମଙ୍କିପକ୍ସକୁ ନେଇ ଭୟ ବଢୁଥିବା ବେଳେ ଆସିଲା ଆଶ୍ୱସ୍ତି କଲା ଭଳି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିିଛି, ମଙ୍କିପକ୍ସ ରୂପ ବଦଳାଉନାହିଁ । ଏ ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି କହିଛି ହୁ । ଡବ୍ଲୁଏଚ୍ଓର ବିଶେଷଜ୍ଞ କହିଛନ୍ତି ଏହି ଭାଇରସ୍ କମ୍ ମ୍ୟୁଟେସନ୍ ହୁଏ, ଅର୍ଥାତ…