Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଲଞ୍ଚ ହେବ ୫G, ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇବର୍

ନୂଆଦିଲ୍ଲୀ: 5ଜି କୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସିୁ ଖବର । ସବୁ ଗଁକୁ ଯିବ ଅପ୍ଟିକାଲ ଫାଇଭର । ୨୦୨୨-୨୩ରେ 5ଜି ସେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ । ଏନେଇ ଆଜି ସାଂସଦରେ ବଜେଟ୍ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ…

ବଜେଟ୍‌ ୨୦୨୨ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କହିଛନ୍ତି । ଏହା ସାଧାରଣ ଲୋକଙ୍କ ପାଇଁ ବେଶ୍…

ପିଲାଙ୍କ ପାଇଁ ପିଏମ- ଇ- ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଚଳିତ ଥର ବଜେଟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । କରୋନା କାଳରେ ଶିକ୍ଷା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଶିକ୍ଷାକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ଅର୍ଥମନ୍ତ୍ରୀ ସୀତାରମଣ । ଚଳିତ ଥର ଶିକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି…

ଆଗାମୀ ୨୫ବର୍ଷକୁ ଆଶା ରଖି ଏଥର ବଜେଟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ସଂସଦରେ ବଜେଟ ଅଧିବେସନ ଆରମ୍ଭ ହୋଇଯାଇଛି । ୨୦୨୨-୨୦୨୩ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା ସୀତାରମଣ । କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଳେ ନିର୍ମଳା ସୀତାରମଣ । ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି ।…

୫ ରାଜ୍ୟରେ ବିଧାସଭା ନିର୍ବାଚନ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାର ପ୍ରସାର ମଧ୍ୟ ଯୋରଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭…

ଗର୍ଭବତୀ ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅଯୋଗ୍ୟ ଗାଇଡଲାଇନ ଉପରେ SBIକୁ ନୋଟିସ୍ ଜାରି କଲା ଦିଲ୍ଲୀ ମହିଳା କମିଶନ

ନୂଆଦିଲ୍ଲୀ:ତିନି ମାସରୁ ଅଧିକ ଗର୍ଭଗତୀ ଥିବା ମହିଳାଙ୍କୁ କାର୍ଯ୍ୟରେ ଯୋଗଦେବାକୁ ରୋକିବାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଏକ ବିଜ୍ଞପ୍ତି ଜାରି କରିଛି ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ମହିଳାଙ୍କୁ ଗର୍ଭବତୀ ମହିଳାଙ୍କୁ ସାମୟିକ ଭାବେ ଅଯୋଗ୍ୟ କହିବା…

ଜାଲ ଦସ୍ତଖତ ଠକେଇ, ଜଣେ ଗିରଫ

ଭୁବନେଶ୍ୱର, ଜାଲ ଦସ୍ତଖତ କରି ଠକେଇ କରିବା ଅଭିଯୋଗରେ ଆଜି ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ଏକ କମ୍ପାନୀକୁ ଠକି ଥିଲେ । ଭୁବନେଶ୍ୱର-ମାଷ୍ଟକ୍ୟାଣ୍ଟିନ ଛକରୁ ଅଭିଯୁକ୍ତ ମନୋଜ ସେଠଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି । ଦିଲ୍ଲୀର ଏକ କମ୍ପାନୀକୁ…

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ସୂଚନା ନେଇଛନ୍ତି । ଏଥି ସହିତ ସେ କହିଛନ୍ତି କି, ତାଙ୍କ ସଂଶ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ…

ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମା ହଲ୍

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ କମ୍ ହେବାରେ ଲାଗିଛି । ଏହି ମଧ୍ୟରେ ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି । ଏହା ବ୍ୟତୀତ ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ ଖୋଲିପାରିବ । ଦିଲ୍ଲୀ…

ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି: ଡିସିଜିଆଇ

ନୂଆଦିଲ୍ଲୀ: ଏବେ ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଆଣ୍ଟି କୋଭିଡ-୧୯ ଭ୍ୟାକ୍ସିନ୍ । ସେଥିପାଇଁ ଆଜି ଡିସିଜିଆଇ ଅନୁମତି ଦେଇଛନ୍ତି । ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି…