Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବାତ୍ୟା ଜୱାଦ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଓଡିଶା ଓ ଆନ୍ଧ୍ର ଉପରେ ଏହାର ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ବନ୍ଦ

ଦିଲ୍ଲୀ : ଆସନ୍ତା କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ରହିବ । ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ଦିଲ୍ଲୀରେ ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି…

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର…

ବଢୁଛି ଓମିକ୍ରନ୍ ଭୟ : ଦିଲ୍ଲୀ ବିମାନବନ୍ଦରରେ ୪ କରୋନା ପଜିଟିଭ ଚିହ୍ନଟ

ଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ୪ଜଣ ଲଣ୍ଡନ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଏହାପରେ ବିମାନ ବନ୍ଦରରେ ଟେଷ୍ଟିଂ ଓ ଟ୍ରାକିଂକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସେଠାରୁ ସଂକ୍ରମିତଙ୍କୁ ସିଧା ଏଲଏନଜେପି ହସ୍ପିଟାଲ ନିଆଯାଇ ସଙ୍ଗରୋଧରେ ରଖାଯାଇଛି । ଲଣ୍ଡନ ଓ ଆର୍ମଷ୍ଟରଡମରୁ…

ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା

ଦିଲ୍ଲୀ : ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା । ଭାରତରୁ ବିଦେଶକୁ ଆଉ ବିମାନ ଉଡିବ ନାହିଁ ବୋଲି କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟ ଚାରିଆଡେ ବ୍ୟାପି ଯାଇଛି । ଅନେକ ଦେଶକୁ ମଧ୍ୟ ଏହି…

ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ , ଲିଟର ପିଛା ୮ ଟଙ୍କା ହ୍ରାସ କଲେ ସରକାର

ଦିଲ୍ଲୀ : ରାଜଧାନୀରେ ଶସ୍ତା ହେଲା ପେଟ୍ରୋଲ । ପେଟ୍ରୋଲ ଭାଟ୍ କମାଇଲେ ଦିଲ୍ଲୀ ସରକାର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮ ଟଙ୍କା ସସ୍ତା ହୋଇଛି ବୋଲି ଜଣାପଡିଛି । ବୁଧବାର ହୋଇଥିବା କ୍ୟାବିନେଟ ବୈଠକରେ ଦିଲ୍ଲୀ ସରକାର ପେଟ୍ରୋଲର ଭାଟ୍ ୩୦ ପ୍ରତିଶତରୁ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି…

ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସଦସ୍ୟ ନିଲମ୍ବିତ

ଦିଲ୍ଲୀ: ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟ ନିଲମ୍ବିତ । ବାକି ଥିବା ଶୀତ ଅଧିବେଶନ ଅବଧି ପର୍ଯ୍ୟନ୍ତ ସମ୍ପୃକ୍ତ ସଦସ୍ୟମାନଙ୍କୁ ନିଲମ୍ବିତ କରାଯାଇଛି । ଆଜି ସଂସଦରେ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗମା କରିଥିଲେ…

ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ଧୈର୍ଯ୍ୟ ସହ ମୁକାବିଲା କରିବା :ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।…

ହଟ୍ଟଗୋଳ ଭିତରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ :ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଚେଦ ବିଲକୁ ପାରିତ କରାଯାଇଛି। ବାଚନିକା ଭୋଟରେ ବିଲ୍ ପାରିତ ନେଇ ବିଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏହା ସହ ଗୃହକୁ ମଧ୍ୟାହ୍ନ ୨ ଟା ଯାଏଁ ସ୍ଥଗିତ ରଖାଯାଥିଲା ।…

ଓମିକ୍ରନ ଭୟ: ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡ଼ଲାଇନ୍

ଦିଲ୍ଲୀ: ଓମିକ୍ରନ ପାଇଁ ବଢ଼ିଲା କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଡ଼ିସେମ୍ବର ୧ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁଯାୟୀ, ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ…