Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

”ଦ କାଶ୍ମୀର ଫାଇଲ୍ସ” ଫିଲ୍ମର କିଛି ସିନ୍ ହଟାଇବାକୁ କୋର୍ଟର ନିର୍ଦ୍ଦେଶ

ଦିଲ୍ଲୀ :ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'’କୁ କୋର୍ଟର ଝଟକା । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ''ଦ କାଶ୍ମୀର ଫାଇଲ୍ସ'' ର କିଛି ସିନ୍ କାଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫିଲ୍ଲରେ ସ୍ୱର୍ଗତ ଆଇଏଫଏଫ୍ ସ୍କା୍ୱାଡ୍ରୋନ୍ ଲିଡର ରବି ଖାନ୍ନାଙ୍କ ଚିତ୍ର ଦର୍ଶାଇବାକୁ ବାରଣ…

କ୍ରାନ୍ତି ଆଣିଲା ଆପ୍ : ଦିଲ୍ଲୀ ପରେ ପଞ୍ଜାବ ଦଖଲ କଲା ଆମ୍ ଆଦମୀ ପାର୍ଟି

ଦିଲ୍ଲୀ : ବଡ଼ ବଡ଼ ନେତା, ବଡ଼ ବଡ଼ ଦଳକୁ ଧୁଳି ଚଟାଇ ପଞ୍ଜାବରେ ଇତିହାସ ରଚିଛି ଆମ୍ ଆଦମୀ ପାର୍ଟି । ଆପ୍ ଏଭଳି ସୁନାମୀ ଆଣିବା ନେଇ ଏକ୍ଜିଟ୍ ପୋଲ ଆକଳନ କରିଥିଲେ ବି ସାରା ଦେଶର ନଜର ଅଟକିଥିଲା ପଞ୍ଜାବ ଉପରେ । ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଉପରେ ଫୋକସ କରିଥିଲେ ପାର୍ଟିର…

”ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର” , ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ନବଜୋତ୍ ସିଦ୍ଧୁ

ଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ରେକର୍ଡ କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ । ନବଜୋତ ଟ୍ୱିଟ କରି ଲେଖିଛନ୍ତି ''ଜନସାଧାରଣଙ୍କ ସ୍ୱର ହେଉଛି ଇଶ୍ୱରଙ୍କ ସ୍ୱର'' । ପଞ୍ଜାବବାସୀଙ୍କ ଜନମତକୁ ମୁଁ ସ୍ୱିକାର କରିଛି…

ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଦିଲ୍ଲୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ପ୍ଲାଇଙ୍ଗ୍ କ୍ଲବରେ ବିଜୁ ବାବୁଙ୍କ ଜୟନ୍ତି ପାଳନ ହୋଇଯାଇଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅଧ୍ୟକ୍ଷ ଡ. ବିବିଏଲ୍ ମଧୁକରଙ୍କ ସଭାପତିତ୍ୱରେ ଏହା ପାଳନ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତିକୁ…

ୟୁକ୍ରେନର ଚର୍ନିହିବ ସହରରେ ଋଷର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ : ୩୩ ମୃତ

ଦିଲ୍ଲୀ: ବେଲାରୁସ ସୀମାରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱିତୀୟ ଦିନରେ ପଂହଚିଛି । ୟୁକ୍ରେନର ଚର୍ଣ୍ଣିହିବରେ ଋଷ ସବୁଠାରୁ ବଡ ଏୟାରଷ୍ଟ୍ରାଇକ କରିଛନ୍ତି । ଏଥିରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।…

ଆକ୍ସନ ମୋଡରେ ରାଫେଲ ଓ ତେଜସ୍, ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବାୟୁ ସେନାର ଶକ୍ତି ପ୍ରଦର୍ଶନ । ୧୪୮ ଭାରତୀୟ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିବେ । ପ୍ରଥମ ଥର ପାଇଁ ରାଫେଲ ଦେଖାଇବ ନିଜର ଶକ୍ତି । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରାଜସ୍ଥାନର ପଖୋରାନ ରେଞ୍ଜରେ…

[ଭିଡିଓ] ଋଷ୍-ୟୁକ୍ରେନ ଯୁଦ୍ଧ : ବିମାନରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଲେ ପାଇଲଟ୍ ,ଭିଡିଓ ଭାଇରାଲ୍

ଦିଲ୍ଲୀ : ଋଷ୍ ସେନା ୟୁକ୍ରେନକୁ ଦଖଲ କରିବା ପାଇଁ ଲଢେଇ ଜାରି ରଖିଛି । ଘର ଘନ ବୋମା ମାଡରେ ପୁରା ୟୁକ୍ରେନରେ ଧ୍ୱଂସର ତାଣ୍ଡବ ଲିଳା ଦେଖିବାକୁ ମିଳିଛି ।ଏହି ସମୟରେ ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରୁଛନ୍ତି । ଏହି ଫେରିବା…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ପବଜୀ ପାଇଁ ଜୀବନ ଗଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ପବଜୀ ପାଇଁ ଜଣକ ଜୀବନ ଗଲା । ଏହି ଗେମକୁ ୪ ଜଣ ଏକା ସଙ୍ଗେ ଖେଳୁଥିଲେ । ଖେଳିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ୩ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ଏହି ହତ୍ୟା ଅଭିଯୋଗରେ ପୋଲିସ ଜଣେ ୨୨ ବର୍ଷିୟ ଯୁବକକୁ ଗିରଫ କରିଛି । ଅନ୍ୟ ଦୁଇ ଜଣ…

ପୁର୍ବ ଶତ୍ରୁତାରୁ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗାଓଁ: ରାତିରେ ୩ ଜଣଙ୍କୁ ଛୁରୀରେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସୱେରେ ଥିବା ସିଏନଜି ପମ୍ପରେ ଏହି ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ସେକ୍ଟର ୩୧ ନିକଟରେ ଏ ଥିବା ଏହି ସିଏନଜି ପମ୍ପରେ ଲାଗିଥିଲା ସିସିଟିଭି । ହେଲେ ୧ଘଣ୍ଟା ପୂର୍ବରୁ ଏହାକୁ ଅଚଳ…