Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ମଙ୍କିପକ୍ସକୁ ନେଇ WHO’ର ଚେତାବନୀ : ସାରା ବିଶ୍ୱରେ ସଂକ୍ରମଣ ବଢିଚାଲିଛି

ଦିଲ୍ଲୀ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଦିଲ୍ଲୀରେ ସକାଳୁ ସକାଳୁ ଝଡ଼ବର୍ଷାର ତାଣ୍ଡବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରେ ବଦଳିଗଲା ପାଗ । ଅଚାନକ ମାଡ଼ି ଆସିଲା ଝଡ଼ବର୍ଷା । ସାଙ୍ଗରେ ଆଣିଲା ପବନ । କାଳବୈଶାଖୀ ବର୍ଷା ଦିଲ୍ଲୀରୁ ଭିଜାଇଛି । ତାତିରୁ ତ୍ରାହି ମିଳିଛି । କିନ୍ତୁ କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘର ଛପର ଉଡ଼ିଯାଇଛି ।…

ପେଗାସସ ମାମଲାରେ ଆଜି ତଦନ୍ତକାରୀ ଟିମର ରିପୋର୍ଟ ଉପରେ ଆସିପାରେ ରାୟ

ନୂଆଦିଲ୍ଲୀ: ପେଗାସସ ସ୍ପାଏଓ୍ୱୟାର ମାମଲାରେ ତିନି ଜଣିଆ କମିଟି ଦେଇଥିବା ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି। ଏହି କମିଟି ଚଳିତ ବର୍ଷ ଜାନୁଆରି ମାସରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ସୁପ୍ରିମକୋର୍ଟର ପୂର୍ବତନ…

ନିଠାରୀ ହତ୍ୟା ମାମଲା: ସୁରେନ୍ଦ୍ର କୋଲିକୁ ଫାଶୀ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

ଦିଲ୍ଲୀ : ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର…

ପ୍ରାଚୀ ନଦୀର ପୁନରୁଦ୍ଧାର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍‌ଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଦିଲ୍ଲୀ: ପ୍ରାଚୀନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ ୭ଟି ସେତୁ ନିର୍ମାଣ, ନଦୀ ଶଯ୍ୟା ଖନନ, ଜଳାଶୟ ତିଆରି,…

ନୂଆ ନିୟମ ଅନୁଯାୟୀ କଂଗ୍ରେସର ପ୍ରମୁଖ ପଦରେ ଥିବା ରଣଦୀପ, ମୁକୁଲ ପଦ ହରାଇବେ !

ନୂଆଦିଲ୍ଲୀ: କଂଗ୍ରେସ ପୁଣିଥରେ ଆଗକୁ ବଢ଼ିବ । ଏହି ଚିନ୍ତାଧାରା ନେଇ ଦଳ ଏବେ ଆମୁଳଚୁଳ ପରିବର୍ତ୍ତନ କରିବ ବୋଲି ସୂଚନା ରହିଛି। ଉଦୟପୁରରେ ଚାଲିଥିବା ଚିନ୍ତନ ଶିବରରେ ଏ  ନେଇ ସ୍ଥିର ହୋଇଛି । ଯେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କୌଣସି ପଦବୀରେ ରହିପାରିବେ ନାହିଁ। ଏଭଳି…

ଚିଦାମ୍ବରମଙ୍କ ଘରେ ସିବିଆଇ ଚଢଉ : ଓଡିଶା ସମେତ ୯ଟି ସ୍ଥାନରେ ରେଡ୍

ଦିଲ୍ଲୀ: କଂଗ୍ରେସୀ ବରିଷ୍ଠ ନେତା ପି.ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କ ଘରେ ହୋଇଛି ସିବିଆଇ ରେଡ୍ । ପୁଅ ପାଇଁ ବଢିଲା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସମସ୍ୟା । ପୂର୍ବରୁ ଚାଲିଥିବା ବେଆଇନ୍ ଅର୍ଥ କାରବାରରେ ଆଜି ସକାଳୁ ହଠାତ ତାଙ୍କ ପଅ କିର୍ତ୍ତୀ ଚିଦାମ୍ବରଙ୍କ ଏକାଧିକ…

ପ୍ରାକ୍‌ ମୌସୁମୀ ସୂଚନା: ବିଭିନ୍ନ ରାଜ୍ୟରେ ବାତ୍ୟା, ବନ୍ୟା ମୁକାବିଲାର ହେଲା ସମୀକ୍ଷା

ନୂଆଦିଲ୍ଲୀ: ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବଭାବିକ ରହିବାର ସମ୍ଭାବନା ରହିଛି । ଏହାପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ବା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ…

ଅଟକିଲା ଟ୍ୱିଟର ଡିଲ .. ଏଲନ ମସ୍କଙ୍କ ବଡ ଘୋଷଣା

ଦିଲ୍ଲୀ : ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ ।…

ଜୁନ ୧୩ରେ ରାଜ୍ୟସଭା ଉପନିର୍ବାଚନ, ଓଡ଼ିଶାରୁ ଖାଲି ହେଲା ୪ ଆସନ

ଦିଲ୍ଲୀ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି । ଜୁନ ୧୩ରେ ହେବ ଉପନିର୍ବାଚନ । ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲର ଶେଷଦିନ ଧାର୍ୟ୍ୟ ହୋଇଛି । ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ ୬ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।…